February 11, 2025

Odia Express

Leading Odia News Portal of Odisha

IAS ଝିଅକୁ ଇଣ୍ଟରଭ୍ୟୁରେ ପଚାରାଗଲା କି ଏମିତି ପ୍ରଶ୍ନ – ଏପରି କେଉଁ ଜିନିଷ ଅଛି ଯାହା ମଣିଷ ତା ଭାଇ ଭଉଣୀ ସ୍ତ୍ରୀ ପିଲା ଛୁଆ ର ଦେଖି ପାରିବ କିନ୍ତୁ ତା ମା ର ଦେଖିପାରିବ ନାହିଁ – ଯଦି ଆପଣ ଚାଲାକ୍ ଅଛନ୍ତି ତେବେ ଜବାବ୍ ଦିଅନ୍ତୁ..

ଆଇଏଏସ୍ ଇଣ୍ଟରଭ୍ୟୁରେ ଏମିତି ବହୁତ କଠିନ ପ୍ରଶ୍ନ ପଚାରାଯାଏ  କିନ୍ତୁ ବହୁତ ପ୍ରଶ୍ନ ଏପରି ହୋଇଥାଏ ଯାହା ଟିକିଏ ଅଲଗା ହୋଇଥାଏ , ଏହି ପ୍ରଶ୍ନ ଟିକିଏ ଅଲଗା ହୋଇଥାଉ , କିନ୍ତୁ ଆଶାର୍ଥୀ ଫାଇନାଲ୍ ରେ ଏହି ପ୍ରଶ୍ନଗୁଡିକ ଉପରେ ଆଧାରିତ ହୋଇଥାଏ , ଆପଣଙ୍କୁ ଏହି ଇଣ୍ଟରଭ୍ୟୁ ପାସ୍ କରିବା ପାଇଁ ହେଲେ ଅଧିକା ଆତ୍ମବିଶ୍ୱାସ ଦରକାର ହୋଇଥାଏ , ତାହା ଅହ ଆପଣଙ୍କୁ ଏହି ପ୍ରଶ୍ନ ଭାବିକରି ଏହାର ଉତ୍ତର ଦେବାକୁ ପଡିଥାଏ । ଏହା ଏପରି ଏକ ପରୀକ୍ଷା ଅଟେ ଯେଉଁଥିରେ ସର୍ବୋତ୍ତମ ଦେବା ଦ୍ୱାରା ହିଁ ସିଲେକ୍ସନ୍ ହୋଇଥାଏ , ଏହି ଇଣ୍ଟରଭ୍ୟୁରେ ଏମିତି ବହୁତ ସାରା ପ୍ରଶ୍ନ କରାଯାଏ ଯାହା ମୁଣ୍ତ ବୁଲାଇଦିଏ , ବହୁତ ପ୍ରଶ୍ନ ଏପରି ପରିସ୍ଥିତିର ହୋଇଥାଏ , ଯେଉଁଥିରେ ରିଜଏନିଙ୍ଗ୍ କ୍ଷମତା କିମ୍ବା ହାଜିର୍ ଜବାବ ହେବା ଦ୍ୱାରା ହିଁ ପତ୍ତା ଲଗାଇପାରିବ , ଆପଣଙ୍କ ଆସସମେଣ୍ଟ ଏହି ପ୍ରଶ୍ନଗୁଡିକ ଆଧାରରେ କରାଯାଏ , ଆପଣଙ୍କୁ କେତେ ଜଲଦି ଓ କେତେ ସ୍ମାର୍ଟ ତରିକାରେ ଏହାର ଜବାବ୍ ଦେବାର ଅଛି , ଚୟନ ସେହି ଆଧାରରେ କରାଯିବ , ସେମିତି ଏକ ପ୍ରଶ୍ନ ଆମେ ଆଜି ପଚାରିବାକୁ ଯାଉଛୁ , ଯାହା ଏହି ପରୀକ୍ଷାରେ ପଚାରାଯାଇଥିଲା , ଏହି ପ୍ରଶ୍ନଗୁଡିକ ଟ୍ରିକି ହେବା ସହ ମଜାଦାର୍ ବି ହୋଇଥାଏ ।

୧)ପ୍ରଶ୍ନ ; ଯଦି ଜେମ୍ସ ବଣ୍ତ ବିନା ପ୍ୟାରାସୁଟ୍ ଏରୋପ୍ଲେନ୍ ରୁ ଡେଇଁବା ପରେ ଜୀବିତ ଅଛନ୍ତି , ଏହା କିପରି ସମ୍ଭବ ?

