November 2, 2024

Odia Express

Leading Odia News Portal of Odisha

ଜୟା ରେଖାଙ୍କୁ ଡିନର୍ ରେ ଡକାଇ କହିଥିଲେ କିଛି ଏପରି କଥା ଯାହା ପରେ ସବୁଦିନ ପାଇଁ ଅମିତାଭ ବଚ୍ଚନ ତାଙ୍କ ଜୀବନରୁ ଦୂର ହୋଇଗଲେ – ଦେଖନ୍ତୁ କଣ ଥିଲା ସେହି କଥା…

ସଦୀର ମହାନାୟକ ନିଜ ପ୍ରତିଭା ଓ ଅଭିନୟ ଦ୍ୱାରା ଏହି ଦୁହେଁଙ୍କର ଆଫେୟାର୍ ଚର୍ଚ୍ଚା ନିଜ ଜମାନାରେ ପ୍ରସିଦ୍ଧି ହୋଇଥିଲେ , ଯେଉଁଠି ଦେଖିବେ ଏହି ଦୁହେଁଙ୍କର ଲଭ୍ ଷ୍ଟୋରୀ ଚର୍ଚ୍ଚା ଥିଲା , ଆଜି ଅଭିନେତ୍ରୀ ଓ ସାଂସଦ ଜୟା ବଚ୍ଚନ ୭୦ ବର୍ଷୀୟ ହୋଇସାରିଲେଣି , ତାଙ୍କର ଜନ୍ମ ୯ ଅପ୍ରେଲ୍ ୧୯୪୮ କୁ ହୋଇଥିଲା ଯାହାକି ଜବଲପୁର୍ ରେ ହୋଇଥିଲା , ବହୁତ ଫିଲ୍ମରେ କାମ କରିଥିବା ଜୟା ଆଜି ଫିଲ୍ମରୁ ଦୂରେଇଯାଇଛନ୍ତି , କିନ୍ତୁ ଗୋଟେ ସମୟ ଥିଲା ଯେବେ ପୁରା ଲଗନର ସହ ଫିଲ୍ମରେ କାମ କରୁଥିଲେ , ଜୟା , ଅମିତାଭ, ରେଖାଙ୍କ ମଧ୍ୟରେ ତ୍ରିକୋଣୀୟ ପ୍ରେମ ସଂମ୍ପର୍କ ଥିଲା , ଆଜି ଆମେ କଥା ହେବା ଜୟା,ରେଖା, ଓ ଅମିତାଭ ବଚ୍ଚନଙ୍କ ସଂମ୍ପର୍କ ବିଷୟରେ , କଥା ସେବେ କାର ଯେବେ ରେଖା ଓ ଅମିତାଭଙ୍କ ସଂମ୍ପର୍କ ବି ଟାଉନ୍ ରେ ଚର୍ଚ୍ଚିତ ହେଉଥିଲା , ଜୟା ରେଖାଙ୍କୁ କିଛି କହିକରି ଡିନର୍ ରେ ଇନଭାଇଟ୍ କଲେ କିନ୍ତୁ ଜୟାଙ୍କ ଦ୍ୱାରା ରେଖାଙ୍କୁ ଦିଆଯାଈଥିବା ଡିନର୍ ସବୁ କିଛି ବଦଳାଇଦେଲା ।

୧୯୭୭ ର ସେହି ସମୟ ଥିଲା ରେଖାଙ୍କ ମଥାରେ ସିନ୍ଦୁର ଲଗାଇବା ଓ ମା ହେବାର ଖବରରୁ ନେଇକରି ମିଡିଆ ଚର୍ଚ୍ଚାର ବିଷୟ ହୋଇଥିଲା , ଅମିତ୍ ଙ୍କ ସହ ସଂମ୍ପର୍କ ସବୁଆଡେ ଚର୍ଚ୍ଚା ହୋଇଥିଲା,  ଓ ଅମିତାଭଙ୍କ ସହ ଆଫେୟାର୍ ଖବର ବେଶ୍ ଚର୍ଚ୍ଚିତ ହୋଇଥିଲା , ସେପଟେ ଜୟା ଏକ ଭଲ ପତ୍ନୀ ହେବାର ଭୁମିକା ନିଭାଉଥିଲେ , ଓ ନିଜ ଫ୍ୟାମିଲି ଓ ଛୁଆଙ୍କ ସହ ବ୍ୟସ୍ତ ରହୁଥିଲେ,  ଓ ଏହି ପରି ଖବରକୁ ଧ୍ୟାନ ଦେଉନଥିଲେ କିନ୍ତୁ ଦିନେ ଏମିତି କିଛି ହେଲା ଅମିତାଭ ସୁଟିଙ୍ଗ୍ କରିବାକୁ ମୁମ୍ବାଇରୁ ବାହାରକୁ ଯାଈଥିଲେ,  ତେବେ ଜୟାଙ୍କୁ ଏକ ମଉକା ମିଳିଲା , ରେଖାଙ୍କୁ କଥାବାର୍ତ୍ତା ହେବାର , ଜୟା ମଉକା ଦେଖିକରି ରେଖାଙ୍କୁ ଡିନରରେ ଇନଭାଇଟ୍ କଲେ ।

