October 22, 2024

Odia Express

Leading Odia News Portal of Odisha

ଚୁମ୍ବକର ଏହି ଛୋଟ ଯୋଡ଼ାରେ କରନ୍ତୁ ଏହି ଛୋଟ ଉପାୟ , ମାତ୍ର କିଛି ଦିନରେ ହୋଇଯିବେ ଧନବାନ..

ଏହି ସମୟରେ ଯେଉଁ ବ୍ୟକ୍ତି ଗରିବ ଅଛି ସେ ଗରିବରୁ ହଟିକରି ମଧ୍ୟମବର୍ଗୀୟ ପରିବାରରେ ଆସିବାକୁ ଚାହୁଁଛି, ଯେଉଁ ଲୋକ ମଧ୍ୟମ ବର୍ଗୀୟ ଅଛନ୍ତି ସେମାନେ ଅପର୍ ମିଡିଲ୍ କ୍ଲାସ୍ କୁ ଆସିବାକୁ ଚାହଁନ୍ତି , କିଛି ଲୋକ ନିଜକୁ ଧନୀ କରିବାପାଇଁ ଦିନ ରାତି କଡା ପରିଶ୍ରମ ବି କରନ୍ତି । ଯାହା ଦ୍ୱାରା ସେ ତାଙ୍କ ପରିବାରର ସବୁ ସୁଖ ସୁବିଧା ଦେଇପାରିବେ , ସେଥିପାଇଁ ବ୍ୟକ୍ତି ନିଜ ଠାରୁ ଅଧିକା ଧନୀ ହେବାକୁ ଇଚ୍ଛା ପ୍ରକାଶ କରେ , କାରଣ ଯେ କୌଣସି ବ୍ୟକ୍ତି ନିଜକୁ ଦାରିଦ୍ର ଦେଖିବାକୁ ବିଲକୁଲ୍ ପସନ୍ଦ କରେ ନାହିଁ ।ଯେଉଁ ଲୋକ ଧନୀ ହେବାକୁ ଇଚ୍ଛା କରୁ କିମ୍ବା ଗରିବ ହେବାକୁ ଇଚ୍ଛା କରୁ ତାହା ତାର ଭାଗ୍ୟର ଲିଖନ ଉପରେ ନିର୍ଭର କରେ , ଯଦି ଆପଣଙ୍କ ଜୀବନରେ ଟିକିଏ ବି ଭାଗ୍ୟର ସାଥ୍ ଅଛି ତେବେ ବହୁତ ସହଜରେ ଧନୀ ହୋଇପାରିବେ , ଆପଣ ଧନୀ ହେବାପାଇଁ ବହୁତ ସାରା ଉପାୟ ବିଷୟରେ ଶୁଣିଥିବେ ଓ ଏହି ଉପାୟ ଗୁଡିକ ନିଜର ଜୀବନରେ ଆପଣାଇ ବି ଥିବେ , ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବାକୁ ଯାଉଛୁ , ଯାହା ଆପଣଙ୍କୁ କିଛି ଦିନ ମଧ୍ୟରେ କୋଟିପତି କରିବାରେ ସାହାଯ୍ୟ କରିବ ,

 

