October 17, 2024

Odia Express

Leading Odia News Portal of Odisha

ଚାଲୁ ଚାଲୁ ଯଦି ପ୍ରଧାନମନ୍ତ୍ରୀଙ୍କର ଗାଡି ଚକା ପଙ୍କଚର୍ ହୋଇଯାଏ ତେବେ କଣ ହେବ ? ୯୯ ପ୍ରତିଶତ ଲୋକ ଜାଣି ନଥିବେ ଏହି କଥା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରକ୍ଷାରେ ୨୦ ହଜାର ଯବାନ ନିଯୁକ୍ତ ଅଛନ୍ତି , ପ୍ରଧାନମନ୍ତ୍ରୀ ସୁରକ୍ଷା ପାଇଁ ସ୍ପେସିଆଲ୍ ପ୍ରୋଟେକ୍ସନ୍ ଗ୍ରୁପ (ଏସ୍ ପିଜି ) ସବୁବେଳେ ରହିଥାଏ , ଆଜି ଆମେ କହିବୁ ଯଦି ପିଏମ୍ ମୋଦୀଙ୍କର ସୁରକ୍ଷା ଓ ଯେଉଁ ଗାଡିରେ ପିଏମ୍ ମୋଦୀ ଯାଆନ୍ତି , ତାହାର ଖାସିୟତ କଣ ଅଛି , ଓ ସେହି ଗାଡି ଯଦି ରାସ୍ତାରେ ପଙ୍କଚର୍ ହୋଇଯାଏ ତେବେ ସେ ୯୦ କିଲୋମିଟର ପ୍ରତି ଘଣ୍ଟାରେ ୩୨୦ କିମି ଯାଇପାରିବ , ପ୍ରଧାନମନ୍ତ୍ରି ଯେଉଁଠି କି ଯାଆନ୍ତି , ସେ ସବୁ ଜାଗାରେ ଏସ୍ ପିଜିର ସୁଟର୍ ଥାନ୍ତି , ଏହି ସୁଟର୍ ଟେରେରିଷ୍ଟ କୁ ସେକେଣ୍ତରେ ମାରିବାର ଶକ୍ତି ରଖିଥାନ୍ତି , ଏସ୍ ପିଜିରେ ପ୍ରାୟ ୩ ହଜାର ସୈନିକ ଅଛନ୍ତି , ତାଙ୍କର ଦାୟିତ୍ୱ ପ୍ରଧାନମନ୍ତ୍ରୀଙ୍କ ସହ ପୁର୍ବ ପ୍ରଧାନମନ୍ତ୍ରୀ , ଓ ତାଙ୍କର ପରିବାର ସଦସ୍ୟଙ୍କୁ ସୁରକ୍ଷା ପ୍ରଦାନ କରିବା

 

ଏହି ଯବାନ ମାନଙ୍କୁ ଆମେରିକାର ସିକ୍ରେଟ୍ ସର୍ଭିସ୍ ଗାଇଡ୍ ଲାଇନ୍ ରେ ଟ୍ରେଣ୍ତ କରାଯାଇଥାଏ । ଏହି ଜବାନଙ୍କ ପାଖରେ ଏଫ୍ ଏନ୍ ଏଫ୍ ୨୦୦୦ ଅସଲଟ୍ ରାଇଫଲ୍, ଅଟୋମେଟିକ୍ ଗନ୍ , ଓ ୧୭ ଏମ୍ ଏମ୍ ରିଭଲଭର୍ ସହ ଅତ୍ୟାଧୁନିକ ହତିଆର୍ ବି ଥାଏ । ଏସ୍ ପି ଜି ଙ୍କ ଛଡା ପୋଲିସ୍ ବି ଦାୟିତ୍ୱ୍ ନେଇଥାନ୍ତି । ପିଏମ୍ କେଉଁ ଜାଗାରେ ସମ୍ବିଳନୀ କରିବାର ଅଛି ତେବେ ସେହି ଜାଗାକୁ ପୂରା ପୋଲିସ୍ ଫୋର୍ସ୍ ମୁୟାୟନା କରନ୍ତି । ଯେବେ ପୋଗ୍ରାମ ହୋଇଥାଏ , ଅଧିକାଂଶ ପୋଗ୍ରାମ୍ ଏସ୍ ପିଜି ଚିଫ୍ ନିଜେ ସୁରକ୍ଷା ଦ୍ୱାରା ନିଯୁକ୍ତ ହୋଇଥାନ୍ତି , ଯଦି କେଉଁ କାରଣ ବଶତଃ ପହଞ୍ଚିପାରିଲେ ନାହିଁ ତେବେ ଲିଡ୍ କରିବା ପାଇଁ ଦାୟିତ୍ୱ ଆଉ କାହା ଉଚ୍ଚ ପଦସ୍ଥ ଅଫିସରଙ୍କ ଦିଆଯାଇଥାଏ ।

