IAS ଇଣ୍ଟରଭ୍ୟୁରେ ପଚାରାଗଲା , ରେଲୱେ ଷ୍ଟେସନକୁ ହିନ୍ଦୀରେ କଣ କହନ୍ତି , ଜବାବ୍ ଦେଇକରି ଝିଅଟି ହୋଇଗଲା ସିଲେକ୍ଟ – ୯୯ ପ୍ରତିଶତ ଲୋକ ସଠିକ ଉତ୍ତର ଜାଣି ନଥିବେ
ଭାରତରେ ଆଇଏଏସ୍ ପଦରେ ବିରାଜମାନ ହେବା କେଉଁ ବ୍ୟକ୍ତି ପାଇଁ ବହୁତ ସୌଭାଗ୍ୟର କଥା ହୋଇଥାଏ , ଆଇଏଏସ୍ ହେବାର ଇଚ୍ଛାରେ ସମସ୍ତଙ୍କ ମନରେ ଥାଏ କିନ୍ତୁ ସମସ୍ତେ ଆଇଏଏସ୍ ହେବାପାଇଁ ଏକ ଜଟିଳ ପ୍ରକିୟା ସଫଳତା ପୁର୍ବକ ବାହାର କରିପାରନ୍ତି ନାହିଁ । ଯାହାର ଅପରିଣାମ ହୋଇଥାଏ , ସେହି ଅସଫଳତା ମୁଖ ଦେଖିବାକୁ ପଡିଥାଏ , ଆଇଏଏସ୍ ଇଣ୍ଟରଭ୍ୟୁରେ ପଚାରାଯାଉଥିବା ଏକ ଟ୍ରିକି ପ୍ରଶ୍ନ ଦିମାଗ ବୁଲେଇଦେଇଥିଲା , ଆଜି ଆମେ ଆଇଏଏସ୍ ପରୀକ୍ଷାରେ ପଚାରାଯାଇଥିବା କିଛି ଏପରି ପ୍ରଶ୍ନ ବିଷୟରେ କହିବାକୁ ଯାଊଛୁ , ଯାହା ବିଷୟରେ ପ୍ରଥମେ କେବେ ଶୁଣିନଥିବେ ।
ଇଣ୍ତିଆରେ ଆଇଏଏସ୍ ଜବ୍ ସବୁଠାରୁ ପ୍ରତିଷ୍ଠିତ ଜବ୍ ଜଣାଯାଏ , ସବୁ ମିଡିଲ୍ କ୍ଲାସ ଫ୍ୟାମିଲିର ବାପା ମାଙ୍କ ଏହି ସ୍ୱପ୍ନ ହୋଇଥାଏ କି ତାଙ୍କର ଛୁଆ ଆଗକୁ ଯାଈକରି ଏକ ଆଇଏଏସ୍ ଅଫିସର୍ ହେଉ , ସମସ୍ତଙ୍କ ଏହି ସ୍ୱପ୍ନ ପୁରା ହୋଇପାରେ ନାହିଁ , ଏହାର ପଛରେ ଏକ କାରଣ ଅଛି ଯେଉଁମାନେ ବହୁତ ଆଗରୁ ପ୍ରଚେଷ୍ଟା କଅନ୍ତି ସେମାନେ ଆଇଏଏସ୍ ପରୀକ୍ଷାକୁ କ୍ରାକ୍ କରିପାରନ୍ତି , କିନ୍ତୁ ଇଣ୍ଟରଭ୍ୟୁ ସମୟରେ ସେମାନେ ବାହାରିଯାଆନ୍ତି , ଏହିପରି ଆଇଏଏସ୍ ଇଣ୍ଟରଭ୍ୟୁ ସମୟରେ ପଚାରାଯାଇଥିବା କିଛି ଗୁରୁତ୍ୱପୁର୍ଣ୍ଣ ପ୍ରଶ୍ନଗୁଡୀକ ।
୧) କେଉଁ ଖାଦ୍ୟ ଅଛି ଯାହା ପୁରା ଦୁନିଆଁର ବ୍ୟକ୍ତି ଖାଆନ୍ତି , କିନ୍ତୁ ଆପଣ ତାକୁ ବ୍ରେକ୍ ଫାଷ୍ଟ୍ ପୂର୍ବରୁ କେବେ ଖାଇ ପାରିବେ ନାହିଁ ?