ଚୁମ୍ବକ ଦ୍ୱାରା କରିବାକୁ ହେବ ଏହି ଉପାୟ : ଆମେ ଯେଉଁ ଉପାୟ ବିଷୟରେ କହୁଛୁ ତାହା ଆପଣଙ୍କୁ ଚୁମ୍ବକ ଦ୍ୱାରା ହିଁ କରିବାକୁ ହେବ , ଏହା ଆପଣଙ୍କୁ ଜଣା ବି ଥିବ କି ଚୁମ୍ବକ ଏପରି ଏକ ଧାତୁ ଅଟେ , ଯାହା ଲୁହାକୁ ନିଜ ଆଡକୁ ଆକର୍ଷିତ କରିଥାଏ , ଚୁମ୍ବକ ଲୁହା ଛଡା ଚୁମ୍ବକ ନିଜ ଆଡକୁ ବି ଆକର୍ଷିତ କରିଥାଏ , ଏବେ ଆପଣ ଚୁମ୍ବକକୁ ବହୁତ ହାଲକାରେ ନେଇଥିବେ , କିନ୍ତୁ ଏହି ଉପାୟ ଜାଣିବାପରେ ଆପଣଙ୍କ ହୋସ୍ ଉଡିଯିବ , ଏହା ଆପଣଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆଣିପାରେ । ଏହା ଦ୍ୱାରା ଆପଣଙ୍କୁ ଭାରି ଧନ ଲାଭ ହେବାର ଅଛି, ଓ ଆର୍ଥିକ ସ୍ଥିତି ମଜବୁତ୍ କରାଇବାରେ ସହାୟକ ହେବ ।

 

ଚୁମ୍ବକର ଏହି ଉପାୟ କରିବାକୁ ହେଲେ ଆପଣଙ୍କୁ ବେଲଣାକାର ଚୁମ୍ବକର ଆବଶ୍ୟକତା ପଡିପାରେ , କେଉଁ ଅନ୍ୟ ଆକାରର ଚୁମ୍ବକ ଦ୍ୱାରା କିଛି ଫାଇଦା ହେବ ନାହିଁ , ଏହି ପରି ଚୁମ୍ବକକୁ କେଉଁ ଜେନେରାଲ୍ ଷ୍ଟୋର୍ ରୁ କିମ୍ବା ଖେଳନା ଦୋକାନରୁ ଆଣିପାରିବେ , କାରଣ ଏହା ଛୁଆଙ୍କ ଖେଳନାରେ ମିଳିଯାଏ , ତେବେ ଆସନ୍ତୁ ଜାଣିନେବା କିପରି ଏହି ଉପାୟ କୁ କରିବେ ।

 

ଏହି ଉପାୟକୁ କରିବା ପୂର୍ବରୁ ଆପଣଙ୍କୁ ଏକ ବେଲଣାକାର ଚୁମ୍ବକକୁ ଏକ ଗିନାରେ ରଖିଦିଅନ୍ତୁ , ଏବେ ଏହି ଚୁମ୍ବକକୁ ନିଜ ଘର କିମ୍ବା ମନ୍ଦିରରେ କିଛି ସମୟ ରଖିଦିଅନ୍ତୁ , ଏବେ ଏହି ଚୁମ୍ବକ ଉପରେ କ୍ଷୀର , ପାଣି କୁମକୁମ୍ ଓ ମହୁ ଦ୍ୱାରା ସମର୍ପିତ କରନ୍ତୁ , ଟିକିଏ ସମୟ ପରେ ଚୁମ୍ବକକୁ ସଫା ପାଣିରେ ଧୋଇଦିଅନ୍ତୁ , ଏବେ ମାତା ଲକ୍ଷ୍ମୀଙ୍କର ଆରତୀ କରନ୍ତୁ , କିଛି ସମୟ ପୁଜା ହୋଇସାରିଲା ପରେ ଏହି ଚୁମ୍ବକ ଯୋଡାକୁ ନିଜ ଘରର ଆଲମୀରାରେ ରଖିଦିଅନ୍ତୁ , ଏମିତି କରିଲେ ଚୁମ୍ବକ ପଇସା ଆଡକୁ ଆକର୍ଷିତ ହେବାକୁ ଲାଗିବ , ଓ ଘରେ କେବେ ଧନର ଅଭାବ ଦେଖାଦେବ ନାହିଁ , କିନ୍ତୁ କହିଦେବୁ କି ଏହି ଉପାୟ ଆପଣ ଶୁକ୍ରବାର ଦିନ ହିଁ କରନ୍ତୁ , ଆପଣଙ୍କୁ ଅଧିକା ଫାଇଦା ମିଳିପାରିବ ।

Leave a Reply

Your email address will not be published. Required fields are marked *