July 24, 2024

Odia Express

Here, There and Everywhere

ଏହି ୫ ଟି ଗଛର ଜଡରୁ ରାତାରାତି ଆପଣ କୋଟିପତି ହେଇଯିବେ – ଦେଖନ୍ତୁ କିପରି..

ଭାରତରେ ସ୍ଥାନୀୟ ସଂସ୍କୃତିରେ ବହୁତ ଚମତ୍କାରୀତା ଗଛ ବିଷୟରେ ପଢିବା ଓ ଶୁଣିବାକୁ ମିଳିଥାଏ । ଏବେ ଏହି ମାନ୍ୟତାକୁ ନେଇ ଆଧାରିତ ହୋଇଛି , ଏହା ସହ ଭୁଲ୍ ଠିକ୍ ସମ୍ବନ୍ଧରେ ଆମେ ଜାଣିନଥାଉ , କିନ୍ତୁ ପ୍ରସ୍ତୁତ ଅଛି ଏପରି ଜିନିଷ ଯାହା ପାଞ୍ଚଟି ଜଡରୁ ବିଷୟରେ କୁହାଯାଏ , ଓ ଧନ ସମୃଦ୍ଧି ବଢାଇଥାଏ ।

୧) ବହେଡାର ଜଡ : ପୁଷ୍ପ ନକ୍ଷତ୍ରରେ ବହେଡା ବୃକ୍ଷ କିମ୍ବା ଜଡ ତାହାର ପତ୍ର ନେଇକରି ପଇସା ରଖିବା ଲୋକ ଉପରେ ଧ୍ୟାନ ଦେବେ , ଏହାର ପ୍ରୟୋଗରେ ଦାରିଦ୍ରତା ଦୂରିଭୁତ ହୁଏ ।

୨) କଳା ଦୁଦୁରାର ଜଡ : ଏହାର ଜଡ ରବିବାର ,ମଙ୍ଗଳବାର କିମ୍ବା ଅନ୍ୟ କେଉଁ ଶୁଭ ନକ୍ଷତ୍ରରେ ଘରକୁ ଆଣିକରି ରଖିଲେ ତାହାର ଉପର ପବନ ଉପରେ ପ୍ରଭାବ ପକାଇପାରେ ନାହିଁ , ସୁଖ ଚିନ୍ତାମୁକ୍ତ ରହିଥାଏ , ଓ ଧନର ବୃଦ୍ଧି ହୋଇଥାଏ ।

୩) ମଦାରର ଜଡ : ରବି ପୁଷ୍ପ ନକ୍ଷତ୍ରରେ ଅଣାଯାଇଥିବା ମଦାରର ଜଡ ଡାହାଣ ହାତରେ ଧାରଣ କରିଲେ ଆର୍ଥିକ ସମୃଦ୍ଧି ବୃଦ୍ଧି ପାଏ ।

୪) ଶଙ୍ଖପୁଷ୍ପି ଜଡ : ଶଙ୍ଖପୁଷ୍ପି ଜଡ ରବିପୁଷ୍ପ ନକ୍ଷତ୍ରରେ ଆଣିକରି ଏହାକୁ ଚାନ୍ଦୀ ଡବାରେ ରଖିକରି ଆଲମୀରାରେ ରଖିଦିଅନ୍ତୁ , ଓ ଏହା ଧନ ଓ ସମୃଦ୍ଧି ଦାୟକ ଅଟେ ।

୫) ହ୍ୟଥା ଯୋଡି : ହ୍ୟଥା ଯୋଡି ସିଦ୍ଧ କରିବା ପରେ ଏହାର ଜଡକୁ ଲାଲ ରଙ୍ଗର କପଡାରେ ଗୁଡାଇ ଘରର କେଉଁ ସୁରକ୍ଷିତ ସ୍ଥାନରେ କିମ୍ବା ଆଲମୀରାରେ ରଖିଦିଆଯାଏ , ଏଥିରେ ଆୟର ବୃଦ୍ଧି ହୋଇଥାଏ,  ଓ ସବୁ ସଙ୍କଟରୁ ମୁକ୍ତି ମିଳିଥାଏ । କୁହନ୍ତି କି ଏହି ଜଡ ସେହି ଗଛର ହୋଇଥିବା ଦରକାର , ଯାହା ସୁଖିଯାଈଥିବ , ଯାହାର ଉପଯୋଗ କରାଯାଇନଥିବ ।

Leave a Reply

Your email address will not be published. Required fields are marked *