July 12, 2025

Odia Express

Leading Odia News Portal of Odisha

ଆଖିର ଦୃଷ୍ଟିଶକ୍ତି ବଢ଼ାଇବା ପାଇଁ କରନ୍ତୁ ଏ ସବୁ ଉପାୟ – ଜୀବନରେ କେବେ ଚଷମା ପିନ୍ଧିବା ପାଇଁ ପଡିବ ନାହିଁ ..

ସାଙ୍ଗମାନେ ଆଖି ଆମ ଶରୀରର ସବୁଠୁ ଆକର୍ଷଣୀୟ ଅଙ୍ଗ ଅଟେ କେବଳ ଏତିକି ନୁହେଁ ଏହାର କେବଳ ସୁନ୍ଦରତା ହେବା ସେପର୍ଯ୍ୟନ୍ତ ଜରୁରୀ ରଖେ ନାହିଁ ଯେ ପର୍ଯ୍ୟନ୍ତ ଆପଣଙ୍କ ଆଖିର ଦୃଷ୍ଟିଶକ୍ତି ଠିକଠାକ ନ ଅଛି ଆପଣଙ୍କ ଏ ସୁନ୍ଦର ଆଖିକୁ ଚଷମାରେ ଲୁଚିବାକୁ ପଡିବ ବା ଲେନ୍ସରେ ଆଵରଣ ହେବାକୁ ପଡିବ।ଯଦି ଆପଣ ଚଷମାର ବ୍ୟବହାର କରୁଛନ୍ତି ତ କିମ୍ବା ଆଖିରେ କୌଣସି ପ୍ରକାର ଦରଜ ରହୁଛି ତ ଆଖିରୁ କୌଣସି କାରଣରୁ ପାଣି ଆସୁଥାଏ ତ ପାଖଦୁରର ଦେଖାଯାଏ ନାହିଁ ତ ଝାପ୍ସା ଝାପ୍ସା ଦେଖାଯାଏ ତ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ସମାଧାନ ଦେବୁ।ଆମେ ଆପଣଙ୍କୁ କେତେକ ଆୟୁର୍ବେଦ ଉପଚାର କହିବାକୁ ଯାଉଛୁ ଏଗୁଡ଼ିକୁ ଠିକ ଭାବରେ ବ୍ୟବହାର କରିବା ଦ୍ୱାରା ଓ ନିରନ୍ତର ବ୍ୟବହାର ଦ୍ୱାରା ଆଖିର ଦ୍ରୁଷ୍ଟିଶକ୍ତି ଫେରି ଆସିଥାଏ ଯାହାଦ୍ୱାରା ଚଷମାର ନମ୍ବର୍ କମିବାକୁ ଲାଗିଥାଏ ଆଉ ଧୀରେ ଧୀରେ ଚଷମା ହଟିବାରେ ସାହାର୍ଯ୍ୟ କରିଥାଏ।ଆସନ୍ତୁ ଜାଣିବା କିପରି ଓ କଣ କଣ ଉପାୟ ରହିଥାଏ।

ଆଖିରୁ ଦୃଷ୍ଟି ଶକ୍ତି କମିବାର କାରଣ ହେଉଛି ଭୋଜନରେ ଭିଟାମିନ-ଏ ର ଅଭାବ ଯାହାଫଳରେ କମ ବୟସରେ ହିଁ ଆଖି କମଜୋର ହେବାକୁ ଲାଗିଥାଏ।ଦ୍ୱିତୀୟ କାରଣ ଘଣ୍ଟା ଘଣ୍ଟା ଧରି କମ୍ପୁଟରରେ ବସି ରହି କାମ କରିବା ଦ୍ବାରା ଓ ଦୁରଦର୍ଶନ ଆଦି ଦେଖିବା ଦ୍ୱାରା।

ତୃତୀୟ କାରଣ ଆଖିର ସଫେଇ ଉପରେ ଧ୍ୟାନ ନଦେବା ଏହି କିଛି କାରଣ ଅଟେ ଯିଏ ଆପଣଙ୍କ ଆଖିର ଦୃଷ୍ଟି ଶକ୍ତିକୁ କମ କରିଥାଏ ଓ ଆମକୁ ଚସମା ବ୍ୟବହାର କରିବାରେ ବାଧ୍ୟ କରିଥାଏ।ଆହୁରି କିଛି କାରଣ ଅଟେକି ଯେପରି କୁପୋଷଣତା,କାମର ପ୍ରେସର ଅଧିକ ପଢିବା ଭଳିଆ କାର୍ଯ୍ୟକର୍ମ ଲୋକଙ୍କ ଚଷମାର ନମ୍ବର୍ ବଢି ଚାଲିଥାଏ।ଆଖିକୁ ଧୂଳି ଓ ପ୍ରଦୂଷଣରୁ ରକ୍ଷା କରିବା ଛଡ଼ା ଏଠି ଆହୁରି କିଛି ଉପାୟ କହିବୁ ଯାହାଦ୍ୱାରା ଆପଣଙ୍କ ଆଖିର ଦୃଷ୍ଟିକୁ ବା କିରଣ କୁ ବଢାଯାଇ ପାରେ।

