ରାତିରେ ଶୋଇବା ପୁର୍ବରୁ ନିଜ ସ୍କ୍ରିନ୍ ରେ ଏହାକୁ ଲଗାଈଦିଅନ୍ତୁ ଏହି ଜିନିଷ , ତାପରେ ସକାଳୁ ଦେଖନ୍ତୁ ଚମତ୍କାର…

ଆଜିର ସମୟରେ କିଏ ବା ନଚାହେଁ କି ସେ ସୁନ୍ଦର ଦେଖାଯାଉ ବୋଲି , ଆଜି କାଲିର କର୍ମବ୍ୟସ୍ତ ଜୀବନରେ ନିଜ ଦାୟିତ୍ୱ ନେବାପାଇଁ କାହା ପାଖରେ ସମୟ ନାହିଁ ଯାହା ଦ୍ୱାରା ତାର ତ୍ୱଚା ଜଲଦି ହିଁ ଡଲ୍ ହୋଇଯାଏ , ଏହି କଥା ସତ କି ଆଜିର ଜମାନାରେ ଟ୍ୟାଲେଣ୍ଟ ସହ ସୁନ୍ଦର ଦେଖାଯିବା ପାଇଁ ମାଇନା ରଖିଥାଏ , ଆଜିର ସମୟରେ ସମସ୍ତେ ଗୋରା ଦେଖାଯିବାକୁ ପସନ୍ଦ କରୁଛନ୍ତି , ଏଥିପାଇଁ ସେ ନାନାପ୍ରକାରର କସମେଟିକ୍ସ ପ୍ରଡକ୍ଟ ପ୍ରୟୋଗ କରିଥାନ୍ତି , ଯାହା ଦ୍ୱାରା ସେମାନଙ୍କ ଚେହେରା ଗ୍ଲୋ କରିପାରୁ , ଏମିତି ଭାବନା ସାଧାରଣତଃ ମହିଳାମାନେ କରିଥାନ୍ତି , ପୁରୁଷ ବି ଗୋରା ହେବାପାଇଁ ପଛରେ ଅଛନ୍ତି ଏହା କହିବା ବି ଅତୁକ୍ତି ହେବ ନାହିଁ, ଏହି କାରଣରୁ ବଜାରରୁ ନାନା ପ୍ରକାର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି ,
କିନ୍ତୁ ଆପଣଙ୍କୁ କହିଦେବୁ କି ଏହା ଦ୍ୱାରା ଲାଭ ମିଳିବା ସହ ସାଇଡ୍ ଇଫେକ୍ଟହୋଇଥାଏ , ବହୁତ କମର୍ଶିଆଲ୍ କ୍ରିମ୍ ରେ ଏହା ତ୍ୱଚାକୁ ହାନି ପହଞ୍ଚାଇଥାଏ , ଖରାରୁ ଦୁରରେ ରହିବାପାଇଁ ଆମେ ପ୍ରାକୃତିକ ଫେସିଆଳ୍ ବ୍ୟବ୍ବହାର କରି ସ୍କିନ୍ ରେ ହେଉଥିବା କଳା ପଣକୁ ଦୂର କରିପାରିବା , ବଜାରରେ ମିଳୁଥିବା ସ୍କ୍ରିନ୍ ପ୍ରଡକ୍ଟ ସମ୍ବେଦନଶୀଳ ହୋଇଥାଏ , ଯାହା ହାନିକାରକ ବୋଲି ଜଣାଯାଏ , ଏହା ଭଲ ହେବ କି ତ୍ୱଚାରେ ପ୍ରାକୃତିକ କ୍ରିମ୍ ବ୍ୟବହାର କରନ୍ତୁ , ଏଥିରେ କୌଣସି ହାନି ହେବ ନାହିଁ ।
ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଚେହେରାରେ ଗ୍ଲୋ ପାଇବାପାଇଁ ତେବେ ଏହାପାଇଁ ଏକ ଘରୋଇ ଉପାୟ କରିବା ସହଜ ହେବ , ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପାୟ କହିବୁ , ଯାହା ବହୁତ ପ୍ରଭାବଶାଳୀ ଅଟେ, ଯାହା ଆପଣଙ୍କ ଚେହେରାରୁ କଳାଦାଗ, ବ୍ରଣ ଆଦି ଦୁର କରିପାରିବ , ଏହା ସହ ସ୍କ୍ରିନ୍ ସଂବନ୍ଧିତ ସବୁ ସମସ୍ୟାରୁ ମୁତ୍କି ଦେଇପାରିବ , ଏତିକି ନୁହେଁ ଏହାର ପ୍ରଭାବ ଆପଣଙ୍କୁ କିଛି ଦିନରେ ନଜର ଆସିଯିବ , ଜାଣନ୍ତୁ ଏହି ଜେଲ୍ ର ବ୍ୟବହାର କିପରି କରିବାର ଅଛି । ସବୁଠାରୁ ପ୍ରଥମେ ଏହାକୁ ବନାଇବାର ପାଇଁ କିଛି ସାମଗ୍ରୀ ଦରକାର ପଡିବ , ଯେପରି କି ଅଧାଚାମଚ ନଡିଆ ତେଲ , ଏକ ଚାମଚ ଆଲୋବେରା ଜେଲ୍ ।
ଏହାକୁ ପ୍ରଥମେ ଏକ ସଫା ଗିନା ନେଇଯିବେ , ଏହାପରେ ସେଥିରେ ଆଲୋବେରା ଜେଲ୍ , ଓ ନଡିଆ ତେଲ ପକାଇ ଭଲ ଭାବରେ ମିକ୍ସ କରିନିଅନ୍ତୁ , ଏହାକୁ ନିଜ ଚେହେରାରେ ଓ ଗଳାରେ ଭଲ ଭାବରେ ଲଗାଇ କମ୍ ସେ କମ୍ ୩ ମିନିଟି ଧିମା ହାତରେ ମସାଜ କରନ୍ତୁ , ୧୫ ମିନିଟ୍ ପରେ ନିଜ ଚେହେରାକୁ ସଫାପାଣିରେ ସଫା କରନ୍ତୁ , କମ୍ ସେ କମ୍ ଏହାକୁ ୩ ଥର ଚେହେରା ଓ ଗଳାରେ ଲଗାନ୍ତୁ ।