January 18, 2025

Odia Express

Leading Odia News Portal of Odisha

ଐଶ୍ଵର୍ଯ୍ୟା ରାୟ ଙ୍କ ମୋବାଇଲର କଭରରେ ଏଭଳି କଣ ଲେଖାଯାଇଛି ? Zoom କରି ଦେଖିବା ଲୋକ ଆଶ୍ଚର୍ଯ୍ୟ ହେଇଗଲେ …

ଆମ ସମସ୍ତଙ୍କୁ ମୋବାଇଲ ରଖିବାର ଶଉକ ଅଛି ଓ ତାକୁ ସୁରକ୍ଷିତ ରଖିବା ପାଇଁ ଆମେ କିଛି ମଧ୍ୟ କରିପାରୁ । ଏହା ମଧ୍ୟ ଫିଲ୍ମ ତାରକାମାନେ କରନ୍ତି । ଯେବେ ସେମାନେ ମୋବାଇଲ କିମ୍ବା ତାହାର ଆସେସରିଜରେ କିଛି ନୂଆ କରନ୍ତି । ମୋବାଇଲ କଭର ଆମେ ସମସ୍ତେ ଭଲ ଖୋଜିଥାଉ ଓ ଏହା ହିଁ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ମଧ୍ୟ କରିଛନ୍ତି । କିନ୍ତୁ ତାଙ୍କର କଭର ଉପରେ କିଛି ଅଲଗା କଥା ଦେଖିବାକୁ ମିଳିଛି । କିନ୍ତୁ ଐଶ୍ଵର୍ଯ୍ୟା ରାୟଙ୍କ ମୋବାଇଲ କଭର ଉପରେ କଣ ଲେଖାଯାଇଛି? ଏହାକୁ ଲୋକମାନେ ଜୁମ କରି ଦେଖିଲେ ତ ଏହି ଉତ୍ତର ମିଳିଲା ।

ଐଶ୍ଵର୍ଯ୍ୟା ରାୟଙ୍କ ମୋବାଇଲ କଭର ଉପରେ କଣ ଲେଖାଯାଇଛି? – ପୂର୍ବତନ ମିସ ୱାର୍ଲ୍ଡ ଐଶ୍ଵର୍ଯ୍ୟା ରାୟ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅତଟନୀ । 1994ରେ ମିସ ୱାର୍ଲ୍ଡ ମୁକୁଟ ବିଜୟିନୀ ପୁରା ଦୁନିଆ ଉପରେ ନିଜର ପରିଚୟ ସୃଷ୍ଟି କରିଥିଲେ । ସାରା ବିଶ୍ଵ ତାଙ୍କୁ ସୌନ୍ଦର୍ଜ୍ୟର ରାନୀ କହେ ଓ ତାଙ୍କର ପ୍ରଶଂସକ ନା କେବଳ ଭାରତରେ ନୁହେଁ ତାସହ ସାରା ବିଶ୍ବରେ ଅଛନ୍ତି । ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଏକମାତ୍ର ଏଭଳି ସେଲେବ୍ରିଟି ଅଟନ୍ତି ଯିଏ ପେପ୍ସି ଓ କୋକାକୋଲା ଦୁଇଟି ପାନୀୟ ବ୍ରାଣ୍ଡ ପାଇଁ ବିଜ୍ଞାପନ କରିଛନ୍ତି । ଏଶ ପ୍ରଥମ ବିଜ୍ଞାପନ କାମେଲ ବ୍ରାଣ୍ଡ ପାଇଁ ସେତେବେଳେ କରିଥିଲେ ଯେବେସେ 9ମ ଶ୍ରେଣୀରେ ପଢୁଥିଲେ ଏଶ ନିଜର ଶିକ୍ଷା ଶେଷ କରି ମଡେଲିଙ୍ଗ କରିବାକୁ ଚାହୁଁଥିଲେ କିନ୍ତୁ ଏହା ପୂର୍ବରୁ ସେ ମେଡିକାଲ ଛାତ୍ରୀ ହେବାକୁ ଚାହୁଁଥିଲେ କିନ୍ତୁ ତାଙ୍କର ସୌନ୍ଦର୍ଜ୍ୟ କାରଣରୁ ତାଙ୍କୁ ପ୍ରକାରପ୍ରକାରର ଅଫର ଆସିବାରେ ଲାଗିଲା ଓ ସେ ଏହାକୁ ନିଜର ବୃତ୍ତି ନିର୍ବାଚିତ କଲେ ।

