March 15, 2025

Odia Express

Leading Odia News Portal of Odisha

ହାର୍ଦ୍ଧିକ୍ ପାଣ୍ତିଆ ଫିଟନେସ୍ ଟେଷ୍ଟରେ ହେଲେ ଫେଲ୍ , ନ୍ୟୁଜିଲ୍ୟାଣ୍ତ ଗ୍ରସ୍ତରୁ ବାହାର ହେଲେ – ଏହି ବଡ ଖେଳାଳୀ ନେବେ ହାର୍ଦ୍ଧିକ୍ ପାଣ୍ତିଆଙ୍କ ଜାଗା…

ଭାରତୀୟ କ୍ରିକେଟ୍ ଟିମ୍ ଜାନୁୟାରୀର ଶେଷରେ ୬ ସପ୍ତାହ ପାଇଁ ନ୍ୟୁଜିଲ୍ୟାଣ୍ତ ଗ୍ରସ୍ଥରେ ଯିବାର ଅଛି , ନ୍ୟୁଜିଲ୍ୟାଣ୍ତ ଗ୍ରସ୍ତରେ ପ୍ରଥମ ଟିମ୍ ଇଣ୍ତିଆକୁ ବଡ ଝଟକା ହାର୍ଦ୍ଧିକ ପାଣ୍ତିଆ ରୁପରେ ଲାଗିଛି , ଅସଲରେ ହାର୍ଦ୍ଧିକ୍ ମୁମ୍ବାଇରେ ହୋଇଥିବା ଅନିର୍ବାର୍ଯ୍ୟ ଫିଟ୍ ନେସ୍ ଟେଷ୍ଟ ପାସ୍ କରିବାପାଇଁ ଅସଫଳ୍ ହେଲେ , ଏବେ ଖବର ଆସୁଛି କି ହାର୍ଦ୍ଧିକଙ୍କ ଜାଗାରେ ଭାରତୀୟ ଟିମ୍ ସହ ଅଲରାଉଣ୍ତର ବିଜୟ ଶଙ୍କର ଟିମ୍ ରେ ସାମିଲ୍ କରାଯାଈପାରିବ ।ଭାରତୀୟ ଟିମ୍ ର ଅଲରାଉଣ୍ତର ଖେଳାଳୀ ହାର୍ଦ୍ଧିକ ପାଣ୍ତିଆ ଶେଷଥର ସାଉଥ୍ ଆଫ୍ରିକା ବିପକ୍ଷରେ ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିଲେ,  ଏହାପରେ ଲଣ୍ତନରେ ତାଙ୍କର ସର୍ଜରୀ ହେଲା , ଏହାପରେ ହାର୍ଦ୍ଧିକ ବିନା ଘରୋଇ କ୍ରିକେଟ୍ ଖେଳି ଟିମ୍ ମ୍ୟାନେଜମେଣ୍ଟ ନ୍ୟୁଜିଲ୍ୟାଣ୍ତ ଗ୍ରସ୍ତ ପାଇଁ ଇଣ୍ତିଆ ଟିମ୍ ରେ ସାମିଲ୍ କରିଦେଲା । କିନ୍ତୁ ଏବେ ମୁମ୍ବାଇରେ ହୋଇଥିବା ଅନିର୍ବାର୍ଯ୍ୟ ଫିଟନେସ୍ ଟେଷ୍ଟରେ ହାର୍ଦ୍ଧିକ୍ ଫେଲ୍ ହୋଇଗଲେ , ଯାହାକୁ ନେଇ ଇଣ୍ତିଆ ସହ ନ୍ୟୁଜିଲାଣ୍ତ ଗ୍ରସ୍ତରୁ ତାଙ୍କୁ ବାଦ ଦେଇଥିଲେ,

ଆପଣଙ୍କୁ କହିଦେବୁ କି ହାର୍ଦ୍ଧିକ ବହୁତ ଦିନରୁ ଅଣ୍ଟାରେ ପ୍ରବଳ ପୀଡା ଯୋଗୁଁ ଟିମ୍ ରୁ ବାହାରେ ଥିଲେ ବିଶ୍ୱକପ୍ ସମୟରେ ଖେଳାଳୀଙ୍କୁ କଷ୍ଟନଜର ଆସିଥିଲା,  ଏହାପରେ ଟିମ୍ ମ୍ୟାନେଜମେଣ୍ଟ ଖେଳାଳୀ ଙ୍କୁ ବ୍ରେକ୍ ଦିଆଗଲା , ଏବେ ହାର୍ଦ୍ଧିକ୍ ଙ୍କ ଫିଟନେସ୍ ଟିମ୍ ଇଣ୍ତିଆ ପାଇଁ ବଡ ସମସ୍ୟା ହୋଇସାରିଛି । ହାର୍ଦ୍ଧିକ ପାଣ୍ତିଆ ଫିଟନେସ୍ ଟେଷ୍ଟରେ ଫେଲ୍ ହେବାପରେ ତାମିଲନାଡୁର ଅଧିନାୟକ ବିଜୟଶଙ୍କରଙ୍କୁ ଭାରତୀୟ ଟିମ୍ ରେ ସାମିଲ୍ କରାଯାଇଛି , ବିଜୟ ଶଙ୍କରଙ୍କୁ ବିଶ୍ୱକପ୍ ରେ ଆଙ୍ଗୁଠିର ଇଞ୍ଜୁରୀ ପାଇଁ ଭାରତକୁ ଫେରିବାକୁ ପଡିଲା , ଖେଳାଳୀ ଫିଟ୍ ହୋଇକରି ନିଜ ଘରୋଇ ଟିମ୍ ସହ ଲଗାତାର ଖେଳିଥିଲେ ,

ଭାରତ ଏ ସହ ଯୋଡୀହୋଇ ବିଜୟ ଶଙ୍କର ନ୍ୟୁଜିଲ୍ୟାଣ୍ତ ଗ୍ରସ୍ତରେ ଯିବେ ,ୱାର୍ମ ଅଫ୍ ଗେମ୍ସ , ତିନୋଟି ଲିଷ୍ଟରେ ଏ ଗେମ୍ସ ଓ ଦୁଇ ଚାରି ଦିବସୀୟ ଟେଷ୍ଟ୍ ଖେଳିବେ , ଇଣ୍ତିଆ ଏ ଟୀମ୍ ୨୨,୨୫, ଓ ୨୬ ଜାନୁୟାରୀକୁ ନ୍ୟୁଜିଲାଣ୍ତ ଏ ଟିମ୍ ସହ ତିନୋଟି ୱାନ୍ ଡେ ସିରିଜ୍ ଖେଳିବ , ଏହି ୱାନ୍ ଡେ ସିରିଜ୍ ପରେ ୩୦ ଜାନୁୟାରୀକୁ ଏ ଓ ନ୍ୟୁଜିଲାଣ୍ତ ଏ ମଧ୍ୟରେ ଦୁଇଟି ମ୍ୟାଚ୍ସର ଅନାଧିକାରିକ ଟେଷ୍ଟ ସିରିଜ୍ ଖେଳାଯିବ ।

Leave a Reply

Your email address will not be published. Required fields are marked *