October 26, 2024

Odia Express

Leading Odia News Portal of Odisha

୧୦୦ ଜଣ ପଥରବାଜ କରୁଥିବା ଲୋକଙ୍କୁ ଘେରି ନେଲା ଗାଡି , ତାହାପରେ ଫୌଜି ଯାହା କଲେ ତାହା କାଶ୍ମୀର କେବେ ଭୁଲିବ ନାହିଁ …

ପୁଲବାମାରେ ଗାଜିର ଏନକାଉଣ୍ଟର୍ ପରେ ପଥରବାଜଙ୍କ ଭିଡ ଭିତରେ ସେନା ମାନେ ଆକ୍ରମଣ କରିବାକୁ ଆସିଲେ , କିନ୍ତୁ ସେନା ତାଙ୍କୁ ଚେତାବନୀ ଦେଇ ଫେରାଇ ଦେଲେ , ଏମିତିରେ ଆମେ ଆପଣଙ୍କୁ ଏକ ପୁରୁଣା ମାମଲା କହୁଛୁ, ଜାମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗରରେ ଏବେ ୧୦୦ ରୁ ଅଧିକା ପଥରବାଜ ଲୋକେ ସିଆର୍ ପିଏଫ୍ ଏକ ଗାଡିକୁ ଘେରେଇ ନେଲେ , ଏହି ଗାଡି ଭିତରେ ସିଆର୍ ପିଏଫ୍ ଏକ ବଡ ଅଧିକାରୀ ବସିଥିଲେ , ପଥରବାଜ ଫୌଜ ଉଗ୍ର ରୂପରେ ଥିଲେ , ସେମାନେ ସେନାର ଗାଡିକୁ ଓଲଟାଇବାକୁ ଚେଷ୍ଟା କରିଥିଲେ

କିଛି ପଥରବାଜି କରୁଥିବା ଲୋକେ ସେହି ଗାଡିର ଆଗ କାଚ ଭାଙ୍ଗିଥିଲେ , ଯେବେ ସେ ଅଧିକାରୀ ସେଠାରେ ତାଙ୍କୁ ବାହାରେ ପକାଇବାକୁ ଚେଷ୍ଟା କଲେ ସେହି ସମୟରେ ଜିପସିରେ ଥିବା ସିଆର୍ ପିଏଫ୍ ଜବାନ ପଥରବାଜଙ୍କ ଠାରୁ ରକ୍ଷା ପାଇବା ପାଇଁ ତାଙ୍କ ଉପରେ ଗାଡି ଚଢାଇଥିଲେ , ଯାହା ଦ୍ୱାରା ଜଣେ ପଥରବାଜଙ୍କ ମୃତ୍ୟୁ ହୋଇଗଲା , ଯେବେ କି ଦ୍ୱିତୀୟ ଜଣ ମେଡିକାଲ୍ ରେ ଭର୍ତ୍ତି ହୋଇଛନ୍ତି , ଏବେ ଦେଶରେ ପଥରବାଜଙ୍କ ଏହି ଘୃନ୍ୟ କାର୍ଯ୍ୟ ପାଇଁ ନିନ୍ଦା କରୁଛନ୍ତି , ଅନ୍ୟ ପଟେ କାଶ୍ମୀରି ନେତା ମାନବିଅଧିକାର କଥା କହି କାନ୍ଦୁଛନ୍ତି ।

ଏହି ଘଟଣା ଶ୍ରୀନଗରର ଜାମା ମସଜିଦ୍ ପାଖରେ ହେଲା , କୁହାଯାଉଛି କି ନୋହଟ୍ଟା ଇଲାକାରେ ସିଆର୍ ପିଏଫ୍ ଏକ ଜିପସିରେ ବରିଷ୍ଠ୍ ଅଧିକାରୀଙ୍କୁ ନେଇ କରି ଯାଉଥିଲେ , ଏହି ଜିପସି ଜାମା ମସଜିଦ୍ ଦେଇ ଯାଉଥିଲେ , ଜୁମା ମସଜିଦ୍ ରେ ନମାଜ ପରେ ବଡ ସଂଖ୍ୟାରେ କାଶ୍ମୀରୀ ଲୋକ ସୁରକ୍ଷାବଳଙ୍କ ବିପକ୍ଷରେ ପ୍ରଦର୍ଶନ କରିଥିଲେ , ତେବେ ଜିପସିକୁ ଦେଖି ଲୋକେ ତାଙ୍କୁ ଘେରିନେଲେ ।

ପ୍ରଥମେ ପଥରବାଜ ମାନେ ବହୁତ ପଥର ମାରିଲେ ତାପରେ ଗାଡିକୁ ପଲଟାଇବାକୁ ଚେଷ୍ଟାକଲେ ଏହି ସମୟରେ ଡ୍ରାଇଭର ଜବାନ ନିଜ ବୁଦ୍ଧି ଖଟାଇ ସେହି ଦୁଇଟି ଲୋକଙ୍କ ଉପରେ ଗାଡି ଚଢାଇ ଦେଲେ , ଓ ସେହି ଅଧିକାରୀଙ୍କୁ ସୁରକ୍ଷିତ ବାହାରକୁ ଆଣିପାରିଲେ ,

ଦୁହେଁ ଆଘାତଙ୍କୁ ଶୋରାର ଶେର୍ କାଶ୍ମୀର ଇନଷ୍ଟିଟ୍ୟୁଡ୍ ଅଫ୍ ମେଡିକାଲ୍ ସାଇନ୍ସ ରେ ଭର୍ତ୍ତି କରାଗଲା , ଯେଉଁଠି କେଶର୍ ଅହମଦ ନାମକ ଜଣେ ଯୁବକର ମୃତ୍ୟୁ ହୋଇଗଲା , ଘଟଣାପରେ କାଶ୍ମୀରୀମାନେ ଆରୋପ ଲଗାଇଲେ କି ସେନାର ବାହାନ ଜାଣିଶୁଣି ଗାଡି ପ୍ରଦର୍ଶନ କରୁଥିବା ସ୍ଥାନରେ ପଶିଯାଈଥିଲା

Leave a Reply

Your email address will not be published. Required fields are marked *