January 18, 2025

Odia Express

Leading Odia News Portal of Odisha

ଝିଅ ପାଇବା ଚକ୍କରରେ ଜିଦ୍ଦ କରିବସିଲେ ଦମ୍ପତି, ଲଗାତାର ହେଲେ ୧୩ ଟି ପୁଅ ତାପରେ ସତ୍ତ୍ୱେ ବି ଅଟକିଲେ ନାହିଁ ଆଉ ତାପରେ ଯାହା ହେଲା..

ଝିଅ କେଉଁ ମାମଲାରେ ପୁଅଙ୍କ ଠାରୁ କମ୍ ନୁହନ୍ତି , ଆଜିର ଜମାନା ପୁଅ ଓ ଝିଅଙ୍କର ବରାବରିର ଅଟେ,  ଦୁର୍ଭାଗ୍ୟରୁ ଆଜି ଏମିତି କିଛି ଲୋକ ଅଛନ୍ତି , ଯିଏ ଘରରେ ଝିଅଙ୍କୁ ଅଧିକା ପୁଅମାନଙ୍କୁ ଅଧିକା ପସନ୍ଦ କରନ୍ତି , ଝିଅ ହେବା ଏତେ ଖୁସି ହୁଏ ନାହିଁ ଯେତେ ପୁଅ ହେବା ପରେ ହୋଇଥାଏ , ଆପଣ ବହୁତ ଦମ୍ପତି ଦେଖିଥିବେ ଯିଏ ଏକ ପୁଅର ଚକ୍କରରେ ବହୁତ ସାରା ଝିଅ ଜନ୍ମ କରିଦିଅନ୍ତି , ମାନେ ତାଙ୍କୁ ଯେତେ ପର୍ଯ୍ୟନ୍ତ ପୁଅ ଜନ୍ମ ହୁଏ ନାହିଁ , ସେ ନିଜ ଛୁଆ ଜନ୍ମ କରିବାର ପ୍ଲାନିଙ୍ଗ୍ ବନ୍ଦ କରିନଥାନ୍ତି , ଏହି ଚକ୍କରରେ ଯଦି ଝିଅ ଜନ୍ମ ହୋଇଯାଏ , ତେବେ ତାଙ୍କ ଫ୍ୟାମିଲି ବହୁତ ବଡ ହୋଇଯାଏ , ଆଜି ଆମେ ଆପଣଙ୍କୁ କିଛି ଏମିତି ଦମ୍ପତିଙ୍କ ସହ ଦେଖା କରାଇବୁ , ଯିଏ ନିଜ ଭାବନାରୁ ବିଲକୁଲ୍ ଅଲଗା ଅଟନ୍ତି , ଏହି ଦମ୍ପତିଙ୍କୁ ଝିଅପାଇବାର ମୋହ ଏପରି ଲାଗିଛି , ଯାହା ଜନ୍ମ କରିବାର ଅପେକ୍ଷାରେ ୧୩ ଟି ପୁଅ ଜନ୍ମ ଦେଇସାରିଛନ୍ତି  ଏତିକି ନୁହେଁ ଏହି ଲୋକ ତେବେ ପର୍ଯ୍ୟନ୍ତ ଅଟକୁନାହାନ୍ତି ଯେବେ ପର୍ଯ୍ୟନ୍ତ ତାଙ୍କ ଘରେ ଗୋଟେ ଝିଅ ଜନ୍ମ ନ ନେଇଛି ।

ଏହି ପରି ଭାବନା ରଖିଥିବା ବ୍ରାଜିଲ୍ ର କୋନସେଇ ଆଓ ଡେ କୋଟ୍  ରେ ରହୁଛନ୍ତି , ୪୦ ବର୍ଷୀୟ ସ୍ୱାମୀ ଇରନେଉ ଏକ ଚାଷୀ ଅଟନ୍ତି , ଯେବେ କି ସ୍ତ୍ରୀ ଜୁସିକ୍ଲେଡ୍ ସିଲଭା ଏକ ଗୃହୀଣୀ ଅଟନ୍ତି , ଏହି ଦମ୍ପତିଙ୍କ ୧୩ ଟି ପୁଅ ଅଛନ୍ତି , ଏମାନଙ୍କର ସବୁଠାରୁ ବଡ ପୁଅର ବୟସ ୧୮ ବର୍ଷ ଅଟେ,  ଯେବେ କି ଛୋଟ ଛୁଆର ବୟସ ୧ ମାସର ଅଟେ,   ଏହି କପଲ୍ ଏହା ଫଇସଲା ନେଇଛନ୍ତି କି ଯେବେ ଏହି ଦମ୍ପତି ଛୁଆ ଜନ୍ମ କରୁଥିବେ ଯେଉଁଯାଏଁ ତାଙ୍କର ଘରେ ଝିଅ ଜନ୍ମ ନ ହୋଇଛି , ଏହି ଦମ୍ପତିଙ୍କ ଆଶା ଅଛି କି ତାଙ୍କର ୧୩ ତମ ଲକି ନମ୍ବର ଅଟେ,  ଏଥିପାଇଁ ସେ ଆଗାମୀ ଛୁଆ ଏକ ଝିଅ ରୁପେ ପାଇପାରିବେ ।

