October 26, 2024

Odia Express

Leading Odia News Portal of Odisha

ଧାରା ୩୭୦ ହେଲା କାଶ୍ମୀର ପାଇଁ ମୂଳ ସମାଧାନ – ଏହି ନିୟମ ହଟାଇଲେ ଏହି ପରି ଲାଗିପାରିବ ଆତଙ୍କବାଦୀଙ୍କ ଉପରେ ସମ୍ପୂର୍ଣ୍ଣ ଲଗାମ..ସବୁ ଭାରତୀୟ ପଢିବା ଦରକାର

ଜାମ୍ମୁ କାଶ୍ନୀରରେ ହୋଇଥିବା ଆତଙ୍କୀ ଆକ୍ରମଣରେ ପ୍ରାୟ ୪୦ ଜଣ ସିଆର୍ ପିଏଫ୍ ଜବାନ ସହିଦ ହୋଇଗଲେ , ସେହି ୪୦ ଜଣ ଜବାନଙ୍କ ସାଥେ ସାଥେ ତାଙ୍କ ପରିବାରର ଖୁସି ବି ସରିଯାଇଛି , ଓ ଏବେ ପୁରା ଭାରତ ମଧ୍ୟରେ ଜନ ଆକ୍ରୋଶ ସୃଷ୍ଟି ହୋଇଛି , ସମସ୍ତେ ପାକିସ୍ଥାନ ବିପକ୍ଷରେ ଅଛନ୍ତି , ଓ ତାହା ସହ ଭାରତବାସୀ ସେହି ଲୋକଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି ଯେଉଁମାନେ କାଶ୍ମୀରରେ ରହି ପାକିସ୍ଥାନୀ ମାନଙ୍କ ସହ ସାଥ୍ ଦେଇଛନ୍ତି , ପୁଲବାମାରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଆଉ ଥରେ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଓ ୩୫ ଏ ହଟାଇବାକୁ ଦାବି କରାଯାଇଛି , ଲକ୍ଷାଧିକ ସଂଖ୍ୟାରେ ଲୋକ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ହଟାଇବାର ଦାବି ଅଛି , ଲୋକଙ୍କ କହିବା କଥା କି ଧାରା ୩୭୦ ଓ ୩୫ ଏ କୁ ଶେଷ କରି ତତ୍ କାଳ ଆଇନ୍ ପ୍ରଣୟନ ହେଉ

 

୩୭୦ ଓ ୩୫ ଏ ଧାରା କାଶ୍ମୀରରେ ଅଲଗାଓବାଦ ଭାବନା ବଢାଇବାର କାମ କରୁଛି , ଓ ଏହି ସମୟରେ ଯେବେ କେନ୍ଦ୍ର ସରକାର ଏହାକୁ ଶେଷ କରିବାକୁ ପଡିବ , ଲୋକଙ୍କ କହିବା କଥା କି ଧାରା ୩୭୦ କାରଣରୁ କାଶ୍ମୀରରେ ଏହା ମାନିବାକୁ ଲାଗିଛନ୍ତି କି ତାଙ୍କୁ ବିଶିଷ୍ଟ ଅଧିକାର ମିଳିଛି , ଓ ଭାରତ ଅଲଗା ଅଟେ , ଏହି ମାନସିକତାକୁ ଶେଷ କରିବାକୁ ହେବ , ମୁମ୍ବାଇରେ ବିଜେପି ବିଧାୟକ ପ୍ରଭାତ ଲୋଢା ପିଏମ୍ ଙ୍କୁ ଏକ ଚିଠି ଲେଖିଛନ୍ତି , ଯେଉଁଠି ସେ ଏହି ଧାରା ୩୭୦ ହଟାଇବାକୁ କହିଥିଲେ

ଆପଣଙ୍କୁ କହିଦେବୁ କି ସମ୍ବିଧାନରେ ଧାରା ୩୭୦ ଅନ୍ତର୍ଗତ ଜାମ୍ମୁ କାଶ୍ମୀରକୁ ଏକ ବିଶେଷ ଦର୍ଜା ପ୍ରଦାନ କରୁଛି , ଧାରା ୩୭୦ ଭାରତୀୟ ସଂବିଧାନର ଏକ ବିଶେଷ ଅନୁଚ୍ଛେଦ ଅଟେ , ଯାହା ଜାମ୍ମୁ କାଶ୍ମୀର ଭାରତ ର ଅନ୍ୟ ରାଜ୍ୟ ମୁକାବଲାରେ ବିଶେଷ ଅଧିକାର ଦେଇଥାଏ , ଭାରତୀୟ ସଂବିଧାନରେ ସଂକ୍ରମଣକାଳିନ ଓ ବିଶେଷ ଉପବନ୍ଧ ସଂବନ୍ଧୀ ଭାଗ ୨୧ ଓ ଅନୁଚ୍ଛେଦ ୩୭୦ ରେ ଜବାହାରଲାଲ ନେହେରୁ ବିଶେଷ ହସ୍ତକ୍ଷେପ ତିଆରି କରିଥିଲେ , ଓ ଯେପରି ଆପଣ ଜାଣିଥିବେ କି ୧୯୪୭ ରେ ବିଭାଜନ ପରେ ଯେବେ ଜାମ୍ମୁ କାଶ୍ମୀର ଭାରତୀୟ ସଂଘ ସାମିଲ୍ କରିବାର ପ୍ରକିୟା ଆରମ୍ଭ ହୋଇଥିଲା ।

