June 20, 2025

Odia Express

Leading Odia News Portal of Odisha

ଯଦି ଆପଣଙ୍କ ଗାର୍ଲଫ୍ରେଣ୍ତଙ୍କ ନାଁରୁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ତେବେ ଆପଣ ଟିକିଏ ସତର୍କ ହୋଇଯାଆନ୍ତୁ ନଚେତ..

ଯେଉଁ ଭଳିଭାବେ ଜନ୍ମର ସମୟ ତାହାର ସ୍ଥାନ ଉପରେ ବେଶୀ ପ୍ରଭାବିତ ହୋଇଥାଏ । ସେହି ପ୍ରକାରରେ କେଉଁ ବି ବ୍ୟକ୍ତି ନିଜ ନାଁର ପ୍ରଥମ ଅକ୍ଷରରୁ ତାର ପ୍ରକୃତି ବିଷୟରେ ଜଣାପଡିଯାଏ । ଆଜି ଆମେ କିଛି ଝିଅମାନଙ୍କର ନାଁର ପ୍ରଥମ ଅକ୍ଷର ବିଷୟରେ କହିବୁ ଯାହାଙ୍କ ରାଗ ନିଜ ନାକ ଅଗରେ ଥାଏ , ସେମାନେ ଏତେ ଜଲଦି ରାଗିଯାଆନ୍ତି କି ସେମାନଙ୍କ ଜୀବନ ସାଥୀ ବି ବହୁତ ଥର ଅସୁବିଧାରେ ପଡିଯାଆନ୍ତି , ଯଦି ଆପଣଙ୍କ ଗାର୍ଲଫ୍ରେଣ୍ତଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହେଉଛି ତେବେ ଟିକିଏ ସମ୍ଭାଳିଯାଆନ୍ତୁ ।

B ନାମକ ଝିଅ : ଯେଉଁ ଝିଅମାନଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସଫା ହୃଦୟର ହୋଇଥାନ୍ତି , କିନ୍ତୁ କଥା କଥାରେ ରାଗ ଆସିବା ଏମାନଙ୍କର ସବୁଠାରୁ ବଡ ଅସୁବିଧାର କାରଣ ହୋଇଥାଏ , ଏହି ନାଁର ଝିଅମାନେ ନିଜ ରାଗ ନିଜ ପାର୍ଟନର ଉପରେ ବିନା କିଛି କାରଣରେ ବାହାର କରିଦିଅନ୍ତି , କିନ୍ତୁ କିଛି ସମୟ ପରେ ନର୍ମାଲ୍ ହୋଇଯାଆନ୍ତି ।

H ନାମକ ଝିଅ : ଏହି ଅକ୍ଷରର ନାମକ ଝିଅ ବେଶୀ ମିଶାମିଶି ପସନ୍ଦ କରନ୍ତି , ଏମାନଙ୍କୁ ଘର ପରିବାରରେ ସମସ୍ତଙ୍କ ଧ୍ୟାନ ରଖିବାକୁ ପଡିଥାଏ , ଏମାନଙ୍କ ସବୁଠାରୁ ବଡ ଦୂର୍ବଳତା ଏହା ହୋଇଥାଏ କି ଏମାନଙ୍କୁ ବହୁତ ରାଗ ଆସିଥାଏ , ଏମାନେ ନିଜ ରାଗକୁ ସମ୍ଭାଳିପାରିନଥାନ୍ତି , ଏମାନେ ନିଜ ପାର୍ଟନର୍ ଉପରେ ବି ଏହି ରାଗ ଦେଖାଇଥାନ୍ତି , ଯାହାଦ୍ୱାରା ବହୁତ ଅସୁବିଧାର କାରଣ ହୋଇଥାଏ ।

L ନାମକ ଝିଅ : ଏହି ନାମକ ଝିଅମାନଙ୍କର କିଛି କାମ କରିବା ପସନ୍ଦ ଲାଗେନି ,ଯେଉଁଥିରେ ତାଙ୍କ ଛବି ଖରାପ ହେଉ , ସବୁ କାମରେ ଆଗରେ ରହୁଥିବା ଏହି ଅକ୍ଷର ନାମକ ଝିଅ ଜୀବନରେ ନୁଆ ନୁଆ ଜୀନିଷ ଆପଣାଇବାରେ ସଉକ ରଖନ୍ତି , କିନ୍ତୁ ଏମାନଙ୍କ ରାଗ ନାକ ଆଗରେ ଥାଏ , କିନ୍ତୁ ହୃଦୟରୁ ଏମାନେ ଭଲ ହୋଇଥାନ୍ତି , ଓ ପାର୍ଟନର୍ ସହ ଭଲରେ ରୁହନ୍ତି ।