ଏହି ଦମ୍ପତିଙ୍କ ମଧ୍ୟରେ ଆଉ ଏକ ମଜାଦାର୍ କଥା ତୟ ହୋଇଥିଲା,  ମତଲବ ଯଦି ପୁଅର ଜନ୍ମ ହୋଇଥାଏ , ତେବେ ସ୍ୱାମୀ ତାଙ୍କର ନାଁ ରଖିବେ , ଯେବେ କି ଝିଅ ଜନ୍ମ ହେଲେ ତାଙ୍କ ସ୍ତ୍ରୀ ତାଙ୍କ ନାଁ ରଖିବେ , ଦୁର୍ଭାଗ୍ୟରୁ ସ୍ତ୍ରୀଙ୍କର ଝିଅ ନହେବା କାରଣରୁ ଏବେ ପର୍ଯ୍ୟନ୍ତ ନିଜ ଛୁଆର ନାଁ କରଣ କରିବାର ସୌଭାଗ୍ୟ ମିଳିନାହିଁ , ପପୁଲେସନ୍ ଏକ୍ସପର୍ଟ ଙ୍କ କହିବା କଥା କି ଗୋଟେ ପରେ ଗୋଟେ ଲଗାତାର ୧୩ ଟି ପୁଅ ହେବାପରେ ୮୦୦୦ ଲୋକଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଚାନ୍ସ ହୋଇଥାଏ,  ଏବେ ଦୁର୍ଭାଗ୍ୟରୁ ଗୋଟେ ବ୍ୟକ୍ତି ଦମ୍ପତି ଅଛି ଏମାନେ , ଯାହାଙ୍କର ଝିଅର ଇଚ୍ଛା ଅଛି,  ସାଧାରଣତଃ ୧୩ ଟି ଛୁଆରୁ ବହୁତ ଝିଅ ଜନ୍ମ ହୋଇଯାଆନ୍ତି , ଏହି କପଲ୍ ଏହା ଭାବିନେଇଛନ୍ତି କି ତାଙ୍କୁ ଝିଅ ହିଁ ଦରକାର , ସେମିତି ତାଙ୍କ ପରିବାର ଯେତେ ବି ବଡ ହୋଇଯାଉ ସେଥିରେ ଚିନ୍ତା ନାହିଁ ।

ସ୍ୱାମୀଙ୍କର ଗୋଟିଏ ସ୍ୱପ୍ନ ଅଛି କି ସବୁ ପୁଅଙ୍କୁ ଏକ ଫୁଟବଲ୍ ପ୍ଲେୟାର୍ ବନାଇବେ , ସେ ସବୁ ପୁଅଙ୍କର ନାଁ R ନାଁରୁ ନାମିତ କରିଛନ୍ତି , ଏହି ଦମ୍ପତି ଏତେ ଧନୀକ ନୁହନ୍ତି , କେବେ କେବେ ତାଙ୍କ ଛୁଆଙ୍କୁ ପୋଷିବାରେ ବି ଅସୁବିଧା ହୋଇଥାଏ , ସ୍ତ୍ରୀଙ୍କର କହିବା କଥ କି ଆମେ ସମସ୍ତେ ଘରେ ବସି ମିଶିକରି ବାଣ୍ଟୀକରି ଖାଉ , ଯଦି ଘର୍ ଗୋଟେ ବ୍ରେଡ୍ ଅଛି ତେବେ ଏହା ଖଣ୍ତ ହୋଇଥେ , ଓ ପରିବାରରେ ବରାବର ଭାଗ ପଡିଥାଏ,  ଓ ସମସ୍ତଙ୍କୁ ସମାନ ଭାବରେ ମିଳେ , ସାଧାରଣତଃ ଆମ ମାନଙ୍କ ମଧ୍ୟରୁ କିଏ ବି ଭୋକିଲା ଶୁଏ ନାହିଁ , କେଉଁ ଭଳି ହେଉ ଖାଇବାର ଯୋଗାଡ ହୋଇଯାଏ ।

ଏହି ଦମ୍ପତି ଆମକୁ ଶିକ୍ଷା ନେବା ଉଚିତ୍ , ଗୋଟେ ଝିଅପାଇଁ ସେମାନେ ୧୩ ଟି ପୁଅ ଜନ୍ମ କରିପାରିଲେ , ସେମିତି ଭାରତରେ କିଛି ଲୋକ ଝିଅ ଜନ୍ମ କରିଲେ ଉଦାଶ ହୋଇଯାଆନ୍ତି ।

Leave a Reply

Your email address will not be published. Required fields are marked *