January 13, 2026

Odia Express

Leading Odia News Portal of Odisha

ସୁରେଶ ରାଇନା ଧୋନୀଙ୍କୁ ନେଇକରି ଦେଲେ ଏହି ବଡ ବୟାନ୍, କହିଲେ ଧୋନୀ ଙ୍କ ଅଧିନାୟକତ୍ୱ…

ଟିମ୍ ଇଣ୍ତିଆ ଧୋନୀ ଅଧିନାୟକତ୍ୱ ବହୁତ ସାରା ଟ୍ରଫି ନିଜ ଘରକୁ ନେଇ ଆସିସାରିଛନ୍ତି , ସେ ନିଜ ଭଲ ପ୍ରଦର୍ଶନ ଯୋଗୁଁ ଲୋକଙ୍କ ହୃଦୟରେ ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛନ୍ତି , ଲୋକେ ସେ ନ ଖେଳିବାର ବହୁତ ଚିନ୍ତା ଅଛି , ଏହି ମଧ୍ୟରେ ସୁରେଶ ରୈନା ଯିଏକି ଟିମ୍ ର ଜଣେ ଭଲ ଖେଳାଳୀ ଅଟନ୍ତି , ସେ ଧୋନୀଙ୍କୁ ନେଇକରି ଏକ ବଡ ବୟାନ ଦେଇଥିଲେ,  ଆସନ୍ତୁ ଜାଣିବା ସୁରେଶ ରୈନା ଯିଏକି ସମସ୍ତଙ୍କ ହୃଦୟକୁ ଜିତିପାରିଛନ୍ତି ସେ କଣ କହିଲେ ଧୋନୀଙ୍କ ସଂମ୍ପର୍କିତ ଉପରେ ,

ଅନୁଭବି ବ୍ୟାଟ୍ସମ୍ୟାନ୍ ସୁରେଶ ରୈନାଙ୍କ ମାନିବା କଥା କି ଧୋନୀ ଭାରତୀୟ ଦଳର ସର୍ବଶ୍ରେଷ୍ଠ ଅଧିନାୟକ ଅଟନ୍ତି , ରୈନା ଓ ଧୋନୀ ଆଇପିଏଲ୍ ର ଗୋଟେ ଫ୍ରାଞ୍ଚାଇଜି ଚେନ୍ନାଇ ସୁପରକିଙ୍ଗ୍ ପାଇଁ ଖେଳୁଛନ୍ତି , ଧୋନୀ ଏହି ଟୀମ୍ ର ଅଧିନାୟକ ବି ଅଛନ୍ତି , ଦି ସୁପର୍ କିଙ୍ଗ୍ ଶୋ ସମୟରେ ସେ କହିଲେ କି ମୋତେ ଲାଗୁଛି କି ଆମର ପାଖରେ ସର୍ବଶ୍ରେଷ୍ଠ ଅଧିନାୟକ ଥିଲେ , ଯିଏକି ଭାରତୀୟ ଟିମ୍ କୁ ବଦଳାଇଦେଲେ , ଏବେ ଆମର ଡ୍ରେସିଙ୍ଗ୍ ରୁମ୍ ରେ ବି ଅଛନ୍ତି ।

ଧୋନୀ ୨୩ ମାର୍ଚ୍ଚକୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍ ୨୦୨୦ ରେ ଆଉଥରେ ଫେରିବାର ଅଛି , ଯେଉଁଠି ଚେନ୍ନାଇ ସୁପର୍ କିଙ୍ଗ୍ ଅଧିନାୟକତ୍ୱ ସେ ସଂମ୍ଭାଳିବେ , ଚେନ୍ନାଇର ଏମ୍ ଏ ଚିନ୍ଦାବରମ୍ ଷ୍ଟାଡିୟମ୍ ରେ ଅନ୍ତନଃ କୁ ଖେଳିବାର ସିକୃତି ମିଳିବାପରେ ରୈନା ପ୍ରଶଂସକଙ୍କୁ ଅପିଲ୍ କରିଛନ୍ତି କି ସିଏସ୍ କେ ର ପ୍ରତ୍ୟେକ ମ୍ୟାଚ୍ ପାଇଁ ସେମାନେ ବହୁତ ସଂଖ୍ୟାରେ ଆସି ପହଞ୍ଚନ୍ତୁ ।

Leave a Reply

Your email address will not be published. Required fields are marked *