May 20, 2025

Odia Express

Leading Odia News Portal of Odisha

ଏହା ହେଲା ଦୁନିଆଁର ଏମିତି ଘର ଯାହାକୁ ମୁକେଶ ଅମ୍ବାନୀ ଚାହିଁଲେ ବି କିଣିପାରିବେ ନାହିଁ – ଜାଣନ୍ତୁ ଏହାର କାରଣ କଣ..

ଆମେ ସମସ୍ତେ ଏହା ଜାଣିଛେ କି ଦେଶର ସବୁଠାରୁ ଧନୀ ଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ମୁକେଶ ଅମ୍ବାନୀ ଜଣେ , ତାଙ୍କର ରହିବା ଚଳିବା ଶୈଳୀ ଶାହି ଅଟେ।  ଆପଣଙ୍କୁ କହିଦେବୁ କି ତାଙ୍କର ଘରେ ଏମିତି କିଛି ସୁବିଧା ଅଛି ଯାହା ଅନ୍ୟ କାହାଘରେ ଦେଖିବାକୁ ପାଇବେ ନାହିଁ ଆପଣଙ୍କୁ କହିଦେବୁ କି ଅମ୍ବାନୀଙ୍କ ଖର୍ଚ୍ଚ ଅନ୍ଦାଜା ଏତେ ଲଗାଇପାରିବେ କି ତାଙ୍କର ନାଁ ନେଲେ ଲୋକଙ୍କ ମନରେ କେବଳ ପଇସା ଓ ପଇସା ନଜର ଆସିଥାଏ , ଅମ୍ବାନୀଙ୍କ ପାଖରେ ପଇସାର କୌଣସି ଅଭାବ ନାହିଁ , ସେ ଚାହିଁଲେ ସବୁ କିଛି ଜିନିଷ ନିଜ ହାତରେ ରଖିପାରିବେ , କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଦୁନିଆଁର ଏମିତି ଜାଗା ବିଷୟରେ କହିବୁ , ଯେଉଁଠାରେ ନାୟାବ ଘର ଅଛି , ଯାହାର କଳ୍ପନା ଆପଣ କେବେ କରିପାରିବେ ନାହିଁ , ଏହି ଘର କେବଳ ଦେଖିବାକୁ ସୁନ୍ଦର ଲାଗେ ନାହିଁ , ବରଂ ଏହା ଘର ସୁରକ୍ଷିତ ବି ଅଛି , ସେମିତି ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଯେଉଁଘର ଯେତେ ସୁନ୍ଦର ସେତେ ଅଧିକା ଦାମିକା ବି , ଏମାନଙ୍କ ଦାମ୍ ଏତେ କି ଆମର ଦେଶର ସବୁଠାରୁ ଧନୀଶାଳୀ ବ୍ୟକ୍ତି ବି ଏହାକୁ କିଣିପାରିବେ ନାହିଁ ତେବେ ଆସନ୍ତୁ ଜାଣିବା ସେହି ଘର କେଉଁ କେଉଁ ଗୁଡିକ ।

୧) ହବିଟ୍ ହାଉସ୍ : ଆପଣଙ୍କୁ ଜଣେଇଦେବୁ କି ଯଦି ଆପଣ ମହଲରେ ବି ରହୁଥିବେ ତେବେ ଥରେ ଏଠାକୁ ଯିବାପରେ ମହଲର ନାଁ ଭୁଲି ଯିବେ , ଓ ହୋଇପାରେ କି ମନରେ ସେହି ଘର ଯିବାକୁ ନ ଦିଏ , ଏହା ଘର ଛୋଟ ଛୋଟ ପାହାଡ ମଧ୍ୟରେ ଖୋଦାନକରି ବନାଯାଇଛି , ଏଠାରେ ରହୁଥିବା ଲୋକଙ୍କର ଏହା ପ୍ରତିତ ହୋଇଥାଏ କି ସବୁବେଳେ ପ୍ରକୃତିର କୋଳରେ ଅଛନ୍ତି , ଯଦି ଆପଣ ଏହି ଘରେ ରହୁଥିବା ଅନୁଭବ କରିବେ ତେବେ ନର୍ଥ ଆମେରିକାର ଜଙ୍ଗଲରେ ଯିବାକୁ ପଡିବ , କାରଣ ତାହା ସେଠାରେ ଅଛି ।

