ଦେଶରେ ପୁଣି ଥରେ ହେବ ଫାଶୀର ସଜା – ଅନୁଗୁଳରେ ଏକ ନାବାଳିକା ସହ ଦୁଷ୍କର୍ମ ଓ ହତ୍ୟା କରିଥିବା ନିର୍ଦ୍ଧୟ ଅଭିଯୁକ୍ତଙ୍କୁ ଫାଶୀ ହେବ – ଆପଣ ସହମତି ଥିଲେ ସେୟାର କରିବେ…

ବର୍ତମାନ ସମୟରେ ଏକ ବଡ ଖବର ସାମ୍ନା କୁ ଆସିଛି | ବହୁ ଚର୍ଚ୍ଚିତ କାଙ୍ଗୁଲା ଦୁଷ୍କର୍ମ ଓ ହତ୍ୟା ମାମଲା ରେ ଅଭିଯୁକ୍ତ ଅନାମ ଦେହୁରୀ କୁ ଅନୁଗୁଳ ଏଡ଼ିଜେ କୋର୍ଟ ଫାଶି ଦଣ୍ଡ ରେ ଦଣ୍ଡିତ କଲେ। ଏହି ମାମଲାରେ ଆରୋପୀଙ୍କୁ ଡେଥ୍ ୱାରେଣ୍ଟ ସାଇନ୍ କରାଯାଇଛି , ଖୁବ ଶୀଘ୍ର ତାଙ୍କୁ ଫାଶିର ଦଣ୍ତ ମିଳିବ ।ଓଡ଼ିଶାର ଅନଗୁଳ ଜିଲ୍ଲାର ଅନାମ ଦେହୁରୀ କୁ ଅନୁଗୁଳ ଏଡ଼ିଜେ କୋର୍ଟ ଫାଶି ଦଣ୍ଡ ରେ ଦଣ୍ଡିତ କଲେ।ଯାହାକି ସାରା ଦେଶରେ ବର୍ତମାନ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି | ତେବେ ଏହି ଘଟଣା କୁ ସାରା ଅନଗୁଳ ଓ ଓଡ଼ିଶାବାସୀ ମଧ୍ୟ ଖୁସି ପ୍ରକଟ କରିବା ସହ ଏହା ଦୋଷୀଙ୍କ ପାଇଁ ଉଚିତ ପଦକ୍ଷେପ ବୋଲି କହିଛନ୍ତି
ଜଣାଯାଏ ଯେ ଜାନୁଆରୀ ୨୦ ତାରିଖରେ ଘଟିଥିବା ଏହି ଲୋକ ନାବାଳିକା ଦୁଷ୍କର୍ମ ଓ ପରେ ପଥରରେ ଛେଚି ହତ୍ୟା ଘଟଣାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି । ଲଜ୍ୟା , ଅମାନବୀୟ , ବର୍ବରତାର ଶିକାର ହୋଇଥିବା ନାବାଳିକାଙ୍କ ପାରିବାରକୁ ଆସ୍ୱସ୍ତି ମିଳିଛି ।ଯାହାକି ସାରା ଦେଶର ଲୋକଙ୍କ ପାଇଁ ଏକ ଉଦାହରଣ ହେଇପାରିଛି |ସମସ୍ତେ ଏହି ନିଷ୍ପତି ରେ ଖୁବ ଖୁସି ଥିବା ଜଣା ପଡିଛି |ଏହି ମାମଲାର ଶୁଣାଣି କରି ଅନୁଗୁଳୁ ଅତିରିକ୍ତ ଜିଲା ଦୌରାଜଜ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହି ମାମଲାରେ ୩୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା।
ତେବେ ଭାରତ ସରକାର ଙ୍କ ନୂଆ ଆଇନ ଅନୁଯାୟି ଏହା ଲାଗୁ କର ଯାଉଛି ଓ ସାରା ଦେଶରେ ଏହା ଅନଗୁଳ ରେ ପ୍ରଥମଥର ଲାଗୁ ହେଇଚି ଯାହାକି ଓଡ଼ିଶାର ଲୋକଙ୍କୁ ମଧ୍ୟ ଖୁବ ଖୁସି ଦେଇଛି କାରଣ ପ୍ରକୁତ ଦୋଷୀ କୁ ଏଭଳି ଶାସ୍ତି ପାଇଁ ଅନେକ ଦିନରୁ ଏ ବିଷୟରେ ବହୁତ ଚର୍ଚା ହେଉଥିଲା | ଏଭଳି ପଦକ୍ଷେପ ଫଳରେ ଅନ୍ୟ ଦୋଷୀ ମାନେ ମଧ୍ୟ ଏହି କଥାକୁ ଡରିବେ ନିଶ୍ଚୟ | ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଓ ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଅଭିଯୁକ୍ତକୁ ଧରିବା ଦାବି ଜୋର ଧରିଥିଲା । ପରବର୍ତ୍ତି ସମୟରେ ପୋଲିସ ତାକୁ କଲିକତାରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ବର୍ତମାନ ତାକୁ ଫାଶୀଦଣ୍ଡ ଦିଆଯାଇଛି
ତେବେ ସେହି ଦୁର୍ବୁତ୍ତ ଝିଅସହ ଦୁଷ୍କର୍ମ କରିବାପରେ ହତ୍ୟା କରି ନିକଟସ୍ଥ ନାଳରେ ଫିଙ୍ଗିଦେଇଥିଲା | ଯାହାକି ବହୁତ ହୃଦୟବିଦାରକ ଥିଲା |ତେବେ ଏହି ଘଟଣା କୁ ନେଇ ଆପଣଙ୍କ ମତାମତ କଣ | ପ୍ରକୁତରେ ଏଭଳି ଦୋଷୀ ପାଇଁ ଏହା ଉଚିତ ଦଣ୍ଡ ବିଧାନ ହେଇଚି ବୋଲି ସାରା ଦେଶରେ ଚର୍ଚା ହେଉଥିବା ବେଳେ ଅନୁଗୁଳ କୋର୍ଟ ଙ୍କୁ ଅନେକ ପ୍ରଶଂସା କରିଛନ୍ତି | ଏହି ଦଣ୍ଡ ରେ ଆପଣ ସହମତି ଥିଲେ ସେୟାର କରନ୍ତୁ ଓ ଅନ୍ୟ ଦୋଷୀ ମନକୁ ମଧ୍ୟ ଏହି ସଯ ଦେବା ପାଇଁ ଆମେ ଆଶା କରୁଛି | ନିଶ୍ଚୟ ଏହାକୁ ସେୟାର କରିବେ