October 26, 2024

Odia Express

Leading Odia News Portal of Odisha

ବାହାଘର ଫେରା ପୂର୍ବରୁ ଗୋଟେ ବିଛଣାରେ ଶୋଇଲେ ବର କନ୍ୟା , କାରଣ ଜାଣିଲେ ଗର୍ବରେ ଆପଣଙ୍କ ଛାତି ଫୁଲି ଉଠିବ – ତାଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚୟ ଦରକାର

ଏହି ଦିନ ସବୁ ଜାଗାରେ ବାହାଘର ମାହୋଲ୍ ଅଛି , ଯେଉଁ ଗଳି କିମ୍ବା ମହଲାରେ ଯାଉଛନ୍ତି ସେଠି ବାହାଘର ବରଯାତ୍ରୀ ଦେଖିପାରିବେ । ସବୁ ବ୍ୟକ୍ତିଙ୍କ ଗୋଟେ ସ୍ୱପ୍ନ ଥାଏ କି ତାର ବାହାଘର ବହୁତ ଧୁମ୍ ଧାମରେ ହେଉ ବୋଲି । ଓ ଏହି ସ୍ୱପ୍ନକୁ ପୁରଣ କରିବା ପାଇଁ ସେ କୋଟିଏ ଟଙ୍କା ବି ଖର୍ଚ୍ଚ କରିଦେଇଥାଏ । ବଡ ଆକାରର ବାହାଘର ପାଇଁ ହଲ୍ , ୫୬ ପ୍ରକାରର ଖାଇବା ପାଇଁ ଖାଦ୍ୟ ଓ ମହଙ୍ଗା ଡେକୋରେସନ୍, ଡିଜେ , ସଂମ୍ପର୍କୀୟଙ୍କ ଗିଫ୍ଟ୍ ଆଦି କେତେ ନା କଣ , ଏହି ସବୁ ଜିନିଷ ପାଇଁ ସେ ପାଣି ପରି ପଇସା ଖର୍ଚ୍ଚ କରିଦିଏ । ଆଜି କାଲି ବାହାଘର ବିଶାଳ ମହଲାରେ ହେବାର ଟ୍ରେଣ୍ତ ଚାଲୁଛି ।

ଏଠି କେବଳ ଏକ ମିଛ ଶାନ୍ ଦେଖେଇବା ପାଇଁ ନିଜ ଜୀବନ ସାରା କମେଇଥିବା ପଇସାକୁ ସେମାନେ ଉଡେଇଦେଇଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ନିଜ ଜୀବନରେ ଏହି ସମୟରେ ସମାଜ ପାଇଁ କିଛି କରିବା ଉଚିତ୍ ବୋଲି । ସାଧାରଣତଃ ସେପରି କେହି ଭାବିନଥାନ୍ତି । କିନ୍ତୁ କହନ୍ତି ଦୁନିଆଁରେ ସବୁ ମଣିଷ ଏକା ଭଳି ନୁହନ୍ତି । ଏଠାରେ କିଛି ସଚ୍ଚୋଟ୍ ଲୋକ ବି ଅଛନ୍ତି । ଯେଉଁମାନେ ସମାଜ ବିଷୟରେ ଭାବୁଥାନ୍ତି । ଆଜି ଆମେ ସେପରି ଏକ ଦମ୍ପତିଙ୍କ ବିଷୟରେ କହିବାକୁ ଯାଉଛୁ ସେମାନେ ସମାଜ ପ୍ରତି ଜାଗରୁକ ହୋଇଛନ୍ତି । ଜଣା ଯାଏ ଯେ ମଧ୍ୟପ୍ରଦେଶର ଉଜ୍ଜୈନ ର ଏକ ବାହାଘର ରେ ଜଣେ ବର ବାହାଘର ସମୟରେ ସମାଜ ପାଇଁ କିଛି ନୁଆ କରିବାକୁ ଚାହୁଁଥିଲା । ସେଥିପାଇଁ ସେ ସାତ ଫେରା ନେବା ପୂର୍ବରୁ କନ୍ୟା ସହ ମିଶି କିଛି ଏମିତି କାମ କଲା ସେଠି ଥିବା ଲୋକେ ଆଶ୍ଚର୍ଯ୍ୟ ହେଇଗଲେ ।

 

ଜଣାଯାଏ ଯେ ବର ତାର ସବୁ ରୀତିନୀତି କରି ସାରିବା ପରେ ଯେତେବେଳେ ସାତ ଫେରା କରିବାକୁ ଗଲା ତେବେ ସେହି ସମୟରେ ଡାକ୍ତରଙ୍କ ଏକ ଟିମ୍ ସେଠାରେ ଆସି ପହଞ୍ଚିଲେ । ଏହି ଡାକ୍ତରମାନଙ୍କୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଇଗଲେ ।ତାପରେ ବର ସମସ୍ତଙ୍କୁ ଶାନ୍ତ କରି ନିଜ ଇଚ୍ଛା ପ୍ରକାଶ କଲେ । ବର କହିଲେ କି ସେ ଥେଲିସିମିଆ ରୋଗରେ ପିଡିତ ପିଲାଙ୍କ ପାଇଁ ସେ ରକ୍ତ ଦାନ କରିବାକୁ ଚାହୁଁଛି ।ଏଥିପାଇଁ ଯେଉଁମାନେ ଇଚ୍ଛା ପ୍ରକାଶ କରୁଥାନ୍ତି ସେମାନେ ରକ୍ତ ଦାନ କରିପାରିବେ ।

 

ଏହାପରେ ଶୁଣି ବରଯାତ୍ରୀମାନେ ଆସି କିଛି ୟୁନିଟ୍ ରକ୍ତ ଦାନ କଲେ । ତାପରେ ବର କନ୍ୟା ସହ ମିଶିମଧ୍ୟ ରକ୍ତ ଦାନ କଲେ । ବରର ଏପରି କାର୍ଯ୍ୟ ଦେଖି ସେଠାକୁ ଆସିଥିବା ଅତିଥି ପ୍ରଥମେ ଆଶ୍ଚର୍ଯ୍ୟ ହେଇଯାଇଥିଲେ । ଯେତେବେଳେ ବର ତାର ନିଜର ଇଚ୍ଛା ବିଷୟରେ ସମସ୍ତଙ୍କ ସାମନାରେ କହିଲା ଓ ବିସ୍ତାରରେ ବୁଝାଇଲା । ସମସ୍ତଙ୍କ ମୁହଁରେ ଖୁସିର ହସ ଦେଖା ଦେଇଥିଲା । ତାପରେ କଣ ହେବ ସମସ୍ତ ଉଜ୍ଜୈନ ବାସୀ ବରର ଏପରି ସଚ୍ଚୋଟ କାର୍ଯ୍ୟ ସମାଜ ପାଇଁ ଦେଖି ବହୁତ ଖୁସି ହୋଇଥିଲେ ଓ ଏହି ଖବର ସାରା ମଧ୍ୟ ପ୍ରଦେଶରେ ବ୍ୟାପି ଯାଇଥିଲା

Leave a Reply

Your email address will not be published. Required fields are marked *