IAS ଇଣ୍ଟରଭ୍ୟୁରେ ପଚାରାଗଲା କି ଯଦି ଆପଣଙ୍କ ବୟଫ୍ରେଣ୍ତ କହେ କି ଚାକିରି ଛାଡିଦିଅ ମୁଁ ତୁମକୁ ବାହା ହେବି ତେବେ ତୁମେ କଣ କରିବ ? ଉତ୍ତର ଏପରି ଦେଲେ ଯେ ହେଇଗଲା ଚାକିରୀ…
ଆଇଏଏସ୍ ପରିକ୍ଷା ଦେଶର ସବୁଠାରୁ ଜଟିଳ ପରୀକ୍ଷାରୁ ଗୋଟେ ହୋଇଥାଏ , ଏହି ପଦରେ ଚାକିରି କରିବାର ପାଇଁ ପରିକ୍ଷାର୍ଥୀ ଦିନ ରାତି ପରିଶ୍ରମ କରିଥାଏ , ଏହି ପରୀକ୍ଷା ପାସ୍ କରିବାପାଇଁ ପରିକ୍ଷାର୍ଥୀକୁ ଇଣ୍ଟରଭ୍ୟୁ ଦେବାକୁ ହୋଇଥାଏ , ଆଇଏଏସ୍ ପୋଷ୍ଟରେ ସରକାରୀ ଚାକିରି ହୋଇଥାଏ , ଆଇଏଏସ୍ ଇଣ୍ଟରଭ୍ୟୁରେ ଏମିତି କିଛି ପ୍ରଶ୍ନ କରାଯାଏ ଯାହା ବହୁତ ଅଲଗା ଓ ଅଜିବ ଗରିବ ହୋଇଥାଏ , ଯାହାର ଜବାବ୍ ପରୀକ୍ଷାର୍ଥୀକୁ ନିଜ ତର୍କଦ୍ୱାରା ଦେବାକୁ ହୋଇଥାଏ , ଆଜି ଆମେ ଆଇଏଏସ୍ ପରୀକ୍ଷାରେ ପଚାରାଯାଇଥିବା କିଛି ପ୍ରଶ୍ନ ନେଇକରି ଆସିଛୁ । ଏହି ସାକ୍ଷାତକାର ପ୍ୟାନେଲ୍ , ଟେକନିକ୍ , ଓ ଅଲଗା କ୍ଷେତ୍ରର ଆଶାର୍ଥୀ ପ୍ରଶ୍ନ ପଚାରିବାର ସ୍ୱତନ୍ତ୍ରତା ଅଛି , ୟୁପିଏସ୍ ସି ସାକ୍ଷାତକାର ପ୍ରଶ୍ନ ଯେ କୌଣସି ବିଷୟର ହୋଇପାରିବ , ସେମିତି କହିଦେବୁ କି ଇଣ୍ଟରଭ୍ୟୁରେ ଏମିତି ପ୍ରଶ୍ନ ପଚାରାଯାଏ ଯାହା ସିଲାବସ୍ ରେ ନଥାଏ , ସେମିତି କିଛି ପ୍ରଶ୍ନ ବିଷୟରେ ଆମେ ଆଜି କହିବାକୁ ଯାଊଛୁ ଯାହା ହାଇୟର୍ ଲେଭୁଲ୍ ର ପ୍ରଶ୍ନ ହୋଇଥାଏ, ଓ ବହୁତ ହିଁ ଟ୍ରିକି ପ୍ରଶ୍ନ ହୋଇଥାଏ, ବହୁତ ପ୍ରଶ୍ନ ଏପରି ହୋଇଥାଏ ଯାହାକୁ ଶୁଣିକରି ପ୍ରଥମ ନଜରରେ ଯାହାକୁ ହେଲେ ବି ରାଗଆସିଯାଇପାରେ, ଖାସ୍ କରି ଝିଅଙ୍କୁ ଏହି ପ୍ରଶ୍ନଗୁଡିକ ଏତେ ଓଲଟାପାଲଟା ହୋଇଥାଏ କି ଯାହା ଭାବିବା ବି ଖରାପ ଲାଗେ ।
୧) ଯଦି ଆପଣଙ୍କ ବୟଫ୍ରେଣ୍ତ୍ କହେ କି ଚାକିରି ଛାଡିଦିଅ , ତାପରେ ଯାଇ ବାହାହେବି , ତେବେ କଣ କରିବେ ?
ଉତ୍ତର : ନିଜ ବୟଫ୍ରେଣ୍ତକୁ ମୋର ସମସ୍ୟା କଥା ପଚାରିବି , ଯଦି ସେ ନ ମାନେ ତେବେ ତାକୁ ହିଁ ଛାଡିଦେବି ।
୨) ଏକ ଅଧ୍ୟୟନ ମୁତାବିକ ବର୍ଷର କେଉଁ ମାସରେ ଲୋକ ସବୁଠାରୁ କମ୍ ଶୋଇଥାନ୍ତି ?
ଉତ୍ତର : ଲୋକେ ଫେବୃୟାରୀ ମାସରେ ସବୁଠାରୁ କମ୍ ଶୋଇଥାନ୍ତି କାରଣ ଏହା ୨୮ ଦିନର ହୋଇଥାଏ ।
୩) ଆପଣଙ୍କ ଜୋତାରେ କେତୋଟି ହୋଲ୍ ଅଛି ?
ଉତ୍ତର : ସେମିତି ସବୁ ଜୋତାରେ ହୋଲ୍ ସଂଖ୍ୟା ଅଲଗା ଅଲଗା ହୋଇଥାଏ , କିନ୍ତୁ ମୋର ଜୋତାରେ ହୋଲ୍ ସଂଖ୍ୟା ୧୨ ଅଟେ ।
୪) କଣ ପାଣିକୁ ମୁଠି ବନ୍ଦ କରି ଅଟକାଇଯାଇପାରିବ ?
ଉତ୍ତର : ସେମିତି ପାଣିକୁ ମୁଠି ବନ୍ଦ କରି ରଖାଯାଇପାରିବ ନାହିଁ , କିନ୍ତୁ ଯେବେ ପାଣି ବରଫ ଅବସ୍ଥାରେ ଥିବ ତେବେ ତାହା ମୁଠି ବନ୍ଦ କରି ଅଟକାଇଯାଇପାରିବ ।
୫ ) ଯଦି ଆପଣଙ୍କ ଭଉଣୀ ସହ ମୁଁ କେଉଁଆଡେ ଫେରାର୍ ହୋଈଯିବି , ତେବେ ଆପଣ କଣ କରିବେ ?
ଉତ୍ତର : ସାର୍ ମୋର ଭଊଣୀ ଆପଣଙ୍କ ପରି ଯୋଗ୍ୟ ଆଉ କେଉଁଠୁ ପାଇବ , ଆପଣଙ୍କ ପରି ଭଲ କେହି ଆଉ ମିଳିବେ ନାହିଁ ।