October 22, 2024

Odia Express

Leading Odia News Portal of Odisha

ଏହା ହେଲା ଭାରତର ଅସଲି ସ୍ୱର୍ଗ ଯାହାକି ପାକିସ୍ଥାନ ଜବରଜସ୍ତ କବଜା କରି ବସିଛି – ସ୍ୱର୍ଗ ଠୁ ଅଧିକ ସୁନ୍ଦର ଅଟେ ଏହି ଜାଗା – ଏବେ ଦେଖି ନିୟନ୍ତୁ…

ଲଗିଟ ବଲିଟିସ୍ଥାନ ଏବେ ପର୍ଯ୍ୟନ୍ତ ସ୍ୱୟତଶାଳୀ ଇଲାକା ଅଟେ , ମାନାଯାଏ କି ପାକିସ୍ଥାନ ଏହି ଇଲାକାକୁ ଅବୈଧ ଭାବେ ନିଜ କବଜାରେ ନେଇଯାଇଛି , କାଶ୍ମୀର ଭାଗରେ ହେବା କାରଣରୁ ଭାରତର ଏହା ଅଙ୍ଗ ଅଟେ , କିନ୍ତୁ ଏବେ ପାକିସ୍ଥାନ ଏହି ଇଲାକାକୁ ନିଜ ଅକ୍ତିଆର୍ କରିନେଇଛି , ଭାରତ କହୁଛି କି ପାକିସ୍ଥାନ ଏହାକୁ ଜବରଦସ୍ତ ଅଧିକାର କରିନେଇଛି , ତା ପାଖରେ କୌଣସି କାନୁନ୍ ଆଧାର ନାହିଁ , ଭାରତ ପାକିସ୍ଥାନର ତଥାକଥିତ ଗିଲଗିଟ-ବାଲ୍ଟିସ୍ଥାନ ଆଦେଶ ୨୦୧୮ ବିପକ୍ଷରେ ଶକ୍ତ ବିରୋଧ ଜଣାଇଛି , ୧୯୪୭ ରେ ହୋଇଥିବା ବିଲୟର୍ ଆଧାରରେ ଜମ୍ମୁ କାଶ୍ମୀରର ରାଜ୍ୟ ଭାରତର ଅଭିନ୍ନ ଥିଲା , ଗିଲଗିଟ-ବାଲଟିସ୍ଥାନ ଇଲାକା ତା ରାଜ୍ୟରେ ସାମିଲ୍ ଅଛି, ପାକିସ୍ଥାନ ଏହାକୁ ଖାଲି କରିବାକୁ ହେବ , ଏହା ପାକ ଅଧିକୃତ କାଶ୍ମୀର ଭିତରେ ଏକ ସ୍ୱାୟତଶାସୀ କ୍ଷେତ୍ର ଅଟେ , ଏହା ଶୁମାଳୀ ଇଲାକା ନାମରେ ଜଣାଯାଏ , ପାକିସ୍ଥାନର ୟେନ୍ କେନ୍ ପ୍ରକୋରଣ ଏହାର ସ୍ୱୟତ ସ୍ଥିତି ଶେଷ କରିବାକୁ ଚାହୁଁଛି, ଏଥିପାଇଁ ସେ ଗିଲଗିଟ୍ –ବାଲ୍ଟିସ୍ଥାନ ଆଦେଶ ୨୦୧୮ ନାଁ ଆଇନ୍ ନେଇକରି ଆସିଛି , ଯେଉଁ ଥିରେ ପୁରା ଇଲାକା ନିୟନ୍ତ୍ରିତ କରାଯାଇଅଛି ।

ନା କେବଳ ବ୍ରିଟିଶ ସଂସଦ ଏହାକୁ କାଶ୍ମୀରର ଭାଗରେ ମାନୁଛି, ବରଂ ୟୁରୋପିୟ ୟୁନିୟନ୍ ଭି ଏହି କାଶ୍ମୀର ବୋଲି କହିଛି, ବ୍ରିଟେନ୍ ର ସାଂସଦରେ କିଛି ସମୟ ପୂର୍ବରୁ ପ୍ରସ୍ତାବ ପାରିତ କରି ଗିଲଗିଟ-ବାଲଟିସ୍ଥାନ ପାକିସ୍ଥାନ କବଜାରେ କହିଥିଲା , ବ୍ରିଟିଶ୍ ସଂସଦରେ ପାରିତ ପ୍ରସ୍ତାବ କୁହାଯାଇଥିଲା କି ଗିଲଗିଟ-ବାଲଟିସ୍ଥାନର ଜମ୍ମୁ କାଶ୍ମୀରରେଅ ଅଭିନ୍ନ ଭାଗ ଅଟେ । ଯେବେ କି ପାକିସ୍ଥାନ ଏହି କ୍ଷେତ୍ରରେ ବିବାଦିତ କାଶ୍ମୀର କ୍ଷେତ୍ରରୁ ପୃଥକ କ୍ଷେତ୍ର ମାନିଛି, କେବଳ ଏତିକି ନୁହେଁ ପାକିସ୍ଥାନ ୧୯୬୩ ରେ ଏହି ଇଲାକାକୁ ଛୋଟ ଭାଗ ସକସ୍କଗମ ଘାଟି ଚୀନକୁ ଦେଇଥିଲା