P ନାମକ ଝିଅ : ଯେଉଁ ଝିଅମାନଙ୍କର ନାଁ ଏହି ଅକ୍ଷରରୁ ହୋଇଥାଏ , ସେମାଣେ ଅଧିକା କହିବା କିମ୍ବା ପୁରା ଶାନ୍ତ ରହିବା ହୋଇପାରନ୍ତି । ଏହି ନାଁର ଝିଅ କମ୍ କଥାବାର୍ତ୍ତା ହେବା , ଓ ନିଜ ଦୁନିଆଁରେ ବଞ୍ଚିବା ଅଧିକା ପସନ୍ଦ କରନ୍ତି , କିନ୍ତୁ ରାଗ ଏମାନଙ୍କ ଉପରେ ଅଧିକା ରହିଥାଏ , କିନ୍ତୁ ସେମାନେ ଅନ୍ୟମାନଙ୍କ ଉପରେ ରାଗ କରିବା ଅପେକ୍ଷା ନିଜ ଉପରେ ତାହା ପ୍ରୟୋଗ କରନ୍ତି , ଯାହାର କାରଣରୁ ସେମାନଙ୍କୁ କ୍ଷତି ସହିବାକୁ ପଡିଥାଏ , ଯଦି ଆପଣଙ୍କ ଗାର୍ଲଫ୍ରେଣ୍ତ ଏହି ନାଁରେ ଅଚନ୍ତି , ତେବେ ସମ୍ଭାଳିଯାଆନ୍ତୁ ।

R ନାମକ ଝିଅ : ଏହି ଅକ୍ଷରର ଝିଅ ବହୁତ ସୁନ୍ଦର ଓ ଅଧିକା ଚାଲାକ୍ ହୋଇଥାନ୍ତି , ଏହି କାରଣରୁ ଏମାନଙ୍କୁ ଲୋକଙ୍କ ଦ୍ୱାରା ଅଧିକା ଆକର୍ଷକ ଲାଗିଥାନ୍ତି , ସେମାନେ ସମାଜରେ ସେମିତି କିଛି କାର୍ଯ୍ୟ କରନ୍ତି କିନ୍ତୁ ରାଗ ଏମାନଙ୍କର ସବୁଠାରୁ ବଡ ଦୂର୍ବଳତା ହୋଇଥାଏ , କିନ୍ତୁ ପ୍ରେମ କରିବାରେ ବହୁତ ମାହିର୍ ହୋଇଥାନ୍ତି , ଏମାନଙ୍କ ଅନ୍ଦାଜ ବହୁତ ପାର୍ଟନର୍ ଙ୍କୁ ଇମ୍ପପ୍ରେସ୍ କରିଥାଏ ।

S ନାମକ ଝିଅ : ଏହି ନାଁର ଝିଅ ବହୁତ୍ ଇମାନଦାର୍ ହୋଇଥାନ୍ତି , କିନ୍ତୁ ଶତ୍ରୁତା ନିଭାଇବାରେ ଏମାନେ ବହୁତ ମାହିର୍ ହୋଇଥାନ୍ତି , ସେମିତି ଏମାନେ କାହା ସହ ଖାଲିରେ ଲଢେଇ କରିବସନ୍ତି ନାହିଁ , କିନ୍ତୁ ଯିଏ ଶତ୍ରୁତା କରିବସେ ତେବେ ସେମାନେ ଏହା ସହ୍ୟ କରିପାରନ୍ତି ନାହିଁ , ଏମାନେ ଦେଖିବାକୁ ବହୁତ ଦୟାଳୁ ସ୍ୱଭାବର ହୋଇଥାନ୍ତି , କିନ୍ତୁ ଯେବେ ରାଗ ଆସେ ସେମାନେ ନିଜ ଅସଲ ରୁପରେ ଆସିଯାଆନ୍ତି । ବହୁତ ଲୋକେ ଏହି ଅକ୍ଷରର ନାଁ ଥିବା ଝିଅଙ୍କର ଠାରୁ ଦୂରେଇ ରୁହନ୍ତି ।

Leave a Reply

Your email address will not be published. Required fields are marked *