November 9, 2024

Odia Express

Leading Odia News Portal of Odisha

ମେଣ୍ଢାକୁ ଶିକାର କରିବାକୁ ଯାଇ ଜଗିବସିଛି ଚିତା ବାଘ ,କଣ ଆପଣ ଏହି ଫଟୋରେ ତାହା ଦେଖିଲେ ? ଚାଲାକି ଥିଲେ କୁହନ୍ତୁ କେଉଁଠି ଅଛି ବାଘ..

ଆଜି ଆମେ ଆପଣଙ୍କ ପାଖକୁ ଏମିତି ଏକ ପହେଲି ନେଇକରି ଆସିଛୁ , ଯାହାକୁ ଆପଣ ବହୁତ ସହଜରେ ସମାଧାନ କରିପାରିବେ , ହଁ ଆଜ୍ଞା ଆପଣ ବହୁତଥର ଜଙ୍ଗଲ ପଶୁମାନଙ୍କର ସହ ଅଲଗା ଜିବଙ୍କ ଶିକାର କରୁଥିବାର ଦେଖିଥିବେ ଓ ଯେଉଁ ଫଟୋ ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ , ସେହି ଫଟୋରେ ଏକ ନୃଶଂସ ଚିତା ଲୁଚି ବସିଛି, ଏହି ଚିତା ଏକ ମେଣ୍ଢାର ଶିକାର ପାଇଁ ବସିଛି , କିନ୍ତୁ ଏହି ଚିତା ଫଟୋରେ ଦେଖାଯାଉନାହିଁ , ଆପଣଙ୍କୁ କେବଳ ସେହି ଚିତାକୁ ଖୋଜିବାର ଅଛି , ଏବେ ଏହା ଆପଣଙ୍କ ଉପରେ ଅଛି କି ଆପଣ ସେହି ଚିତାକୁ ଖୋଜିପାରୁଛନ୍ତି କି ନାହିଁ ।

ସେମିତି ଏହି ଫଟୋ ବିଷୟରେ ଟିକିଏ ସୁଚନା ଦେବାକୁ ଚାହିଁବୁ କି ଏହି ଫଟୋ ଲଦାଖର ଅଟେ , ଯାହାକୁ ଇଂଗେର୍ ନାମରେ ଏକ ଫଟୋଗ୍ରାଫର କ୍ଲିକ୍ କରିଥିଲେ , ଲୁଚି ରହିଥିବା ଚିତା ଓ ତାହାର ଶିକାରୀ ମେଣ୍ଢାର ଫଟୋ ଉଠାଇବାରେ ସେ ବହୁତ ଚେଷ୍ଟା କରିଥିଲେ,  କିନ୍ତୁ ଏହି ଫଟୋକୁ କ୍ଲିକ୍ କରିବା ସମ୍ଭବପର ହୋଇପାରିଲା ନାହିଂମ୍ , କିନ୍ତୁ ମେଣ୍ଢାଙ୍କୁ ଏହି ଫଟୋରେ ନିଶ୍ଚିତ କୈଦ କରିନିଆଯାଇଛି , ଏବେ ସେମିତି ଏହି ଫଟୋରେ ଚିତାକୁ ଖୋଜିବା ବହୁତ ଅଧିକା ମୁସକିଲ୍ ଅଟେ , କିନ୍ତୁ ଏହା ପାଇଁ ଆପଣଙ୍କୁ ଟିକିଏ ବି ନଜର ଘୁମାଇବାକୁ ପଡିବ , ତେବେ ଯାଇ ଆପଣ ସେହି ଚିତାକୁ ଖୋଜିପାରିବେ ,

ସେମିତି ଏହି ନଜରର ଲୁଚିକାଳି ଖେଳକୁ ଆପଣ ସହଜରେ ସମାଧାନ କରିପାରିବେ ବୋଲି ଆଶା, ଏବେ ଏହି ଫଟୋ  ବହୁତ ଭାଇରାଲ୍ ହୋଇଛି , ଆପଣଙ୍କୁ ଖାଲି ଥଣ୍ତା ଦିମାଗ୍ ରେ ଏହାକୁ ଭଲ ଭାବରେ ଦେଖିବାର ଅଛି , ଯଦି ଆପଣ ଏହି ଫଟୋରେ ଦେଖିପାରୁଥିବେ ସେଠି ଏକ ଲାଲ କଲରର ଚିହ୍ନ ଅଛି  ଏହାର ଜବାବ ସେଠି ଲୁଚି ରହିଛି ,

ହଁ ଆଜ୍ଞା ଆପଣଙ୍କୁ ଜଣାଇଦେବୁ କି ଆମେ ଏହାର ଉତ୍ତର ଏହି ଫଟୋ ଜରିଆରେ ଦେଇଛୁ , ଯଦି ଆପଣ ଏହି ଫଟୋକୁ ଦେଖିବେ , ତେବେ ଜଣିପାରିବେ , ଲାଲ ଘେରାରେ ଲୁଚି ରହିଥିବା ସେହି ଜୀବଟି ଚିତା ଅଟେ,  ଯାହା ଶିକାରରଅପେକ୍ଷାରେ ଅଛି , ବହୁତ ଲୋକ ଏହି ଫଟୋକୁ ଦେଖି ତାହାକୁ ଖୋଜିବାରେ ଅସମର୍ଥ ହୋଇଥିଲେ,  କିନ୍ତୁ ତାହା ଚାହିଁବାରେ ବି ହାର୍ ମାନିଯାଇଥିଲେ ।

Leave a Reply

Your email address will not be published. Required fields are marked *