November 2, 2024

Odia Express

Leading Odia News Portal of Odisha

ମଦ ପିଇବା ପରେ ହୋଇଯାଏ ଲିଭରର ଏହିପରି ଅବସ୍ଥା – ଦେଖିକରି ଆଜିଠାରୁ ମଦକୁ ବର୍ଜନ କରିଦିଅନ୍ତୁ ନଚେତ ବହୁତ ପସ୍ତେଇବା ପାଇଁ ପଡିବ

ଆଜି କାଲି ସୋସିଆଲ୍ ମିଡିଆରେ ବହୁତ ଫଟୋ ଭାଇରାଲ୍ ହେଉଛି । ଯେଉଁଠି ଡାକ୍ତର କହୁଛନ୍ତି କି ମଦ ପିଇବା ଦ୍ୱାରା ଲିଭର୍ ଖରାପ ହୋଇଯାଇଥାଏ ଏକ ଆମେରିକୀୟ ଟିଭି ଚାନେଲ୍ ରେ ଡକ୍ଟର୍ ଡୁ ଲାଇଫ୍ ଚେଞ୍ଜର୍ ରେ ଏକ ସୁସ୍ଥ୍ ମଣିଷର ସୁସ୍ଥ ଲିଭରକୁ ଦେଖାଯାଇଛି । ଓ ଏକ ମଦୁଆ ବ୍ୟକ୍ତିର ଲିଭରକୁ ଦେଖାଯାଇଛି । ଯାହାର ମୃତ୍ୟୁ ମଦ ପିଇବା ଦ୍ୱାରା ହୋଇଛି ।ମଦ ପିଇବା ଦ୍ୱାରା ଏହିପରି ହୋଇଯାଏ ଲିଭରର ହାଲତ : ସେ ଭିଡିଓରେ ଦେଖାଯାଇଛି କି ଅଧିକା ମାତ୍ରା ରେ ମଦ ପିଇବା ଦ୍ୱାରା କିତୋସିସ୍ ନାମକ ଏକ ରୋଗ ହୋଇଯାଇଥାଏ । ଯେଉଁଥିରେ ଲିଭର ଖରାପ ହୋଇଯାଇଥାଏ । ଓ ତାର ମୃତ୍ୟୁ ହୋଇଯାଇଥାଏ , ଡାକ୍ତର ପିଂସ୍କି କହିଥିଲେ କି ଲିଭର୍ ଫେଲ୍ ହୋଇଯିବାପରେ ରୋଗୀ ରକ୍ତ ବାନ୍ତି କରିଥାଏ । ଓ ବାନ୍ତି ଏତେ ପରିମାଣର ହୋଇଥାଏ କି ଶରୀରର ବାକି ଅଂଶ କାମ କରିବାକୁ ବନ୍ଦ କରିଦିଏ ।

ସିରୋସିସ୍ ନାମକ ଏହି ରୋଗ ଲିଭର୍ କୁ ବହୁତ କ୍ଷତି ପହଞ୍ଚାଇଥାଏ , ଯେଉଁ କାରଣରୁ ଟକ୍ସିନ୍ , ଯେପରି ପ୍ରୋସେସିଂଗ, ପ୍ରୋଟିନ୍ ଯେପରି ତତ୍ତ୍ୱର ଉତ୍ପାଦନ କରିବା ସାମିଲ୍ ଥାଏ । ଓ ଲିଭର୍ ଖରାପ ହେବା ଦ୍ୱାରା ଏହି ସବୁ କାମ କରିବା ବନ୍ଦ କରିଦେଇଥାଏ । ଆପଣଙ୍କ ମନକୁ ଭଲ ଲାଗୁଥାଇପାରେ କିନ୍ତୁ ଦୁଇ ପ୍ୟାକ୍ ଆପଣଙ୍କ ଲିଭରକୁ ପ୍ରଭାବ ପକେଇଥାଏ । ଏହାପରେ ଧିରେ ଧିରେ ଲିଭର୍ କାମ କରିବା ବନ୍ଦ କରିଦେଇଥାଏ । ଓ ଏହି କାରଣରୁ ଲିଭର ସକାଶେ ବ୍ୟକ୍ତିର ମୃତ୍ୟୁ ହୋଇଥାଏ ।

ଲିଭର୍ ଖରାପ ହେବାର ମୁଖ୍ୟ ଲକ୍ଷଣ : ଲିଭର୍ ଶରୀରର ଏକ ମୁଖ୍ୟ ଅଙ୍ଗ ହୋଇଥାଏ । ଯାହାର ସାହାର୍ଯ୍ୟରେ ଆମେ ଖାଇବା ପିଇବା ହଜମ କରିବା , ଓ ବହୁତ ସାରା ପ୍ରୋଟିନ୍ ଆମ ଶରୀରରେ ଖେଳିଥାଏ । ତେବେ ଆସନ୍ତୁ ଜାଣିବା କଣ ସେହି ଲକ୍ଷଣ ଗୁଡିକ

୧) ମୁହଁରୁ ଗନ୍ଧ ଆସିବା ଦ୍ୱାରା ଲିଭର୍ ଠିକ୍ କାମ ନକରୁଥିବାର ସଙ୍କେତ ଦେଇଥାଏ । ଏହା ଏଥିପାଇଁ ହୋଇଥାଏ କି ମୁହଁରେ ଆମୋନିଆ ଜ୍ୟାବତ ରିସ୍ତା ଅଟେ ।

୨) ଥକି ଯାଇଥିବା ଆଖି ଓ କଳା ଦାଗ ଲିଭର୍ ଖରାପ ହେବାର ସଙ୍କେତ ଦେଇଥାଏ । ଯେଉଁଥିରେ ସ୍କ୍ରିନ୍ କ୍ଷତି ହୋଇଥାଏ । ଓ ସେହିଥିରେ ଥକା ବି ଲାଗିଥାଏ ।

୩) ତ୍ୱଚାରେ ଧଳା ଦାଗ ଦେଖାଦେବା କାରଣ ଯଦି ଆପଣଙ୍କ ତ୍ୱଚାର ରଙ୍ଗ ଉଡିଯାଉଛି । ତେବେ ବୁଝିଯାଆନ୍ତୁ କି ଲିଭର୍ ଖରାପ ହେବାକୁ ଯାଉଛି ।

୪) ଯଦି ଆପଣ ପରିଶ୍ରା ସୋରିଶ ତେଲ ଭଳି ବେଶୀ ହଳିଦିଆ ହେଉଛି କିମ୍ବା ମଳ ବେଶି ହଳଦିଆ ରଙ୍ଗର ସଙ୍କା ହେଉଛି ତେବେ ଲିଭର୍ ରେ କିଛି ଖରାପ ଅଛି

Leave a Reply

Your email address will not be published. Required fields are marked *