September 1, 2025

Odia Express

Leading Odia News Portal of Odisha

ଜିଲ୍ଲାପାଳଙ୍କ ଆଦେଶ , ୪୮ ଘଣ୍ଟା ମଧ୍ୟରେ ଜିଲ୍ଲା ଛାଡି ଚାଲି ଯାଆନ୍ତୁ ପାକିସ୍ଥାନୀ ନାଗରିକ ନହେଲେ…

ମ୍ମୁ କାଶ୍ମୀର ପୁଲବାମାରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ବିକନୋର୍ ଜିଲ୍ଲା ଜିଲ୍ଲାପାଳ ବିକନୋରରେ ରହୁଥିବା ପାକିସ୍ଥାନୀ ନାଗରିକଙ୍କୁ ୪୮ ଘଣ୍ଟା ମଧ୍ୟରେ ବିକନୋର୍ ଛାଡିବାକୁ ଆଦେଶ ଦେଇଛନ୍ତି , ଯାହାପରେ ବିକନୋର୍ ରେ ରହୁଥିବା ପାକିସ୍ଥାନୀ ନାଗରିକ ୪୮ ଘଣ୍ଟା ମଧ୍ୟରେ ବିକନୋର୍ ଛାଡିବାକୁ ବାଧ୍ୟ ହେବେ । ସୂଚନା ମୁତାବିକ ପୁଲବାମାରେ ହୋଇଥିବା ଆତଙ୍କି ଆକ୍ରମଣରେ ସାଧାରଣ ଜନତାଙ୍କ ମଧ୍ୟରେ ପାକିସ୍ଥାନ ବିପକ୍ଷରେ ଜନ ଆକ୍ରୋଶ ସୃଷ୍ଟି ହୋଇଛି , ଯାହାକୁ ଦେଖି ଜିଲ୍ଲା ମୁଖ୍ୟ ମାଜିଷ୍ଟେଟ୍ କୁମାରପାଲ ଗୌତମ ଏହି ଆଦେଶ ଜାରି କରିଛନ୍ତି | ବିକନୋର୍ ଜିଲ୍ଲାର ସୀମାରେ ପାକିସ୍ଥାନ ସହ ଲାଗିଛି , ଯେଉଁ କାରଣରୁ ସୀମା ପାଖରେ ଥିବା ସମ୍ବେଦନଶୀଳ ଇଲାକାରେ ଗୁପ୍ତ ଏଜେନ୍ସି ଆଇ ଏସ୍ ଆଇ ଟାର୍ଗେଟ୍ ରେ ରହୁଛି ,

 

ଆଦେଶରେ କୁହାଯାଇଛି କି ବିକନୋର୍ ଜିଲ୍ଲାରେ ରହୁଥିବା ଭାରତୀୟ ନାଗରିକ ପାକିସ୍ଥାନ ନାଗରିକଙ୍କ ସହ ପ୍ରତ୍ୟକ୍ଷ କିମ୍ବା ଅପ୍ରତ୍ୟକ୍ଷ ରୁପରେ ବ୍ୟପାରିକ ସଂବନ୍ଧ ରଖିବେ ନାହିଁ ପାକିସ୍ଥାନୀ ନାଗରିକଙ୍କୁ କେଉଁ ଭଳି ରୋଜଗାର ଦେବେ ନାହିଁ , ପାକିସ୍ଥାନରୁ ପ୍ରାପ୍ତ ହେଉଥିବା ସ୍ପୁଫ୍ କଲ୍ କୁ ଦେଖି କେଉଁ ନାଗରିକ ଦୁରସଂଚାର ମାଧ୍ୟମରେ କେଉଁ ପ୍ରକାରର ସୈନ୍ୟ ସମ୍ବେଦନଶିଳ ସୁଚନା ଅଜଣା ବ୍ୟକ୍ତିଙ୍କ ସହ ଆଦାନ ପ୍ରଦାନ କରିବ ନାହିଁ ବିକନୋର କେଉଁ ବ୍ୟକ୍ତି ପାଖରେ ପାକିସ୍ଥାନର ରେଜିଷ୍ଟର ସିମ୍ ଉପଯୋଗ କରାଯିବ ନାହିଁ ।

 

ସ୍ପୁଫ୍ କଲ୍ ସେ ଫୋନ୍ କଲ୍ ହୋଇଥାଏ , ଯେଉଁଥିରେ ଫୋନ୍ ଉଠାଉଥିବା ବ୍ୟକ୍ତି ଫୋନ୍ କରୁଥିବା ବ୍ୟକ୍ତି ସହ ଅସଲ ନମ୍ବର ବଦଳରେ ଅନ୍ୟ ନମ୍ବର ଦେଖାଇଥାଏ , ଆଦେଶରେ କୁହାଯାଇଛି କି ଯଦି କେଉଁ ପାକିସ୍ଥାନୀ ନାଗରିକ ଏହି ଆଦେଶର ଆପତ୍ତି ଅରେ ତେବେ ସେ ଜିଲ୍ଲା ମାଜିଷ୍ଟେଟ୍ ସମକ୍ଷରେ ଉପସ୍ଥିତ ହୋଇକରି ନିଜ ପ୍ରତିବାଦ ଜଣାଇପାରିବ , ଆଦେଶରେ କୁହାଯାଇଛି କି ଯେଉଁ ପାକିସ୍ଥାନୀ ନାଗରିକ ବିଦେଶୀ ନାଗରିକ ପଞ୍ଜିୟନ ଅଧିକାରି ଏଫ୍ ଆର୍ ଓ ଙ୍କ ପାଖରେ ରେଜିଷ୍ଟ୍ରେସନ୍ ରଖିଛନ୍ତି , ତାଙ୍କ ଉପରେ ଆଦେଶ ଲାଗୁ ହେବ ନାହିଁ , ଜିଲ୍ଲା ମାଜିଷ୍ଟେଟ୍ ଆଦେଶ ତତ୍କାଳ ପ୍ରଭାବ ସୋମବାର ଠାରୁ ଲାଗୁ ହୋଇଯାଇଛି , ଆଦେଶର ଉଲ୍ଲଘନ କରୁଥିବା ବ୍ୟକ୍ତି ଭାରତୀୟ ଦଣ୍ତ ସଂହିତ ଧାରା ୧୮୮ ଅନ୍ତର୍ଗତ ଅଭିଯୋଗ ନିଆଯିବ

Leave a Reply

Your email address will not be published. Required fields are marked *