June 28, 2025

Odia Express

Leading Odia News Portal of Odisha

ନିଜର ମାଆ ବାପାଙ୍କ ଠାରୁ ମଧ୍ୟ ଅଧିକ ନିଜର ପତ୍ନୀଙ୍କୁ ପ୍ରେମ କରନ୍ତି ଏହି ଦୁଇ ନାମର ପୁରୁଷମାନେ – ଦେଖନ୍ତୁ କେଉଁ ନାମ ସାମିଲ ଅଛନ୍ତି..

ମନୁଷ୍ୟ ଯେବେ ଏହି ଧରିତ୍ରିରେ ଜନ୍ମ ହୋଇଥାଏ ତ ତାର କାହା ସହ ସମ୍ବନ୍ଧ ନଥାଏ ସେ ଯେତିକି ବଡ ହୁଏ ତାର ସମ୍ବନ୍ଧ ସେତିକି ଯୋଡି ହୋଇଯାଏ । ସେ ଏତେ ଅଧିକ ସେଥିରେ ଜଡିତ ହୋଇଯାଏ ଯେ ସେଥିରୁ ନିଜକୁ ମୁକ୍ତ କରିପାରେ ନାହିଁ। ମାଆ ବାପାଙ୍କର ଯେବେ ତାଙ୍କର ଛୁଆ ଧରିତ୍ରୀରେ ଜନ୍ମ ନିଏ ସେହିଦିନ ଠାରୁ ସେମାନଙ୍କର ସମସ୍ତ ଚିନ୍ତା ନିଜର ଛୁଆ ପାଇଁ ହୋଇଥାଏ କିନ୍ତୁ ଯାହାକି ଆମେ ସମସ୍ତେ ଜାଣନ୍ତି ଆମ ସମାଜରେ ଏକ ବୟସ ଆସିବାପରେ ସମସ୍ତଙ୍କୁ ଏକ ନୂତନ ବନ୍ଧନରେ ବାନ୍ଧି ହେବାକୁ ପଡେ ଓ ନିଜ ଜୀବନସାଥି ସହ ଯୋଡି ହୋଇଯାଏ । ଏହା ଏକ ବୈବାହିକ ବନ୍ଧନ ହୋଇଥାଏ ଯାହାକୁ ନେଇ ପ୍ରତ୍ୟେକଙ୍କ ମନରେ ଅନେକ ପ୍ରକାର ଭାବନା ଆସେ ।

ଏହା ସତ୍ୟ ଯେ ଏହି ବନ୍ଧନରେ ବାନ୍ଧିହେବା ପୂର୍ବରୁ ମନକୁ ଆସେ ଜୀବନସାଥି କିପରି ହୋଇଥିବ । ପତିପତ୍ନୀଙ୍କ ମଧ୍ୟରେ ଏପ୍ରକାର ଧର୍ମ ସମ୍ବନ୍ଧ ଯାହା କର୍ତ୍ତବ୍ୟ ଓ ପବିତ୍ରତା ଉପରେ ଆଧାରିତ ହୋଇଥାଏ । ଏହି ସମ୍ବନ୍ଧର ସୂତ୍ର ଯେତିକି କୋମଳ, ସେତିକି ମଜବୁତ ମଧ୍ୟ। ଜୀବନର ଅସଲ ସାର୍ଥକତା କୁ ଜାଣିବା ନିମନ୍ତେ ଧର୍ମ-ଆଧ୍ୟାତ୍ମ୍ୟର ମାର୍ଗରେ ଦୁଇସାଥୀ, ସହଚରଙ୍କର ପ୍ରତିଜ୍ଞାବଦ୍ଧ ହୋଇ ଆଗକୁ ବଢିବା ହିଁ ଦାମ୍ପତ୍ତ୍ୟ ବା ବୈବାହିକ ଜୀବନର ପ୍ରକୃତ ଲକ୍ଷ୍ୟ ହୋଇଥାଏ । ଏହା ମଧ୍ୟ କୁହାଯାଏ ଯେ ଦୁହିଙ୍କର ଅପୂର୍ଣ୍ଣତା ଯେବେ ପୂର୍ଣ୍ଣତାରେ ବଦଳିଯାଏ ତେବେ ଆଧ୍ୟାତ୍ମ୍ୟ ମାର୍ଗରେ ବଢିବା ସହଜ ଓ ଆନନ୍ଦଦାୟକ ହୋଇଯାଏ ।

