ମଜାଦାର୍ ଜୋକ୍ସ – ସ୍ତ୍ରୀ ନିଜ ସ୍ୱାମୀକୁ କହିଲା ଶୁଣ କାଲି ରାତିରେ ଗୋଟେ ଚୋର ଆସିଥିଲା ଓ ସେ ମୋତେ ଚୁମା ଦେଇ ଚାଲିଗଲା…
ଆଜିର ସମୟରେ ସମସ୍ତେ ନିଜ କାମରେ ଏତେ ବ୍ୟସ୍ତ ହୋଇଗଲେଣି କି ସେ ଜୀବନ କିପରି ବଞ୍ଚିବା ଭୁଲି ଗଲେଣି । ଯେଉଁଠି ଗୋଟେ ପଟେ ଛୁଆଙ୍କ ପାଠ ପଢାରେ ଲୋକେ ବ୍ୟସ୍ତ ରୁହନ୍ତି , ସେମିତି ଅନ୍ୟ ପଟେ ଲୋକେ କାମ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି , ଯେଉଂମାନେ ଘରୋଇ ମହିଳା ହୋଇଥାନ୍ତି ସେମାନେ ନିଜ ଘର କାମରେ କିମ୍ବା ଅନ୍ୟ ଚିନ୍ତାରେ ବୁଡିରୁହନ୍ତି , ଏମିତିରେ ସମସ୍ତଙ୍କ ଜୀବନରେ ପ୍ରେସର୍ କାରଣରୁ ଚିନ୍ତା ଆସିଯାଏ । ଏହି ଟେନସନ୍ ରୁ ଲୋକେ ଉଦାଦ ରହିଥାନ୍ତି , ଓ ବହୁତ ଲୋକ ଡିପ୍ରେସନ୍ କୁ ଚାଲିଯାଆନ୍ତି , ଏମିତି ସ୍ଥିତିଏ ସେମାନେ ନିଜ ମୁଡ୍ ଫ୍ରେସ୍ କରିବାକୁ ହସିବାକୁ ପଡିଥାଏ ଯାହାକି ଜରୁରୀ ହୋଇଥାଏ । ଯଦି ଜୀବନରେ ହସଖୁସି କରୁଥିବେ ତେବେ ଜୀବନ ଅତି ସରଳ ହୋଇଯିବ , ତେବେ ଆସନ୍ତୁ କିଛି ମଜାଦାର୍ ଜୋକ୍ସ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ , ଜାଣିନେବା ।
ମଜାଦାର୍ ଜୋକ୍ସ : –
ଟିଚର୍ – କହ ଏବେ ୪ ଆଉ ୪ କେତେ ହୋଇଥାଏ ? ପପୁ : ୮ ହୋଇଥାଏ , ଟିଚର୍ ୧୦ ହୋଇଥାଏ ନିର୍ବୋଧ , ପପୁ କହିଲା ମୁଁ ଦିଲଦାର୍ ଘରୁ ଆସିଛି । ୨ ମୁଁ ମୋର ନିଜ ପାଇଁ ରଖିନେଇଛି ।
ମଦୁଆ : ଯଦି ମୋର ହାତରେ ସରକାର ଥାନ୍ତା ତେବେ ମୁଁ ଦେଶର ଭାଗ୍ୟ ବଦଳାଇଦେଇଥାନ୍ତି , ମଦୁଆର ସ୍ତ୍ରୀ : ଆରେ ପ୍ରଥମେ ନିଜ ପାଇଜାମା ବଦଳାଇଦିଅ ସକାଳୁ ମୋର ସାଲୱାର୍ ପିନ୍ଧିକରି ବୁଲୁଛ ।
ଏକ ଛୋଟ ଛୁଆ ନିଜ ମାକୁ ଖରାପ ଭାବେ ପିଟିବାପରେ ନିଜ ବାପାକୁ କହିଲା ଆପଣ କେବେ ପାକିସ୍ଥାନ ଯାଇଛ ? ବାପା : ନା ପୁଅ ! ପୁଅ : କେବେ ଆଫଗାନିସ୍ଥାନ ଯାଇଛ ? ବାପା କହିଲେ : ନା ପୁଅ ପୁଅ : ତେବେ ଏହି ଆତଙ୍କବାଦୀ କେଉଁଠୁ ଆଣିଲ ?
ସ୍ୱାମୀ : ଆଜି ଖାଈବା ଶାଶୁ ମା ବନାଇଛନ୍ତି କି ? ସ୍ତ୍ରୀ : ଆରେ ବାଃ କିପରି ଜାଣିପାରିଲ ? ସ୍ୱାମୀ : ଆରେ ତୁମେ ଯେବେ ବନାଉଥିଲ ତେବେ ଖାଇବାରେ କଳା ବାଳ ପଡୁଥିଲା , ଆଜି ଧଳା ବାଳ ବାହାରିଛି ।
ବାପା ନିଜ ପୁଅକୁ କହିଲେ : ପୁଅ ଯଦି ଶଶୁରଘର ସ୍କୁଟର ଦେଲେ ତେବେ କାର୍ ମାଗିବୁ , କୁଲର୍ ମାଗିଏ ଏସି ମାଗିବୁ , ଘର ମାଗିଲେ ବଙ୍ଗଳା ମାଗିବୁ । ପୁଅ : ବାପା ଯଦି ସେ ଝିଅ ଦେବେ ତ ମୁଁ ତାର ମା କୁ ମାଗିନେବି କି ?
ସ୍ତ୍ରୀ ନିଜ ସ୍ୱାମୀକୁ ପଚାରିଲେ : ଶୁଣ ପ୍ରିୟ କାଲି ରାତିରେ ଘରକୁ ଚୋର ଆସିଥିଲା , ମୋତେ କିସ୍ କରି ଚାଲିଗଲା , ସ୍ୱାମୀ : କଣ! ତୁମେ ତାକୁ ଅଟକାଇଲ ନାହୀଁ କାହିଁକି , ସ୍ତ୍ରୀ : ମୁଁ ତାକୁ ଅଟକାଇଲି କିନ୍ତୁ ସେ କହିଲା ତାର କିଛି କାମ ଅଛି କାଲି ଆସିବି କହି ଚାଲିଗଲା ।