IAS ଇଣ୍ଟରଭ୍ୟୁରେ ଏଭଳି ଚତୁର ପ୍ରଶ୍ନ : ସବୁବେଳେ ବ୍ୟବହାର ହେଉଥିବା OK ଶଦ୍ଦର ଫୁଲ୍ ଫର୍ମ କଣ ? ୯୯ ପ୍ରତିଶତ ଲୋକ ସଠିକ ଉତ୍ତର ଜାଣି ନଥିବେ – ଏବେ ଜାଣିରଖନ୍ତୁ ଯଦି ଜାଣି ନାହାନ୍ତି…
ଆଜି କାଲି ଆଇଏଏସ୍ ଇଣ୍ଟରଭ୍ୟୁ କୁ ନେଇକରି କେଉଁ ବି ପ୍ରାଇଭେଟ୍ କମ୍ପାନୀରେ ଜବ୍ ପାଇଁ କିଛି ଏପରି ପ୍ରଶ୍ନ ପଚାରାଯାଉଛି ଯାହାକୁ ଶୁଣିଲେ ଆପଣ ବି ଇଣ୍ଟରଭ୍ୟୁରେ ମୁଣ୍ତରେ ହାତ ଦେଇଦେବେ , ଏମିତି ଇଣ୍ଟରଭ୍ୟୁ ପଛରେ ଏକ ଖାସ୍ କାରଣ ହୋଇଥାଏ ଯାହାକି ଆଶାର୍ଥୀର ଉପସ୍ଥିତ ବୁଦ୍ଧି ଓ ଆଇକ୍ୟୁର ଲେବୁଲ୍ କୁ ଚେକ୍ କରାଯାଇପାରିବ , ଆଇଏଏସ୍ ପରୀକ୍ଷା ଭାରତର ସବୁଠାରୁ କଠିନ ପରିକ୍ଷାରୁ ଗୋଟେ ଅଟେ, ଯାହାକୁ ଲୋକେ କ୍ଲିୟର କରିବାକୁ ବହୁତ ସାରା ବହିକୁ ଅଧ୍ୟୟନ କରିଥାନ୍ତି , କିଛି ଲୋକ ପୁରା ବର୍ଷ କୋଚିଙ୍ଗ୍ ନେଇକରି ଜଏନ୍ କରିଥାନ୍ତି , ଏହି ସବୁ ପରେ ବି ଆଇଏଏସ୍ ରେ ଆଡମିଶନ୍ ହେବାର କୌଣସି ଗ୍ୟାରେଣ୍ଟି ନଥାଏ ।
ଆଇଏଏସ୍ ପରୀକ୍ଷାର ଲିଖିତ ପରୀକ୍ଷା ଶେଷ ହେବାପରେ ଆସେ ଇଣ୍ଟରଭ୍ୟୁର ସମୟ , ଏହି ଇଣ୍ଟରଭ୍ୟୁ ହେଇ ସାରିଲା ପରେ ହୋଇଥାଏ ଫାଈନାଲ୍ ସିଲେକ୍ସନର ସମୟ , ଯଦି କିଏ ବହୁତ ପରିଶ୍ରମ୍ କରି ଆଇଏଏସ୍ ପରିକ୍ଷାର ଲିଖିତରେ ପାଶ୍ ହୋଇଯାଇଛି , ତେବେ ଏହାପରେ ପର୍ସନାଲ୍ ଇଣ୍ଟରଭ୍ୟୁରେ ପାସ୍ କରିପାରିବା ବହୁତ ମୁସକିଲ୍ ଅଟେ, ଆଜି ଆମେ ଆପଣଙ୍କ ପାଇଁ କିଛି ଏପରି ପ୍ରଶ୍ନ ନେଇକରି ଆସିଛୁ , ଯାହା କିଛି ପ୍ରତିଯୋଗୀଙ୍କୁ ଆଇଏଏସ୍ ପରୀକ୍ଷା ସମୟରେ ପଚାରାଯାଇଅଛି , ଏହି ପ୍ରଶ୍ନ ଗୁଡିକ ନା କେବଳ ସାମାନ୍ୟ ଜ୍ଞାନ ପ୍ରଦାନ କରେ ଏହା ସହ ଏହି ପ୍ରଶ୍ନଗୁଡିକ ଦିମାଗକୁ ତେଜ୍ କରାଇଥାଏ , ଯଦି ଆପଣ କେଉଁ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ସାହାଯ୍ୟକାରୀ ହୋଇପାରେ , ତେବେ ଆସନ୍ତୁ ନଜର୍ ପକାଇବା ।
୧) ନଗଦି ଫସଲ କେଉଁ କେଉଁଟା ଅଟେ ? ଉତ୍ତର ; ଚାଉଳ ,
୨) କେଉଁ କ୍ଷେତ୍ରକୁ ଚାଉଳର ଗିନା କୁହାଯାଏ ? ଉତ୍ତର : କୃଷ୍ଣା ଓ ଗୋଦାବରୀକୁ କୁହାଯାଏ ।
୩) ଭାରତରେ ଅଧିକା ଖାଦାନ୍ନ ଉତ୍ପାଦନ କରୁଥିବା ରାଜ୍ୟ କେଉଁଟା ଅଟେ ? ଉତ୍ତର : ଉତ୍ତର ପ୍ରଦେଶ ।
୪) ସତୀ ପ୍ରଥାରେ ସର୍ବାଧିକ ବିରୋଧ କିଏ କରିଥିଲେ ? ଉତ୍ତର : ରାଜା ରାମମୋହନ ରାୟ ।
୫) ବଜାରର ନିରିକ୍ଷକ କଣ କୁହାଯାଏ ? ଉତ୍ତର : ସହଣା କିମ୍ବା ମଣ୍ତି ।
୭) ମାନବ ଶରୀରରେ ସବୁଠାରୁ ବଡ ଗ୍ରନ୍ଥୀ କେଉଁଟା ଅଟେ ? ଉତ୍ତର : ଯକୃତ ।
୮) ଓଣମ କେଉଁ ରାଜ୍ୟର ପ୍ରସିଦ୍ଧ ଉତ୍ସବ ଅଟେ ? ଉତ୍ତର : କେରଳ ।
୯) ଦିଲ୍ଲୀ ଭାରତର ରାଜଧାନୀ କେବେ ହେଲା ? ଉତ୍ତର : ୧୯୧୧ ମସିହାରେ ।
୧୦) OK ର ଫୁଲ ଫର୍ମ କଣ?
ଉତ୍ତର: ତେବେ ଆମେ ସବୁଦିନ ପ୍ରାୟ ଏହି ଶବ୍ଦ କୁ ଶୁଣୁ କିନ୍ତୁ ଏହାର ପୁରା ଅର୍ଥ ଅଳ୍ପ ଲୋକଙ୍କୁ ଜଣା | ତେବେ ଏହାର ଫୁଲ ଫର୍ମ Objection Killed ଅଟେ |