ଏବେ ରହିଲା ପ୍ରଶ୍ନ ଏହା ଯେ ଜୀବନସାଥି ବିଷୟରେ ଜାଣିବା ତ ଆଜି ଆମେ ଆପଣଙ୍କୁ ସେହି ନାମର ବ୍ୟକ୍ତି ଙ୍କ ବିଷୟରେ କହିବୁ ଯେଉଁମାନେ ନିଜର ପତ୍ନୀଙ୍କୁ ବହୁତ ପ୍ରେମ କରନ୍ତି । ହଁ ଆଜ୍ଞା ଏତିକି ନୁହେଁ କୁହାଯାଏ ଯେ ଏହି ବ୍ୟକ୍ତିମାନେ ନିଜର ମାଆବାପାଙ୍କ ଠାରୁ ଅଧିକ ନିଜର ପତ୍ନୀଙ୍କୁ ସ୍ନେହ ଓ ସମ୍ମାନ ଦିଅନ୍ତି । ଖୋଲାଖୋଲି କହିବାକୁ ଗଲେ ଏହି କଥା ଶୁଣିବା ପରେ ସବୁ ଝିଅମାନେ ଏହା ଚାହିଁବେ ଯେ ଏପରି ପୁଅ ତାଙ୍କୁ ମିଳନ୍ତୁ ଯିଏ ସାରାଜୀବନ ପ୍ରେମ କରିବେ । ଆସନ୍ତୁ ଜାଣିବା ସେହି ପୁଅମାନେ କିଏ? ଶି ବ୍ୟକ୍ତି ସର୍ବପ୍ରଥମେ ତ ଆପଣଙ୍କୁ ଏହା ଜଣେଇ ଦେଉଛୁ ଏହି ସୂଚନା ଜ୍ୟୋତିଷଶାସ୍ତ୍ର ସହାୟତାରୁ ଦିଆଯାଉଛି । ଏଥିରେ କୁହାଯାଇଛି ଯେ ଏହି ନାମର ବ୍ୟକ୍ତି ନିଜର ପତ୍ନୀଙ୍କୁ ଖୁସିରେ ରଖନ୍ତି ଓ ପୁରା ଜୀବନ ପ୍ରେମ କରନ୍ତି ।

A ନାମଧାରୀ ପୁରୁଷ

ହଁ ଆଜ୍ଞା ଯେଉଁ ବ୍ୟକ୍ତିଙ୍କର ନାମ A ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ପୁରୁଷମାନେ ବହୁତ ବଡ ହୃଦୟବାଲା ହୋଇଥାନ୍ତି ଓ ଏତିକି ନୁହେଁ ଏହାମଧ୍ୟ କୁହାଯାଏ ଯେ ଏମାନେ ନିଜର ପତ୍ନୀଙ୍କୁ ନିଜଠାରୁ ଅଧିକ ଧ୍ୟାନ ରଖନ୍ତି। ତାହାଛଡା ଏହି ନାମର ପୁରୁଷ ନିଜର ପତ୍ନୀଙ୍କ ଉପରେ ନିଜକୁ ସମର୍ପଣ କରିଦିଅନ୍ତି ଓ ବହୁତ ବିଶ୍ଵାସ କରନ୍ତି ।

ଆପଣଙ୍କୁ ଜଣେଇ ଦେଉଛୁ A ନାମର ପୁରୁଷଙ୍କ ପତ୍ନୀ ମଧ୍ୟ ଏହାଙ୍କୁ ସବୁବେଳେ ଭଲ ପାଆନ୍ତି ଓ ଏହି କାରଣରୁ ଏମାନଙ୍କ ବୈବାହିକ ଜୀବନ ବହୁତ ସୁଖଦ ହୋଇଥାଏ । ଏଭଳି ପୁରୁଷ ନିଜର ସମ୍ପର୍କକୁ ନେଇ ସଚ୍ଚୋଟ ଥାନ୍ତି । ଏହାଙ୍କ ମଧ୍ୟରେ ପ୍ରେମ ବହୁତ ଗଭୀର ହୋଇ ଚାଲେ ଓ ତାପରେ ଏହି ପତିପତ୍ନୀ ପରସ୍ପର ବିନା ଗୋଟିଏ ମୂହୁର୍ତ୍ତ ମଧ୍ୟ ରହିପାରନ୍ତି ନାହିଁ । ଏହା ସତ୍ୟ ଯେ ଏହି ଲୋକମାନେ ନିଜର ମାଆବାପା ଙ୍କ ଠାରୁ ଅଧିକ ନିଜର ପତ୍ନୀଙ୍କୁ ପ୍ରେମ କରନ୍ତି ।

D ନାମଧାରୀ ପୁରୁଷ

A ନାମଧାରୀଙ୍କ ଛଡା D ନାମଧାରୀ ପୁରୁଷ ମଧ୍ୟ ନିଜର ପତ୍ନୀଙ୍କ ସମସ୍ତ ଆବଶ୍ୟକତାର ଧ୍ୟାନ ରଖନ୍ତି ଓ ତାଙ୍କୁ ସବୁବେଳେ ସୁଖରେ ରଖିବାର ପ୍ରୟାସ କରନ୍ତି । ଏହାଛଡା ଆପଣଙ୍କୁ ଏହା ମଧ୍ୟ ଜଣେଇଦେଉଛୁ ଯେ ଏମାନେ ନିଜର ପତ୍ନୀଙ୍କୁ ସବୁବେଳେ ଭଲପାଆନ୍ତି ଏଥିପାଇଁ ନିଜର ପତ୍ନୀଙ୍କୁ କୌଣସି ଜିନିଷ ପାଇଁ ମନା କରନ୍ତି ନାହିଁ ।

ଏହାଛଡା ଏହି ନାମଧାରୀ ପୁରୁଷ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି ଏଥିପାଇଁ ନିଜର ପତ୍ନୀଙ୍କର ସମସ୍ତ କଥାରେ ସହଜରେ ମାନିଯାଆନ୍ତି । ଆପଣଙ୍କୁ ଏହା ମଧ୍ୟ ଜଣେଇଦେଉଛୁ ଯେ ଏମାନଙ୍କ ଘରେ ସୁଖସୁବିଧାର ଅଭାବ ନଥାଏ ଯାହାଦ୍ଵାରା ଏମାନଙ୍କ ପତ୍ନୀ ମହଲରେ ରାଣୀ ଭଳି ରୁହନ୍ତି ।

Leave a Reply

Your email address will not be published. Required fields are marked *