ଉତ୍ତର : ଏହି ପ୍ରଶ୍ନର ଉତ୍ତର ବହୁତ ସରଲ ଅଟେ , ବହୁତ ଲୋକ ଏହି ପ୍ରଶ୍ନର ଉତ୍ତର ଜାଣିନାହାନ୍ତି , ଏହାର ସଠିକ୍ ଜବାବ୍ ହେଲା ଲଞ୍ଚ ଓ ଡିନର୍ ଏହି ପ୍ରଶ୍ନକୁ ଶୁଣିବାପରେ ଆପଣ ଭାବୁଥିବେ କି ଏହା କିପରି ଏମିତି ପ୍ରଶ୍ନ ଅଟେ, ଯାହା ଇଣ୍ଟରଭ୍ୟୁ ସମୟରେ ପଚାରାଯାଇଥାଏ , କହିଦେବୁ କି ଯେଉଁ ଝିଅକୁ ଏହି ପ୍ରଶ୍ନ ପଚାରାଗଲା ସେ ବି ଏହି ପ୍ରଶ୍ନର ଉତ୍ତର ଦେଇପାରିନଥିଲା ।
୨) ସାମାନ୍ୟ ମଣିଷର ଶରୀରର ତାପମାତ୍ରା କେତେ ହୋଇଥାଏ ?
ଉତ୍ତର : ଆମେ ସ୍କୁଲର ବିଜ୍ଞାନ ପୁସ୍ତକରେ ଏହା ନିଶ୍ଚିତ ପଢିଥିବା କି ଏକ ସାମାନ୍ୟ ବ୍ୟକ୍ତିର ଶରୀରର ତାପମାତ୍ରା ୩୭ ଡିଗ୍ରୀ ହୋଇଥାଏ ।
୩) ରେଲୱେ ଷ୍ଟେସନକୁ ହିନ୍ଦିରେ କଣ କୁହାଯାଏ ?
ଉତ୍ତର : ଏହି ପ୍ରଶ୍ନର କଥା କହିଲେ ଆମେ ସମସ୍ତେ କହିବା କି ଛୁଆବେଲରୁ ଆମେ ରେଲୱେ ଷ୍ଟେସନକୁ କେଉଁ ଅନ୍ୟ ନାଁରେ ଜାଣିନାହେଁ । ବହୁତ ପ୍ରତିଯୋଗୀ ବହୁତଥର ଫସିଯାଆନ୍ତି , କିନ୍ତୁ ଯଦି ଠିକ୍ ରେ ଭାବିକରି ଉତ୍ତର ଦେଇଦେବେ , ତେବେ ପ୍ରତିଯୋଗିତା ମୁସକିଲ୍ ହୋଇନଥାଏ ପ୍ରକୃତରେ ରେଲୱେ ଷ୍ଟେସନର ହିନ୍ଦୀ ନାଁ ହେଲା ଲୋହପଥଗାମିନି ମାର୍ଗ ।
୪ -ମୟୁରର କେତୋଟି ଛୁଆ ଥାନ୍ତି ?
ଉତ୍ତର : ପ୍ରଶ୍ନର ଉତ୍ତର ଏହା କି ଆମେ ସମସ୍ତେ ଜାଣିଛେ କି ଗଞ୍ଜା କେବେ ଅଣ୍ତା ଦିଏ ନାହିଁ , କୁକୁଡା ଅଣ୍ତା ଦେଇଥାଏ , ସେହି ପରି ପୁରୁଷ ମୟୁର ଅଣ୍ତା ଦିଏ ନାହିଁ , ମାତା ମୟୁରୀ ଅଣ୍ତା ଦିଏ ,