୨) କ୍ରେଜି କ୍ଲିକ୍ ହାଉସ୍ : ଯଦି ଆପଣଙ୍କୁ ପାହାଡ ଓ ସମୁଦ୍ର ଦୁହେଁ ଏକା ସାଙ୍ଗେ ଦେଖିବାକୁ ମନ ହୁଏ ତେବେ ଏଠାକୁ ଥରେ ଆସିପାରିବେ , ଏହିଠାରେ ଦୁହେଁଙ୍କର କମ୍ପିନେଶନ ଦେଖିବାକୁ ମିଲିବ , ସମୁଦ୍ର ଉପର ପାହାଡ ତଟରେ ଥିବା ଏହି ଘର କେଉଁ ସ୍ୱର୍ଗରୁ କମ୍ ନୁହେଁ , ଆମେରିକାର ଏକ ଧନୀ ବ୍ୟକ୍ତି ଏଠାକୁ ଗ୍ରୀଷ୍ନ ଦିନରେ ଛୁଟି କଟାଇବାକୁ ଆସିନଥିଲେ , ବରଂ ନିଜ ପରିବାରକୁ ଯୁଦ୍ଧ ସମୟରେ ସୁରକ୍ଷିତ ରଖିବାକୁ ବନାଇଥିଲେ , ଏହି ଘରର ଛାତ ଉପରେ ପାରଦର୍ଶୀ ସୁଇମିଙ୍ଗ୍ ପୁଲ୍ ଅଛି ଯାହାର କାରଣରୁ ଏହା ଦେଖିବାକୁ ମନୋଲୋଭା ଲାଗୁଛି ,

୩) ଇଲା ଡେ ଆଇଲ୍ୟାଣ୍ତ : ଏହା ସହ ଆପଣଙ୍କୁ କହିଦେବୁ କି ଏମିତି ଏକ ଘର ଯାହା ଶିକାର କରୁଥିବା ସଉକିନ୍ ଲୋକଙ୍କ ପାଇଁ ଅଟେ , କହିଦେବୁ କି ଏହି ଘର ଏକ ଟାପୁରେ ନିର୍ମିତ ହୋଇଛି , ଏହା ସେଠାରେ ଏକ ମାତ୍ର ଘର ଅଟେ , ଯାହା ଶିକାରୀଙ୍କ ପାଇଁ ତିଆରି ହୋଇଛି,  କାରଣ ସେଠାରେ ଅନ୍ଧାର ହେବାପୁର୍ବରୁ ରହିବା ପାଇଁ ସୁରକ୍ଷିତ ଜାଗା ଦରକାର , ଏହା ଆଜି ବି ଦୁନିଆଁର ସବୁଠାରୁ ସୁରକ୍ଷିତ ଘର ବୋଲି ଜଣାଯାଏ , ଓ ଏଠାରେ ଶିକାରୀଙ୍କର ଏକ ପରିବାର ରହିଥାଏ ,

୪) ଗ୍ରିକ୍ ଆଇଲ୍ୟାଣ୍ତ ହାଉସ୍ : ଏହି ଘରର ଯିବାପରେ ଆପଣଙ୍କୁ ଏକେଲା ଓ ଶାନ୍ତ ଅନୁଭବ ହେବ , ସେମିତି ଯେଉଁ ଲୋକ ଏକେଲା ରହିବାକୁ ପସନ୍ଦ କରୁଛନ୍ତି ସେମାନେ ଏଠାକୁ ଆସିବା ଠିକ୍ ହେବ , ଖାସକରି ଯେଉଁ ବ୍ୟକ୍ତିଙ୍କ ପାଇଁ ଶାନ୍ତ ମାହୋଲ୍ ଦରକାର ସେ ଏଠାକୁ ନିଶ୍ଚିତ ଆସନ୍ତୁ , ଏହି ଘରର ଛାତ ଉପରେ ଏକ ବଡ ସ୍ୱିମିଙ୍ଗ୍ ପୁଲ୍ ତିଆରି ହୋଇଛି , ଓ ଏହା ତଳେ ଏକ ବଡ ପଥର ଲୁଚି ରହିଛି ,

ସେମିତି ଘର ମୁକେଶ ଅମ୍ବାନୀଙ୍କ ଘରଠୁ ବହୁତ୍ କମ୍ ମହଙ୍ଗା ଅଟେ , କିନ୍ତୁ ଏହାର ସୁନ୍ଦରତା ତା ଠାରୁ ବହୁତ ଗୁଣାରେ ଅଧିକା,  କହିଦେବୁ କି ଦୁନିଆଁର ଏହି ଦୁର୍ଲଭ ଘରକିଣା ଯାଇପାରିବ ନାହିଁ , ବରଂ ଏଠାକୁ ଆପଣ ବୁଲିବାକୁ ଆସିପାରିବେ , ଓ ଘର ଭଡା

Leave a Reply

Your email address will not be published. Required fields are marked *