October 20, 2024

Odia Express

Leading Odia News Portal of Odisha

ଯାତ୍ରା ସମୟରେ ଜଣେ ଛାତ୍ରୀର ଦୁଇଟି ଛୁଆର ବାପା ଡ୍ରାଇଭର୍ ସହ ପ୍ରେମ ହେଲା ଓ ତାପରେ ଯାହା ହେଲା କେହି ବି କଳ୍ପନା କରିନଥିଲେ ଏପରି ବି ହୋଇପାରେ

ବିହାରର ଆରାରେ ଦଶ ଦିନ ପୁର୍ବରୁ ଘରୁ ଫେରାର୍ ହୋଇଥିବା ଝିଅ ନବାଦା ଥାନା ପୋଲିସ୍ ଧରି ଥିଲେ , ତାହା ସହ ଛାତ୍ରୀର ପ୍ରେମୀକୁ ବି ଗିରଫ କରିନେଇଥିଲେ । କୁହାଯାଊଛି କି ଛାତ୍ରୀ ସବୁଦିନ କୋଚିଙ୍ଗ୍ କ୍ଲାସ୍ ଯାଉଥିଲେ , ଏହି ସମୟରେ ଡ୍ରାଇଭର୍ ବଳବନ୍ତ ସହ ପ୍ରେମ ହେଲା , ଓ ବିବାହ କରିବାର ଫଇସଲା ନେଲା ।ମିଡିଆ ରିପୋର୍ଟ ଅନୁସାରେ ପିରୋରେ ରହୁଥିବା ଛାତ୍ରୀ ସବୁଦିନ କୋଚିଙ୍ଗ୍ କ୍ଲାସ୍ ପଢିବାକୁ ଯାଉଥିବା ବେଳେ ଯାଉଥିଲେ , ସେହି ସମୟରେ ବସ୍ ଚାଳକ ବଳବନ୍ତ ସହ ପ୍ରେମ ହୋଇଥିଲା , ତାଙ୍କର ପ୍ରେମ ଏତେ ଆଗକୁ ବଢିଯାଈଥିଲା କି ସେ ଘରୁ ଫେରାର୍ ହୋଇ ବିବାହ କରିବାର ଫଇସଲା ନେଲେ , ଓ ପରିଶେଷରେ ୩୦ ମାର୍ଚ୍ଚକୁ ଦୁହେଁ ଘରୁ ଫେରାର୍ ହୋଇଗଲେ , ଘରୁ ବାହାରିଯିବାପରେ ଛାତ୍ରୀର ପରିଜନ ମାନେ ସ୍ଥାନୀୟ ଥାନାରେ ଛାତ୍ରର ନିଖୋଜ ହେବାର ମାମଲା ଦର୍ଜ କରାଇଥିଲେ ।

 

ସେମିତି ଘରୁ ଫେରାର୍ ହୋଇଥିବା ପ୍ରେମୀ ଯୁଗଳ ହାଇଦ୍ରାବାଦ ଚାଲି ଆସିଲେ , ପୂର୍ବରୁ ବିବାହିତ ବସ୍ ଡ୍ରାଇଭର୍ ବଳବନ୍ତ ଏକ ମନ୍ଦିରରେ ଛାତ୍ରୀ ସହ ବିବାହ କରିନେଲେ , କୁହାଯାଉଛି କି ବଳବନ୍ତ ପୂର୍ବରୁ ବିବାହିତ ଥିଲେ ଓ ଦୁଇଟି ଛୁଆଙ୍କର ବାପା ବି ଥିଲେ ।

 

ଏପଟେ ଯେମିତି ହାଇଦ୍ରାବାଦ ଫେରିଲେ ତେବେ ପୋଲିସ୍ ତାଙ୍କୁ ଗିରଫ କରିନେଲେ , କୁହାଯାଉଛି କି ଝିଅର ଘର୍ ଲୋକେ ତାଙ୍କ ବାହାଘର ଅନ୍ୟ କେଉଁଠି ତୟ କରିଦେଇଥିଲେ , ଏହି ସମୟରେ ମାସ ବି ହେବାକୁ ଥିଲା , ପୋଲିସ୍ ଏହି ମାମଲାରେ ଝିଅକୁ ପଚାରା ଉଚରା କରୁଛି ,

Leave a Reply

Your email address will not be published. Required fields are marked *