 

ଏହି ସମୟରେ ପାକିସ୍ଥାନ ସମର୍ଥକ ମାନଙ୍କୁ ସେଠାରେ ଆକ୍ରମଣ କରାଯାଇଥିଲା , ଯାହାପରେ ସେମାନେ ଭାରତରେ ବିଲୟ ହେବାର ଅନୁମତି ଦେଇଥିଲେ , ସେହି ସମୟରେ ଆପତକାଳିନ ସ୍ଥିତିକୁ ଦେଖି କାଶ୍ମୀରର ଭାରତ ବିଲୟ କରିବା ସମ୍ବିଧାନିକ ପ୍ରକିୟା ପୁରା କରିବା ସମୟ ନଥିଲା , ଏଥିପାଇଁ ସଂଘୀୟ ସଂବିଧାନ ସଭାରେ ଗୋପାଳ ସ୍ୱାମୀ ଆୟଙ୍କର ଧାରା ୩୦୬ ଏ ର ପ୍ରାରୁପ ପେଶ୍ କରିଥିଲେ , ଏହାପରେ ଧାରା ୩୭୦ ବନା ହୋଇଥିଲ୍ , ଯାହାର ଅନ୍ତର୍ଗତ ଜାମ୍ମୁ କାଶ୍ମୀର ଦୁଇ ରାଜ୍ୟରୁ ଅଲଗା ଅଧିକାର ମିଳିଲା ।

 

୨) ନଭେମ୍ବର ୧୯୫୬ ରେ ରାଜ୍ୟର ସଂବିଧାନ କାର୍ଯ୍ୟ ପୁରା ହେଲା , ୧୯୫୭ କୁ ରାଜ୍ୟର ବିଶେଷ ସଂବିଧାନ ଲାଗୁ କରିଦିଆଗଲା , ଧାରା ୩୭୦ ର ପ୍ରାବଧାନ ମୁତାବିକ ସଂସଦରେ ଜାମ୍ମୁ କାଶ୍ମୀର ବିଷୟରେ ରକ୍ଷା ,ବିଦେଶ ମାମଲା , ଓ ସଂଚାର ବିଷୟରେ କାନୁନ୍ ବନାଇବାର ଅଧିକାର ଅଛି ,

୩) କେଉଁ ଅଲଗା ବିଷଅୟ୍ରେ ସଂବନ୍ଧିତ ଆଇନ୍ ଲାଗୁକରିବାରେ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ସହମତି ନେବାକୁ ହେବ ,

୪) ଏହି ବିଶେଷ ଦର୍ଜା କାରଣରୁ ଜମ୍ମୁ କାଶ୍ମୀର ରାଜ୍ୟରେ ସଂବିଧାନ ଧାରା ୩୫୬ ଲାଗୁ ହୋଇନଥାଏ , ରାଷ୍ଟ୍ରପତିଙ୍କ ପାଖରେ ରାଜ୍ୟର ସଂବିଧାନ ବରଖାସ୍ତ କରିବାର ଅଧିକାର ନାହିଁ ,

 

୫) ୧୯୭୬ ରେ ସହରି ଭୁମି କାନୁନ୍ ବି ଜାମ୍ମୁ କାଶ୍ମୀରରେ ଲାଗୁ ହୋଇନାହିଁ ,

୬) ଭାରତର ଅନ୍ୟ ରାଜ୍ୟର ଲୋକେ ଜାମ୍ମୁ କାଶ୍ମୀରରେ ଜାଗା କିଣିପାରିବେ ନାହିଁ , ଧାରା ୩୭୦ ର ଦ୍ୱାରା ଭାରତୀୟ ନାଗରିକ ବିଶେଷ ଅଧିକାର ପ୍ରାପ୍ତ ରାଜ୍ୟ ଛଡା ଭାରତର କେଉଁଠି ବି ଭୁମି କିଣିବାର କାର୍ଯ୍ୟ କରିବା ଅଧିକାର ଅଛି ,

 

୭) ଭାରତୀୟ ସଂବିଧାନ ଧାରା ୩୬୦ ମାନେ ଦେଶର ବିତ୍ତିୟ ଆପତକାଳିନ ଲଗାଇବାରେ ପ୍ରାବଧାନ ଜାମ୍ମୁ କାଶ୍ମୀର ଉପରେ ଲାଗୁ ହୁଏ ନାହିଁ ,

୮) ଜାମ୍ମୁ କାଶ୍ମୀରର ଭାରତ ବିଲୟ କରିବା ସେହି ସମୟରେ ବଡ ଦରକାର ଥିଲା , ଏହି କାର୍ଯ୍ୟକୁ ପୁରା କରିବା ପାଇଁ ଜାମ୍ମୁ କାଶ୍ମୀରର ଜନତାକୁ ସେହି ସମୟର ଧାରା ୩୭୦ ଦ୍ୱାରା କିଛି ବିଶେଷ ଅଧିକାର ଦିଆଯାଇଥିଲା , ଏହି କାରଣରୁ ରାଜ୍ୟ ଭାରତର ଅନ୍ୟ ରାଜ୍ୟରୁ ଅଲଗା ଅଟେ

Leave a Reply

Your email address will not be published. Required fields are marked *