ଉତ୍ତର : ଜେମ୍ସ ବଣ୍ତ ବିନା ପ୍ୟାରାସୁଟ୍ ରେ ଏରୋପ୍ଲେନ୍ ରୁ ଡେଇଁବପରେ ଜିବିତ ଅଛନ୍ତି , କାରଣ ଏରୋପ୍ଲେନ୍ ରନୱେ ରେ ଥିଲା ଦେଖିଲେ କେତେ ସହଜ ଥିଲା ।

୨) କେଉଁ ବ୍ୟକ୍ତି ବିନା ଶୋଇ କିପରି ଆଠ ଦିନ ରହିପାରିବ । ଉତ୍ତର : ସେ ରାତିରେ ଶୋଇବ ।

୩) ଯଦି ତୁମର ଭଉଣୀକୁ ମୁଁ ନେଇକି ପଳେଇବି ତୁମେ କଣ୍ କରିବ ?

ଉତ୍ତର : ମୋତେ ନିଜ ଭଉଣୀ ପାଇଁ ଉପଯୁକ୍ତ ବ୍ୟକ୍ତି ଆଉ କେହି ମିଳିବେ ନାହିଁ , ବୋଧେ ଆପଣ ସିଲେକ୍ଟ ହୋଇଯାଆନ୍ତି ।

୪) କେମିତି ଏକ ଅଣ୍ତା ଚଟାଣରେ ପକାଇଲେ ତାହା ଭାଙ୍ଗେ ନାହିଁ ?

ଉତ୍ତର : ଚଟାଣ ଅଣ୍ତା ଠାରୁ ଅଧିକା ମଜବୁତ୍ ହୋଇଥାଏ , ଭାଙ୍ଗିବ ନାହିଁ ଚଟାଣ ।

୫) ସେ କଣ ଅଟେ ଯାହା ଅଧା ସେଓ ପରି ଦେଖାଯାଏ ?

ଉତ୍ତର : ଅଧା ରହିଯାଇଥିବା ସେଓ

୬) ରାମ ଓ ଶ୍ୟାମ ଦୁହେଁ ଜାଆଁଳା ଭାଇ ଅଟନ୍ତି , ଦୁହେଁଙ୍କ ଜନ୍ମ ମେ ରେ ହୋଇଥିଲା,  କିନ୍ତୁ ତାଙ୍କର ଜନ୍ମ ଦିନ ଜୁନ୍ ରେ ଆସେ , ଏହା କିପରି ସମ୍ଭବ ?

ଉତ୍ତର : ମେ ଏକ ସହରର ନାଁ ଅଟେ ।

୭) ଗୋଟିଏ ବିଲେଇର ତିନୋଟି ଛୁଆ ଥିଲେ , ଜାନୁୟାରୀ ,ଫେବୃୟାରୀ ଓ ମଇ ଥିଲା , ତେବେ ମା ନାଁ କଣ ଥିଲା ?

ଉତ୍ତର : କଣ ହିଁ ଥିଲା ମା ଙ୍କ ନାଁ ।

୮) କଣ କରିବ ଯଦି ତୁମେ ସକାଳୁ ଉଠିକରି ଅଚାନକ ଜାଣିବାକୁ ପାଇଲ କି ତୁମେ ଗର୍ଭବତୀ ଅଛ ?

ଉତ୍ତର : ମୁଁ ଖୁସି ହୋଇଯିବି , ଓ ନିଜ ସ୍ୱାମୀଙ୍କ ସହ ଏହି ଖୁସିଖବର ଜଣାଇବି  ।

୯)  ଏପରି କେଉଁ ଜିନିଷ ଅଛି ଯାହା ମଣିଷ ତା ଭାଇ ଭଉଣୀ ସ୍ତ୍ରୀ ପିଲା ଛୁଆ ର ଦେଖି ପାରିବ କିନ୍ତୁ ତା ମା ର ଦେଖିପାରିବ ନାହିଁ
ଉତ୍ତର – ବିବାହ

Leave a Reply

Your email address will not be published. Required fields are marked *