ଜୟା ରେଖାଙ୍କୁ ଡିନର୍ ରେ ଡକାଇବା ପାଈଁ ଫୋନ୍ କଲେ , ଜୟାଙ୍କ ଫୋନ୍ ରିସିଭ୍ କରୁଥିବା ସମୟରେ ରେଖା ଟିକିଏ ଇଚ୍ଛା ପ୍ରକାଶ କରୁନଥିଲେ , କିନ୍ତୁ ରେଖାଙ୍କ ଫୋନ୍ ରିସିଭ୍ କଲେ , ଫୋନ୍ ରିସିଭ୍ କରୁଥିବା ସମୟରେ ଭାବୁଥିଲେ କି ସେ ତାଙ୍କ ଉପରେ ନାରାଜ୍ ଅଛନ୍ତି କି କିଛି ଭୁଲ୍ କଥା କହିଦେବେ , କିନ୍ତୁ ଏମିତି କିଛି ହେଲା ନାହିଁ , ସେ ରେଖାଙ୍କୁ ଡିନର୍ ପାଇଁ ଘରକୁ ଡକାଇଲେ , ଜୟାଙ୍କ ଆମନ୍ତ୍ରଣରେ ରେଖା ଭାବିଲେ କି ଜୟା ତାଙ୍କୁ ଡିନର୍ ନାଁରେ ବେଇଜ୍ଜତ ନ କରନ୍ତୁ ।

ଏହି ସବୁ ଭାବିକରି ରେଖା ଜୟାଙ୍କ ଡିନର୍ ପାଇଁ ତାଙ୍କ ଘରେ ପହଞ୍ଚିଲେ , ଜୟା ରେଖାଙ୍କୁ ବହୁତ ସମ୍ମାନ ସହ ସ୍ୱାଗତ କଲେ , ଓ ବହୁତ ସାରା କଥା କହିଲେ , କଥା ମଧ୍ୟରେ ଅମିତାଭଙ୍କ କଥା କିଛି ହେଲା ନାହିଁ , ଡିନର୍ କରିବାପରେ ଜୟା ରେଖାଙ୍କୁ ନିଜର ଘର ଦେଖାଇଲେ , ଯେବେ ରେଖା ଫେରିବାକୁ ବାହାରିଲେ ତେବେ ବାହାର ପର୍ଯ୍ୟନ୍ତ ଜୟା ଆସିଥିଲେ,  ଏହା ସେହି ସମୟ ଥିଲା ଯାହା ସବୁ କିଛି ବଦଳାଇଦେଲା , ଜୟା କବାଟ ପାଖରେ ଠିଆ ହୋଇ ବହୁତ ଆରାମରେ କହିଲେ ଯାହା ବି ହେଇଯାଊ ମୁଁ ଅମିତ୍ ଙ୍କୁ ଛାଡିବି ନାହିଁ , ଏହା ଶୁଣିକରି ରେଖା ଚକିତ ହୋଇଗଲେ, ଓ ସେହି ସମୟରେ କିଛି ବି କହିପାରିଲେ ନାହିଁ ।

ଜୟା ରେଖାଙ୍କ ସହ ଡୀନର୍ କରିବା ଖବର ମିଡିଆରେ ଚର୍ଚ୍ଚାର ବିଷୟ ହେଲା , ଓ ଏମିତି ଖବର ମିଡିଆ ଖବରକାଗଜରେ ପ୍ରଥମ ଲାଇନ୍ ରେ ଛପା ହୁଏ , ଏହି ସମୟରେ ଜୟା ନାହିଁ ହିଁ ରେଖାଙ୍କୁ କିଛି କହିଲେ , ଓ ଦୁହେଁଙ୍କ ବିରୁଦ୍ଧରେ କିଛି କହିଲେ , ଏମିତି ଖବର ଅମିତାଭ ବଚ୍ଚନଙ୍କୁ କିପରି ଜଣାପଡୀଥାନ୍ତା , ଅମିତାଭଙ୍କୁ ଏହି ବିଷୟରେ ଜଣାପଡିଲା , ଏହାପରେ ସେ ରେଖାଙ୍କ ଠାରୁ ଦୁରେଇ ଗଲେ , କାରଣ ତାଙ୍କୁ ଜଣାପଡିଯାଈଥିଲା କି ଜୟା ତାଙ୍କର ଓ ରେଖାଙ୍କ ମଧ୍ୟରେ ଥିବା ସଂମ୍ପର୍କ ବିଷୟରେ ଜାଣିସାରିଛନ୍ତି । ସେ ଚାହୁଁନଥିଲେ କି ଏହି ସଂମ୍ପର୍କ ବିଷୟରେ ତାଙ୍କର ଘର ବର୍ବାଦ ହେଉ , ଓ ସେ ରେଖାଙ୍କୁ ସବୁଦିନ ପାଇଁ ଦୁରତା ରଖିନେଲେ , ରେଖା ଏହି କଥାକୁ ଭଲ ଭାବରେ ବୁଝିଗଲେ, ଓ ଏବେ ତାଙ୍କର ସଂମ୍ପର୍କର କିଛି ନାଁ ନାହିଁ , ଓ ସେ ଅମିତ୍ ଜି ଙ୍କ ଜୀବନରୁ ସବୁଦିନ ପାଇଁ ଚାଲି ଗଲେ ।

Leave a Reply

Your email address will not be published. Required fields are marked *