January 18, 2025

Odia Express

Leading Odia News Portal of Odisha

ସବୁ ଦିନ ଏହି ପରିବା ର ଜୁସ୍ ପିଇଲେ ଆପଣଙ୍କ ଧଳା ବାଳ ହୋଇଯିବ କଳା , ଆଜି ହିଁ ଜାଣିନିଅନ୍ତୁ ଏହାର ଉପକାରିତା ଓ ବ୍ୟବହାର କରନ୍ତୁ..

ଲାଉ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଦାୟକ ଅଟେ ,ଏହାର ଅଲଗା ନାଁ କାଶୀଫଳ ବୋଲି କୁହାଯାଇଥାଏ , ଏହାର ବ୍ୟବହାର ବହୁତଥର ପରିବାରେ କିମ୍ବା ରାଇତା ବନାଇବାରେ କରାଯାଇଥାଏ , ଆୟୁର୍ବେଦ ସୁଚନା ମୁତାବିକ ଲାଉର ବହୁତ ସାରା ଲାଭକାରୀ ତତ୍ତ୍ୱ ମହଜୁତ ଥାଏ , ଏହାକୁ ଅଧିକା ସଂରକ୍ଷିତ କରି ରଖିବା ଉଚିତ୍ , କାରଣ ଏହାକୁ ଭାଜିଲେ ଏହାର ସବୁ ଦରକାରୀ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ , ଲାଉର ସେବନ ବହୁତ ରୋଗ ପାଇଁ ଉପଦେଶ ଦିଆଯାଇଥାଏ , ଲାଉ ଖାଇଲେ ଏମିତି ଫାଇଦା ହୋଇଥାଏ କି ଆପଣ ବି ଖାଇବାକୁ ଲାଗିବେ ,

 

ସକାଳୁ ଗୋଟେ ଗ୍ଲାସରେ ଲାଉର ଜୁସ୍ ପିଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଫାଇଦାଦାୟକ ହୋଇଥାଏ , ଏହା ଛଡା ବାଳ ପାଇଁ ଏହା ଲାଭ ଦାୟକ ଅଟେ , ଏହା ଧଳା ବାଳକୁ କଳା କରିବାରେ ସାହାଯ୍ୟ କରେ , ଆଜି କାଲି କର୍ମବ୍ୟସ୍ତ ଜୀବନରେ ଚିନ୍ତାରୁ ମୁକ୍ତି ପାଇବା କଷ୍ଟକର ଅଟେ , ତାହା ସହ ଅନିୟମିତତାରେ ଖାଦ୍ୟ ପେୟ ଦେହକୁ ଆହୁରି ଖରାପ କରିଦେଇଥାଏ , ଲାଉରେ ଥିବା ପାଣୀର ମାତ୍ରା ଶରୀରକୁ ସତେଜ ରଖିଥାଏ , ଯାହା ଦ୍ୱାରା ଚିନ୍ତାରୁ ମୁକ୍ତି ମିଳେ , ଏଥିରେ ବହୁତ ସାରା ନ୍ୟୁଟ୍ରିଏଣ୍ଟ୍ସ ଶରୀରକୁ ଶକ୍ତି ଦେଇଥାଏ , ଓ ଚିନ୍ତା ରୁ ମୁକ୍ତି ଦେଇଥାଏ ,

 

କବଜ୍ ପରି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଏହା ବହୁତ ଫାଇଦାଦାୟକ ଅଟେ ,କାରଣ ଏଥିରେ ଥିବା ଫାଇବର୍ ପେଟରେ ଥିବା ସମସ୍ୟାକୁ ଦୁର କରିଥାଏ , ଅଧିକା ଏସିଡିଟି ହେଲେ ଲାଉର ଜୁସ୍ ପିଇଲେ ସମସ୍ୟାରୁ ମୁକ୍ତି ମିଳିଥାଏ , ଲାଉ ଖାଇକରି ଶରୀରକୁ ଥଣ୍ତା ରଖାଯାଇପାରିବ , ଏହା ସହ ଜୁସ୍ ପିଲେ ପରିଶ୍ରା ପୋଡାଜଳା ସମସ୍ୟାରୁ ମୁକ୍ତି ମିଳିପାରିବ , ଏହା ପେଟକୁ ସଫା କରେ , ଓ ଏହା ପ୍ରଦୂଷଣରେ ଚେହେରାରେ ମଇଳାକୁ ଦୂର କରିଦିଏ , ତାହା ସହ ତ୍ୱଚାକୁ ସୁନ୍ଦରତା ପ୍ରଦାନ କରିଥାଏ ।

Leave a Reply

Your email address will not be published. Required fields are marked *