October 22, 2024

Odia Express

Leading Odia News Portal of Odisha

ଶେଷରେ ୧୭ ବର୍ଷ ପରେ କାଜୋଲ୍ କହିଲେ କି ସେ କାହିଁକି ଅଜୟ ଦେବଗନଙ୍କ ସହ ବିବାହ କରିଥିଲେ..

ଆମ ବଲିଉଡ୍ ରେ ଏମିତି ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ,ଯାହାଙ୍କ କଥା ଆରମ୍ଭ କଲେ କେବେ ଶେଷ ହେବ ନାହିଁ , ଏମାନଙ୍କ ଚର୍ଚ୍ଚା ଏବେ ସୋସିଆଲ୍ ମିଡିଆରେ ସବୁବେଳେ ଆସିଥାଏ , ଓ ସବୁଦିନ ନୁଆ କାହାଣୀ ଶୁଣିବାକୁ ମିଳିଥାଏ , ଆମ ବଲିଉଡ୍ ର ଦୁନିଆଁ ବହୁତ ଅଜୀବ ଅଟେ , ଏଠାରେ କଣ କେବେ ହୋଇଯାଏ କହିହୁଏ ନାହିଁ ।ବଲିଉଡ୍ ର ପାଗଳାମୀ ଲୋକଙ୍କ ଉପରେ ଏମିତି ଅଛି କି ସେମାନେ ନିଜ ପସନ୍ଦର ଅଭିନେତା ପରି ହେବା ଚାହିଁଥାନ୍ତି , ଓ ବହୁତ ଲୋକ ଏମିତି ହୋଇଥାନ୍ତି କି ସେମାନଙ୍କୁ ନ ଦେଖି ରହିପାରନ୍ତି ନାହିଁ , ଆମ ବଲିଉଡ୍ ରେ ସେମିତି ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି , ଯାହାଙ୍କୁ କିଛି ଲୋକ ବହୁତ ମନେ ପକାନ୍ତି , ଓ କିଛି ଏମିତି ହୋଇଥାନ୍ତି କି ତାଙ୍କୁ ସେମାନେ ଭୁଲି ବି ପାରନ୍ତି ନାହିଁ ।

 

ଆଜି ଆମେ ଏମିତି ଜଣେ ଅଭିନେତାଙ୍କ ବିଷୟରେ କଥା କହିବାକୁ ଯାଉଛୁ ଯିଏକି ଆରମ୍ଭରୁ ଏ ପର୍ଯ୍ୟନ୍ତ ଅଛନ୍ତି , ସେ ଯେବେ ବଡ ସ୍କ୍ରିନ୍ ରେ ଆସନ୍ତି ତାଙ୍କ ପ୍ରଶଂସକ ମାନଙ୍କ ମନରେ ଏକ ଅଲଗା ଉତ୍ସାହ ଭରିଯାଏ , ସେ ତାଙ୍କୁ ଆକ୍ସନ ହିରୋ ଭାବେ ଜାଣିଛନ୍ତି , ଓ ସେ ହେଲେ ଅଜୟ ଦେବଗନ , ଅଜୟ ଦେବଗନ ସ୍କ୍ରିନ୍ ରେ ଆସନ୍ତି , ଓ ହଲରେ ଦର୍ଶକ ମାନେ ତାଙ୍କ ଅଭିନୟ ଦେଖନ୍ତି , ଆପଣଙ୍କୁ କହିଦେଉଛୁ କି ଅଜୟ ଦେବଗନ ଫିଲ୍ମ ଅଭିନେତ୍ରୀ କାଜୋଲ୍ ଙ୍କୁ ବାହା ହୋଇଥିଲେ , ଏହି ଦୁହେଁ ବାହାଘର କିପରି ଓ କେଉଁଠାରେ ହୋଇଥିଲା ଏହା ବିଷୟରେ ସମସ୍ତେ ଜାଣିବାକୁ ଚାହଁନ୍ତି , କିନ୍ତୁ ଆଜି ପର୍ଯ୍ୟନ୍ତ କେହି ବି ଜାଣିନାହାନ୍ତି ।

 