ଏପର୍ଯ୍ୟନ୍ତର ମିସ ୱାର୍ଲ୍ଡରେ ଐଶ୍ଵର୍ଯ୍ୟା ରାୟଙ୍କୁ ଦୁଇଥର ସବୁଠାରୁ ସୁନ୍ଦରୀ ଭାବରେ ନିର୍ବାଚିତ କରାଯାଇଛି । ସେ 50ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ଓ ଏହାଙ୍କ ନାମ ସଲମାନ ଖାନଙ୍କ ସହିତ ଗଭୀର ସମ୍ପର୍କ ଥିବାର ଯୋଡ଼ାଯାଇଛି କିନ୍ତୁ ଏହାଙ୍କ ନାମ ବିବେକ ଓବେରାୟଙ୍କ ସହିତ ମଧ୍ୟ ବହୁତ ଯୋଡ଼ାଯାଇଛି । ଆଜିର ସମୟରେ ସେ ସ୍ଵାମୀ ଅଭିଷେକ ବଚ୍ଚନ ଓ ଝିଅ ଆରାଧ୍ୟା ସହିତ ପ୍ରାୟତଃ ନଜର ଆସୁଛନ୍ତି ଓ ତାଙ୍କ ସହିତ ଐଶ୍ଵର୍ଯ୍ୟା ନିଜର ଫଟୋ ସେୟାର କରୁଛନ୍ତି ।

ଏଥିମଧ୍ୟରେ ଐଶ୍ଵର୍ଯ୍ୟା ରାୟଙ୍କର ଏକ ଏଭଳି ଫଟୋ ସାମ୍ନାକୁ ଆସିଛି ଯାହାର ବହୁତ ଆଲୋଚନା ହେଉଛି ଯାହାକି ବହୁତ ବିସ୍ମିତକାରୀ ଅଟେ । ଏହି ଫଟୋ ଏୟାରପୋର୍ଟରେ ଉଠାଯାଇଛି ଯେବେ ସେ ନିଜର ଝିଅ ସହିତ ବେଙ୍ଗାଲୁରୁ ଯାଉଥିଲେ । ମିଡିଆରେ ଐଶ୍ଵର୍ଯ୍ୟାଙ୍କ ଫଟୋ ନେଉଥିଲେ  ସେତେବେଳେ କ୍ୟାମେରାରେ ଏକ ଏପରି ଫଟୋ କଏଦ ହେଲା ଯାହା କିଛି ଅଲଗା ଥିଲା । ପ୍ରକୃତରେ ଯେବେ ଫଟୋ କ୍ଲିକ ହେଲା ତ ଐଶ୍ଵର୍ଯ୍ୟା ରାୟଙ୍କ ମୋବାଇଲର କଭରଉପରେ ଲେଖାଯାଇଥିବା ସେହି ଶବ୍ଦ ମଧ୍ୟ କଏଦ ହୋଇଗଲା । ଏହି ଫଟୋକୁ ଯେବେ ଜୁମ କରି ଦେଖାଗଲା ତ ଏଥିରେ କିଛି ଲେଖା ମିଳିଲା । ଆପଣଙ୍କୁ ଜଣେଇଦେବୁ ଯେ ଏହି ଫଟୋରେ ଏଆରବି ଲେଖଥିଲା । ଏହାର ଅର୍ଥ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଅଟେ । ବଲିଉଡରେ ଅନେକ ସେଲେବ୍ରିଟି ନିଜର ମୋବାଇଲ କଭର ଉପରେ କିଛି ନା କିଛି ଲେଖାଇଥାନ୍ତି । କରୀନା କପୁରଙ୍କ ମୋବାଇଲ କଭରରେ ୱର୍କିଂ ଫ୍ରମ ନାଇନ ତୋ ନାଇନ ଲେଖାଯାଇଛି ।

Leave a Reply

Your email address will not be published. Required fields are marked *