October 17, 2024

Odia Express

Leading Odia News Portal of Odisha

ଚାହା ଦୋକାନ ଚଲାଉଥିବା ଏହି ମହିଳାଙ୍କ ଦୋକାନରେ କଣ ପାଇଁ ଲାଗେ ଭିଡ ବଲିଉଡ୍ କଳାକାରଙ୍କର, କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ

ଆମ ଦେଶରେ ବହୁତ ସାରା ଲୋକଙ୍କ ପାଖରେ ଏମିତି କଳା କୌଶଳ ଅଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଦେଶରେ ଏହି କୌଶଳ ଦେଖେଇ ଲୋକେ ନିଜ ଜୀବିକା ମେଣ୍ଟେଇ ଥାଆନ୍ତି । ଦେଶରେ ଏମିତି କୌଶଳ ଦେଖିବା ଆମକୁ ସୋସିଆଲ୍ ମିଡିଆରେ ମିଳିଥାଏ ।ସୋସିଆଲ୍ ମିଡିଆରେ ବହୁତ ଫଟୋ ଓ ଭିଡିଓ ଭାଇରାଲ୍ ହୋଇଥାଏ । କିନ୍ତୁ କିଛି ଫଟୋ ନିଜ ଜୀବନର କିଛି ଅଂଶରୁ ଥାଏ ଯାହାକି ଲୋକଙ୍କୁ ବିଶ୍ୱାସ ଜନ୍ମାଇଥାଏ ।

ଏବେ କିଛି ସମୟ ପୂର୍ବରୁ ଏକ ମାଙ୍କଡ ର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ମାଙ୍କଡଟିକୁ କିପରି ଜଣେ ବ୍ୟକ୍ତି କିପରି ଏକ ବାଉଁଶ ବାଡିରେ ଆକ୍ରମଣ କରିଛି ତାହା ଏଥିରେ ଦେଖା ଯାଇଛି। ଓ କିଛି ସମୟ ମାଡ ଖାଇଲା ପରେ ସେ ମାଙ୍କଡ ବେହୋସ୍ ହେଇଯାଇଛି । ଏହି ଭିଡିଓ ମଣିଷର ଜୀବ ପ୍ରତି କେତେ କୃରତାଭାବ ତାହା ପ୍ରଦର୍ଶନ ହେଇଛି ।

 

ଆଜି ଆମେ ସେପରି ଏକ ଭାଇରାଲ୍ ଫଟୋ ବିଷୟରେ କହିବାକୁ ଯାଉଛୁ । ଯାହା ଏକ ବୟସ୍କ ମହିଳା ବିଷୟରେ ଅଟେ ।ଆପଣଙ୍କୁ କହିଦେଉଛୁ ଏହି ଫଟୋକୁ ଭାରତୀୟ ଫିଲ୍ମ ର ଅଭିନେତା ଶେଖର କାପୁର ତାଙ୍କ ନିଜ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ତାପରେ ଶେଖର କପୁର କହିଥିଲେ କି ଏହି ମହିଳା ୫୦ ବର୍ଷ ହେଲା ଲୋକଙ୍କୁ ଚାହା ପିଆଉଛନ୍ତି । କିନ୍ତୁ ଆପଣ ବିଶେଷ ଭାବେ ଜଣାଇଦେଉଛୁ କି ଏହି ବୟସ୍କ ମହିଳାଙ୍କ ହାତରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁ ଆସି ପିଇଛନ୍ତି । ଏହି ମହିଳାଙ୍କ ବୟସ ୧୦୦ ବର୍ଷ ହେବ ବୋଲି କୁହାଯାଏ ।

 

ଏହି ମହିଳାଙ୍କ ନାଁ ହରଦି ବାଇ ରେକ୍ ବାର ଅଟେ । ଯିଏକି ଖଜୁରାହୋର ପଶ୍ଚିମ ପାର୍ଶ୍ୱରେ ଥିବା ଏସ୍ ବି ଆଇ ବ୍ୟାଙ୍କ ସାମନାରେ ଏକ ଛୋଟ କୁଡିଆରେ ଚାହା ଦୋକାନ ଦେଇଛନ୍ତି ।ଏହା ପରେ ଶେଖର କପୁର କହିଥିଲେ କି ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ କାହାର ସାହାରା ପାଇନଥିଲେ । କିନ୍ତୁ ଏତେ ବୟସର ହେଲେ ବି ସେ ଏ ପ୍ରର୍ଯ୍ୟନ୍ତ ସ୍ୱାଦିଷ୍ଟ ଚାହା ବନାଉଛନ୍ତି । ସେଥିପାଇଁ ଏହି ମହିଳାଙ୍କ ଚାହା ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି

Leave a Reply

Your email address will not be published. Required fields are marked *