ସୂଚନା ମୁତାବକ ଏହି ଦୁହିଁଙ୍କର ୨୪ ଫେବୃୟାରୀ ୧୯୯୯ କୁ ମହାରାଷ୍ଟ୍ର ଶୈଳୀରେ ବାହାଘର ହୋଇଥିଲା , ଏହି ଦୁହିଁଙ୍କର ଯୋଡୀ ବଲିଉଡ୍ ରେ ଏକ ମିଶାଲ୍ ଅଛି । ଏହି ଦୁହେଁ ବହୁତ ଖୁସିରେ ବାହାହୋଇଥିଲେ , ଏହି ଦୁହିଁଙ୍କର ସୁନ୍ଦର ସନ୍ତାନ ବି ଅଛନ୍ତି , ପୁଅଙ୍କ ନାଁ ୟୁଗ ଓ ଝିଅର ନାଁ ନ୍ୟାସା ଅଟେ , ଏମିତି ଆପଣ ଜାଣିଛନ୍ତି କି କାଜୋଲ୍ ବହୁତ ଚୁଲୁବୁଲି ଅଟନ୍ତି ,ଯାହାର ଓଲଟା ଅଜୟ ଦେବଗନ ବହୁତ ହିଁ ଶାନ୍ତ ବ୍ୟକ୍ତିର ଅଟନ୍ତି , ଦୁହେଁ ସବୁ ତରଫରୁ ଅଲଗା ଥାଇ ବି ସେମାନେ ବଲିଉଡ୍ ରେ ସବୁଠାରୁ ସଫଳ ଯୋଡି ବୋଲି ଜଣାଯାନ୍ତି , ସେମାନେ ତାଙ୍କ ସଂମ୍ପର୍କକୁ ବହୁତ ଭଲ ଭାବେ ନିଭାଇ ଛନ୍ତି , ଯେବେ କାଜୋଲ୍ ନିଜ କ୍ୟାରିୟର୍ ର ପାହାଚ ଚଢୁଥିଲେ ସେ ବାହା ହେବାର ଫଇସଲା ନେଲେ , କାଜୋଲ୍ ଅଜୟ ଦେବଗନଙ୍କ ସହ ପୂର୍ବରୁ କହିଥିଲେ ସେ ଗୋଟେ ବର୍ଷରେ ଗୋଟେ ଫିଲ୍ମ କରିବେ

 

କାଜୋଲ୍ ଅଜୟ ଦେବଗନଙ୍କୁ ଏହା ବି କହିଥିଲେ ସେ ଲମ୍ବା ସମୟ ନିଜ କ୍ୟାରିୟରକୁ ଗଢିବା ପାଇଁ ବହୁତ ପରିଶ୍ରମ କରିସାରିଛନ୍ତି , ଏଥିପାଇଁ ସେ ନିଜ ହିସାବ ନିଜେ ହିଁ ବଦଳାଇବା ପାଇଁ ଫଇସଲା କଲେ , ଆପଣଙ୍କୁ ଏହା ବି କହିଦେଉଛୁ କି ବାହାଘର ପୂର୍ବରୁ କାଜୋଲ୍ ବର୍ଷକ ମଧ୍ୟରେ ବହୁତ ଫିଲ୍ମ କରୁଥିଲେ , କିନ୍ତୁ ବାହାଘର ପରେ ସେ ଫିଲ୍ମରେ କାମ କରିବା କମେଇଦେଲେ , ଓ ବାହାଘର ପରେ ସେ ଜୀବନରେ ସ୍ଥାୟୀ ଭାବେ ରହିବାକୁ ଚାହୁଁଥିଲେ , ଅଜୟ ଦେବଗନ କାଜୋଲ୍ ଦୁହେଁ ଦୁହିଁଙ୍କୁ ବହୁତ ପସନ୍ଦ କଲେ ଓ ଶେଷରେ ବାହା ହୋଇଗଲେ ।

 

କୋଜୋଲ୍ ନିଜ ସଂମ୍ପର୍କ ବିଷୟରେ ଜଣାଇଲେ କି ମୋର ମାନିବା କଥା ଏହା କାରଣ ପାଇଁ ଅଛି କାରଣ ମୁଁ ବହୁତ କଥା ହୁଏ , ଓ ସବୁ ବେଳେ ନିଜ ସ୍ୱାଧୀନତାରେ ରହେ , ୧୮ ବର୍ଷ ପରେ ଏହି ବଲିଉଡ୍ କପଲ୍ ଖୁସି ଖୁସି ନିଜ ଜୀବନ ଯାପନ କରୁଛନ୍ତି , ଓ ନିଜ ପିଲାଙ୍କ ସହ ଭଲ ଭାବେ ଚଳୁଛନ୍ତି

Leave a Reply

Your email address will not be published. Required fields are marked *