October 19, 2024

Odia Express

Leading Odia News Portal of Odisha

ଏହି ବୃକ୍ଷ ଦୁନିଆର ସବୁଠୁ ଡାନି ଗଛ ଅଟେ, ଲୋକଙ୍କ ପାଈଁ ନୁହେଁ କେଉଁ ବରଦାନରୁ କମ୍ – ସୁନାଠୁ ମଧ୍ୟ ଦାମିକା ଅଟେ ଏହା – କେଉଁଠି ଦେଖିବା ମାତ୍ରେ..

ଗଛ ଲତା ଆମର ସବୁଠାରୁ ବଡ ସଂମ୍ପତ୍ତି ଅଟେ । ଏହି କଥା ବିଷୟରେ ସମସ୍ତେ ଆମେ ଜାଣିଛେ , ଏହା ଆମର ବାତାବରଣକୁ ଆହୁରି ସତେଜ କରିଦିଏ , ଆମେ ଖାଇବା ପାଇଁ ଫଳ ଦେଇଥାଏ , ଏହା ପର୍ଯ୍ୟନ୍ତ ଦୁନିଆଁର ସବୁ ଜିନିଷ କେଉଁ ନା କେଉଁ ଜିନିଷ ପ୍ରକୃତି ସହ ଯୋଡି ହୋଇଛି, ଓ ବଞ୍ଚିବାପାଇଁ ସବୁଠାରୁ ବଡ ଜିନିଷ ହୋଇଥାଏ , ଅକ୍ସିଜେନ୍ ଆମକୁ ଗଛ ଲତାରୁ ପ୍ରାପ୍ତି ହୋଇଥାଏ , ଏହି କଥାରୁ ଆମେ ସବୁ ଅନ୍ଦାଜା ଲଗାଇପାରିବା କି ଗଛ ଲତା ଆମ ଜୀବନର କେତେ ମହତ୍ତ୍ୱ ହୋଇଥାଏ ।ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କୁ ଏହି ଗଛ ବିଷୟରେ କହିବାକୁ ଯାଊଛୁ ତାହା ବହୁତ ଦାମିକା ଅଟେ , ଆମେ ଯେଉଁ ଗଛ ବିଷୟରେ କହିବାକୁ ଯାଊଛୁ ତାହା ସାଧାରଣ ଭାଷାରେ ଲୋହଡି ନାଁରୁ ଜଣାଯାଏ , ବହୁତଥର ଗଛରେ ଦେଖିବାକୁ ମିଳେ କି ଏହା ବିଷୟରେ ପର୍ଯ୍ୟାପ୍ତ ସୁଚନା ହେବା କାରଣରୁ ଏହାକୁ ଅଣଦେଖା କରିଦେଉଥାଉ , କିନ୍ତୁ ଏହି ପୋଷ୍ଟ ପଢିବାପରେ ଆପଣ ଏହି ଗଛର ଦାମ୍ ବିଷୟରେ ଜାଣିବେ ।

 

ଯେପରି ଆପଣ ସମସ୍ତେ ଜାଣିବେ କି ଗଛରେ ବହୁତ ଔଷଧୀୟ ଗୁଣରେ ଭରପୁର ହୋଇଥାଏ , ପ୍ରାଚୀନ କାଳରେ ଲୋକେ ପ୍ରାକୃତିକ ଔଷଧୀ ଉପରେ ବିଶ୍ୱାସ କରୁଥିଲେ , ଓ ବଡ ବଡ ରୋଗଗୁଡିକ ଦୂରେଇବାପାଇଁ ଏହି ସବୁ ଔଷଧୀଗୁଡିକ ବ୍ୟବହାର କରୁଥିଲେ , ବଦଳୁଥିବା ଜମାନାରେ ଚିକିତ୍ସା କ୍ଷେତ୍ରରେ ବି ବଦଳି ଯାଈଥାଏ , ପ୍ରାକୃତିକ ଔଷଧୀର ବ୍ୟବହାର କରିବାରେ ଆଜିର ଜମାନାର ଲୋକେ ବ୍ୟବହାର କରୁଛନ୍ତି , ଓ ପ୍ରାକୃତିକ ଔଷଧୀରୁ ଏହି ଖାସ୍ କଥା ହୋଇଥାଏ କି ଏହାର କୌଣସି ଖାସ୍ ସାଇଡ୍ ଇଫେକ୍ଟ ଦେଖିବାକୁ ମିଳେ ନାହିଁ ।

 

ଆଜି ଆମେ ଯେଉଁ ଗଛ ବିଷୟରେ କୁହାଯାଊଛି କି ସେଥିରୁ କିଛି ଔଷଧୀୟ ଗୁଣ ମିଳିଥାଏ , ଯାହାର ଚିକିତ୍ସା କ୍ଷେତ୍ରରେ କୌଣସି ତୋଡ ନାହିଁ , ଆଜି ଆମେ ଲୋହଡି ଗଛ ବିଷୟରେ ସଂପୂର୍ଣ୍ଣ ସୁଚନା ଦେବୁ , ଏକ ଏପରି ଗଛ ଯାହା ସହଜପୂର୍ବକ ଆମର ଘରର ପାଖାପାଖି ଦେଖିବାକୁ ମିଳିଥାଏ , ଗ୍ରାମୀଣ କ୍ଷେତ୍ରରେ ଏହି ସହଜ ସବୁ ଜାଗାରେ ମିଳିଯାଏ ।

 

ଘାସ ପରି ଦେଖାଯାଊଥିବା ଏହି ଗଛ ଔଷଧୀୟ ଗୁଣରେ ଭରପୁର ହୋଇଥାଏ , ଏହି ଗଛରେ ଭିଟାମିନ୍ସ, ପ୍ରୋଟିନ , କ୍ୟାଲସିୟମ୍ , ଓ ଭିଟାମିନ୍ ର ଏହି ସବୁ ଛଡା ବି ବହୁତ ପ୍ରକାରର ଖଣିଜ ପଦାର୍ଥ ତତ୍ତ୍ୱ ମିଳିଥାଏ , ଏହି ଗଛର ଇମ୍ୟୁନିଟି ବହୁତ ଷ୍ଟ୍ରଙ୍ଗ୍ ହୋଇଥାଏ , ଯାହାର କାରଣରୁ ଏହି ଗଛ ୨୫ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାଏ ।

Leave a Reply

Your email address will not be published. Required fields are marked *