 

ପିଏମ୍ ଯେବେ ବି ନିଜ ନିବାସରେ କାହାସହ ମିଟିଙ୍ଗ୍ ରେ ସାମିଲ୍ ହେବା ପାଇଁ ଯାଆନ୍ତି , ତେବେ ରୋଡର ଗୋଟେ ସାଇଡ୍ ଟ୍ରାଫିକ୍ ୧୦ ମିନିଟ୍ ପାଇଁ ରୋକି ଦିଆଯାଇଥାଏ , ଯବାନ ମାଣେ ଦୁଇ ଚକିଆ ଜାନରେ ପୁରା ରୁଟ୍ କୁ ନିରିକ୍ଷଣ କରିଥାନ୍ତି । ଏହା ଛଡା ପ୍ରଧାନମନ୍ତ୍ରୀ ଆବାସରେ ୭ ଟି ରେସକୋର୍ସ ରୋଡ କୁ ଏସ୍ ପିଜି ୫୦୦ ରୁ ଅଧିକା କମାଣ୍ତୋ ଘେରି ରହିଥାନ୍ତି ।

ପିଏମ୍ ଙ୍କ ଗାଡିଗୁଡିକୁ ପୁରା କାଫିଲାରେ ୨ ଟି ଆର୍ମଡ୍ ବିଏମ୍ ଡବ୍ଲୁ ୭ ସିରିଜ୍ ସେଡାନ୍ ହୋଇଥାଏ , ୬ ବିଏମ୍ ବିଏମ୍ ଡବଲୁ ଏକ୍ସ ୫ ଓ ୧ ଟା ମର୍ସଡିଜ୍ ବେଞ୍ଜ୍ ଆମ୍ବୁଲାନ୍ସ ବି ଥାଏ , ଏହା ସହ ଯଦି ଡର୍ଜନରୁ ଅଧିକା ଗାଡି କାଫିଲାରେ ଥାଏ , ତେବେ ଏହି ଦଳରେ ଟାଟା ସଫାରି ଜ୍ୟାମର ବି ସାମିଲ୍ ହୋଇଥାଏ , ପିଏମ୍ ଙ୍କ ରକ୍ଷାଦଳ ଆଗରେ ଓ ପଛରେ ଦିଲ୍ଲୀ ପୋଲିସ୍ ସିକ୍ୟୁରିଟି ଷ୍ଟାଫ୍ ଗାଡିଗୁଡିକ ଥାଏ , ଏହା ଛଡା ବାମ ଓ ଡାହାଣ ଦୁଇପଟେ ଦୁଇ ଚକିଆ ଯାନ ଥାଏ , ଏହି ମଧ୍ୟରେ ପିଏମ୍ ଙ୍କ ଗାଡି ହୋଇଥାଏ , ପିଏମ୍ ବିଏମ୍ ଡବ୍ଲୁ ୭୬୦ ଏଲ୍ ଆଇ ରେ ଯାଇଥାନ୍ତି , ଏହା ବୁଲେଟ୍ ପ୍ରୁଫ୍ କାର୍ ଅଟେ

Leave a Reply

Your email address will not be published. Required fields are marked *