 

ପାକିସ୍ଥାନର୧୯୪୭ ରୁ ଗିଲଗିଟ- ବାଲିଟିସ୍ଥାନ ସମେତ ପିଓକେ ଅବୈଧ କବଜା କରିରଖିଛି , ୧୯୪୭ ର ବିଭାଜନରେ ଏହି କ୍ଷେତ୍ର ଜାମ୍ମୁ ଓ କାଶ୍ମୀର ପରି ଭାରତର ଭାଗରେ ଥିଲା , ଓ ନାହିଁ ପାକିସ୍ଥାନର ର ୧୯୩୫ ରେ ବ୍ରିଟେନ୍ ଏହାକୁ ଗିଲଗିଟ୍ ଏଜେନ୍ସିଙ୍କୁ ୬୦ ବର୍ଷ ପାଇଁ ଲିଜ୍ ରେ ଦେଇଥିଲେ , ଅଗଷ୍ଟ ୧୯୪୭ କୁ ରଦ୍ଧ କରି କ୍ଷେତ୍ରକୁ ଜାମ୍ମୁ ଏବଂ କାଶ୍ମୀରର ମହାରାଜା ହରି ସିଂ ଙ୍କୁ ଫେରାଇ ଦେଇଥିଲେ , ମହାରାଜା ହରି ସିଂ ନିଜ ରାଜ୍ୟ ଗିଲଗିଟ ଓ ବାଲଟିସ୍ଥାନ ବଢାଇଥିଲେ , ଏହି ସବୁ ଇଲାକା ଜାମ୍ମୁ କାଶ୍ମୀରର ପରି ଆସିଥାଏ

 

୩୧ ଅକ୍ଟୋବର ୧୯୪୭ କୁ କାଶ୍ମୀରର ମହାରାଜା ହରି ସିଂ ଯେବେ ବିଲୟ ଦସ୍ତାବିଜ ହସ୍ତାକ୍ଷର କରିଥିଲେ , ତେବେ ଏହି ଇଲାକା ଭାରତରୁ ବିଲୟ ହୋଇଗଲା , କିନ୍ତୁ ହରି ସିଂ ଏହି ପଦକ୍ଷେପ ପରେ ଗିଲଗିଟ –ବାଲଟିସ୍ଥାନରେ ସ୍ଥାନୀୟ କମାଣ୍ତର କର୍ଣ୍ଣଲ ମିର୍ଜା ହସନ ଖାନ୍ ଙ୍କୁ ବିଦ୍ରୋହ କରି ଦେଇଥିଲେ , ଦୁଇ ନଭେମ୍ବର ୧୯୪୭ କୁ ଗିଲଗିଟ –ବାଲଟିସ୍ଥାନ ଆଜାଦି ଘୋଷଣା କରିଥିଲେ , ୨୧ ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ରହିଥିଲା , ପାକିସ୍ଥାନର ଏହି କ୍ଷେତ୍ର ଦାଖିଲ୍ ହୋଇଥିଲା , ଏହି କ୍ଷେତ୍ରରେ କବଜା କରିନେଲା ,

 

ଅପ୍ରେଲ୍ ୧୯୪୯ ପର୍ଯ୍ୟନ୍ତ ଗିଲଗିଟ-ବାଲଟିସ୍ଥାନ ପାକିସ୍ଥାନର କବଜା ବାଲା କାଶ୍ମୀରର ଭାଗରେ ରହୁଥିଲା , କିନ୍ତୁ ୨୮ ଅପ୍ରେଲ୍ ୧୯୪୯ କୁ ପାକିସ୍ଥାନର କବଜା କାଶ୍ମୀର ସରକାର ସହ ଏକ ବୁଝାମଣା ହେଲା , ଯାହା ଦ୍ୱାରା ଗିଲଗିଟ ମାମଲାରେ ସିଧାପାକିସ୍ଥାନ ସଂଘୀୟ ସରକାର କୁ ଦେଇଥିଲା , କିନ୍ତୁ ଏହାର ବିରୋଧ ଆରମ୍ଭ ହୋଇଗଲା , ବିରୋଧ କରୁଥିବା ଗିଲଗିଟ-ବାଲଟିସ୍ଥାନର ଲୋକ ହିଁ ଥିଲେ , ଯିଏକି ପାକିସ୍ଥାନର ନିୟନ୍ତ୍ରଣ ମଞ୍ଜୁର ନଥିଲା , ତେବେ ବ୍ରିଟେନ୍ କଞ୍ଜବେଟିଭ୍ ପାର୍ଟିର ସାଂସଦ ବବ୍ ବ୍ଲାକ୍ ମ୍ୟାନ୍ ୨୩ ମାର୍ଚ୍ଚକୁ ବ୍ରିଟିଶ ସଂସଦରେ ପେଶ କରି ପ୍ରସ୍ତାବ କରି କଇଲେ କି ପାକିସ୍ଥାନରେ ଗିଲଗିଟ-ବାଲଟିସ୍ଥାନ ଉପରେ ଅବୈଧ କବଜା କରି ରଖିଛି , ଏହି କ୍ଷେତ୍ର ତାହାର ନୁହେଁ

Leave a Reply

Your email address will not be published. Required fields are marked *