November 2, 2024

Odia Express

Leading Odia News Portal of Odisha

ବହୁତ ପାଠ ପଢିଥିବା ଡାକ୍ତର କଣ ପାଇଁ ଖରାପ ହ୍ୟାଣ୍ତରାଇଟିଙ୍ଗ୍ ରେ ଲେଖିଥାନ୍ତି , ସମସ୍ତେ ଏ ବିଷୟରେ ଜାଣିବା ଦରକାର…

ଯେବେ ଆପଣ ଡାକ୍ତରଙ୍କ ପରଚି ଦେଖିଥିବେ ତେବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ କି ପ୍ରାୟ ସବୁ ଡାକ୍ତରଙ୍କ ଏତେ ଖରାପ ହ୍ୟାଣ୍ତରାଇଟିଙ୍ଗ୍ କଣ ପାଇଁ ହୋଇଥାଏ , ଆପଣ ବହୁତଥର ଡାକ୍ତରଙ୍କ ହ୍ୟାଣ୍ତରାଇଟିଙ୍ଗ୍ ବିଷୟରେ ଜାଣିବାକୁ ଚେଷ୍ଟା କରିଥିବେ , ଆପଣ ଡାକ୍ତର ବହୁତ ପ୍ରକାରର ମିଳିଥିବେ କିନ୍ତୁ ଆପଣ ଧ୍ୟାନ୍ ଦେଇଥିବେ କି ଡାକ୍ତର ବହୁତ ଜଲଦି ମେଡିସିନ୍ ନାଁ ଲେଖିଦିଅନ୍ତି , କିନ୍ତୁ ଏହି ମେଡିସିନ୍ ର ନାଁ ଆମକୁ ବିଲକୁଲ୍ ଜଣାନଥାଏ , ଆମେ ସମସ୍ତେ ଜାଣିଛନ୍ତି ଡାକ୍ତରର ହ୍ୟାଣ୍ତ ରାଇଟିଙ୍ଗ୍ ସମସ୍ତଙ୍କର ଅଲଗା ହୋଇଥାଏ , କିନ୍ତୁ ଏହାର ପଛରେ ଏକ କାରଣ ହୋଇଥାଏ , ସବୁ ଡାକ୍ତର ଖରାପ ହ୍ୟାଣ୍ତରାଇଟିଙ୍ଗ୍ କଣ ପାଇଁ ଲେଖା ହୋଇଥାଏ , ଆଜି ଆମେ ଆପଣଙ୍କୁ ଏହାର ପଛରେ କାରଣ କହିବାକୁ ଯାଉଛୁ ।

ଆପଣଙ୍କୁ କହିଦେବୁ କି ଡାକ୍ତରଙ୍କ ଏହି ଖରାପ ହ୍ୟାଣ୍ତରାଇଟିଙ୍ଗ୍ ଲେଖିବା ପଛରେ କିଛି କାରଣ ହୋଇନଥାଏ , ସବୁ ଡାକ୍ତର ନିଜ ଇଚ୍ଛାନୁସାରେ ହ୍ୟାଣ୍ତରାଇଟିଙ୍ଗ୍ ମେଡିସିନ୍ ନାଁ ଲେଖିଦେଇଥାନ୍ତି , ଏଠାରେ ପ୍ରଶ୍ନ ଉଠିଥାଏ କି କିଛି ଡାକ୍ତର ଥିବେ ଯେଉଁ ମାନେ ସଫା ହ୍ୟାଣ୍ତରାଇଟିଙ୍ଗ୍ ଲେଖୁଥିବେ , ଏବେ ପର୍ଯ୍ୟନ୍ତ ଆପଣ ଯେତେ ବି ଡାକ୍ତର ଦେଖିଥିବେ ଆପଣ ନିଜେ ନୋଟିସ୍ କରିଥିବେ କି ସବୁ ହ୍ୟାଣ୍ତରାଇଟିଙ୍ଗ୍ ଅଜବ ହୋଇଥାଏ ।ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ତିଆ ମାନେ ଏମ୍ ସିଆଇ ଦ୍ୱାରା ସବୁ ଡାକ୍ତରଙ୍କ ଗାଇଡ୍ ଲାଇନ୍ ଯାଇଥାଏ , ନିଜ ପ୍ରିସ୍କ୍ରିସନ୍ ରେ ସବୁ ଅକ୍ଷର କ୍ୟାପିଟାଲ୍ ରେ ଲେଖିବା ପଡିବ , ଏମିତିରେ କିଛି ଅକ୍ଷର କ୍ୟାପିଟାଲ୍ ରେ ଲେଖିକରି ବାକି ଅକ୍ଷରଗୁଡିକ ଏପରି ଗେଜେରାଇ ଲେଖିଥାନ୍ତି କି କିଛି ବୁଝାପଡିନଥାନ୍ତି ,

ଯେବେ ଏହି ଖରାପ ହ୍ୟାଣ୍ତ ରାଇଟିଙ୍ଗ୍ ବିଷୟରେ ଜଣେ ଡାକ୍ତରଙ୍କୁ ପଚାରା ଯାଇଥିଲା,  ଡାକ୍ତର ଙ୍କୁ ଡାକ୍ତର ହେବାରେ ବହୁତ ପରିଶ୍ରମ କରିବାକୁ ପଡିଥାଏ , ସେ କମ୍ ସମୟରେ ବଡ ପରୀକ୍ଷା କମ୍ପଲିଟ୍ କରିଥାନ୍ତି , ଏହି କାରଣରୁ ସମୟ ବଞ୍ଚାଇବାପାଇଁ ସବୁବେଳେ ସ୍ପିଡ୍ ରେ ଲେଖିଥାନ୍ତି , ଯାହାର କାରଣରୁ ତାଙ୍କର ହ୍ୟାଣ୍ତରାଇଟିଙ୍ଗ୍ ଏତେ ଖରାପ ହୋଇଥାଏ । ଏବେ ଲୋକଙ୍କୁ ବୁଝାପଡେ ନାହିଁ କି କଣ ପାଇଁ ସେମାନେ ଏତେ ଗେଜେରେଇ ଲେଖିଥାନ୍ତି ।

ଏବେ ଆପଣ ଭାବୁଥିବେ କି ଏତେ ଖରାପ ହ୍ୟାଣ୍ତରାଇଟିଙ୍ଗ୍ ହେବା ସତ୍ତ୍ୱେ ସେମାନେ କେମିଷ୍ଟ ମାନେ ମେଡିସିନ୍ ଦୋକାନୀଙ୍କୁ ଡାକ୍ତରଙ୍କ ପ୍ରେସ୍କିସନ୍ କିପରି ବୁଝିପାରନ୍ତି , ଏହା ପଛରେ ଏକ ସିମ୍ପଲ୍ କାରଣ ଅଛି କି ସେମାନେ ମେଡିସିନ୍ ନାଁ ଲେଖିବା ପୁର୍ବରୁ ଯେଉଁ କ୍ୟାପିଟାଲ୍ ଲେଟର୍ ଲେଖିଥାନ୍ତି ସେମାନେ ଜାଣିପାରନ୍ତି । କିନ୍ତୁ ଆମର ଅଧିକାର ହୋଇଥାଏ କି ଆମେ ଡାକ୍ତରଙ୍କୁ କହିକରି ଭଲ ହ୍ୟାଣ୍ତରାଇଟିଙ୍ଗ୍ ରେ ପ୍ରିସ୍କିସନ୍ ରେ ଲେଖିବାପାଇଁ ।

Leave a Reply

Your email address will not be published. Required fields are marked *