ଯଦି ଆପଣଙ୍କ ଆଖି ପୋଡାପୋଡି ହୁଏ ସେହିଭଳି ଯଦି କୌଣସି ପ୍ରକାରର ଝାପ୍ସା ପଣ ଆସିଥାଏତ ଆଁଳା ଆଉ ଧନିଆର ପାଉଡର ବହୁତ ଉପଯୋଗୀ ଅଟେ ଅଁଳାର ୨-୩ ପାଖୁଡା ତଟକା ବାଲା ଯଦିନ ମିଳିଲା ତ ଆପଣ ଶୁଖିଲା ବାଲା ଖୋଜି ଆଣି ପାରିବେ ଏହି ଖଣ୍ଡକୁ ଗୋଟେ ଗିନା ପାଣିରେ ପକେଇ ରଖିଦିଅ ଆଉ ସେଥିରେ ଗୋଟେ ଚାମୁଚ ଧନିଆ ପାଉଡର ମିଶାଇବ ଓ ତାପରେ ସେ ପାଣିରେ ନିଜ ଆଖିକୁ ଧୋଇବ ଏହା ଦ୍ୱାରା ଆଖିର ଝାପ୍ସା ପଣ ଦୁର ହେବ ଆଖି ପୋଡିବା ଆଦିରୁ ଲାଭ ମିଳିଥାଏ।

ନାହିରେ ସବୁଦିନ ସୋରିଷ ତେଲ ଲଗେଇବା ଦ୍ୱାରା ଆଖି ଖୁଞ୍ଚୀ ହୁଏ ନାହିଁ। ସୋରିଷ ତେଲ ନାହିରେ ଲଗେଇବା ଦ୍ୱାରା ତ୍ୱଚାରେ ବି ସୁନ୍ଦରତା ବଢିଥାଏ। ମୁଲେଟି କୁ ପାଣିରେ ବୁଡାଇ ରଖି ତାର କପଡାକୁ ଆଖିରେ ପକେଇବା ଦ୍ୱାରା ଆଖିରେ ପୋଡାଜ୍ଵଳାରେ ଆରାମ ମିଳିଥାଏ।ସବୁଦିନ ସକାଳୁ ଉଠୁ ଉଠୁ ନିଜ ମୁହଁର ଲାଳ ନିଜ ଆଖିରେ ଲଗାଇବା ଦ୍ୱାରା ଆଖିର କିରଣ ବଢିଥାଏ।ଗୋଲମରିଚ ଚୁନ,ଘିଅ,ମିଶ୍ରି ଆଦିର ସେବନ ଦ୍ୱାରା ଆଖିର କିରଣ ବଢିଥାଏ।୫ ଦାନା ଗୋଲମରିଚ ଗୁଣ୍ଡ ଘିଅ ଗୋଟେ ଚାମୁଚ ମିଶ୍ରି ମିଶାଇ ସବୁଦିନ ଆପଣ ଖାଇବା ଦରକାର ଯାହାଫଳରେ ଆଖିର କିରଣ ବହୁତ ଶୀଘ୍ର ବଢିଥାଏ।

ଏହାର ସେବନ ଆପଣ କେବେବି କରି ପାରିବେ।ସବୁଦିନ ପାଚିଲା ଅମୃତଭଣ୍ଡା ଖାଇବା ଦ୍ୱାରା ଆଖିର କିରଣ ବଢିଥାଏ।ସବୁଜ ଧନିଆକୁ ବାଟୀ ତାର ରସ ବାହାର କରିବା ଓ ତାକୁ ସଫା କପଡ଼ାରେ ଚୁପୁଡି ଏହାର ଦୁଇ ଦୁଇ ବୁନ୍ଦା ଆଖିରେ ପକାଇ ବା ଦ୍ୱାରା ବିନ୍ଧୁଥିବା ଆଖି ଠିକ ହୋଇଥାଏ।ସେଓ ର ମୁରବା ଖାଇ ଖୀରର ସେବନ କରିବା ଦ୍ୱାରା ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ଫେରି ଆସେ।ସକାଳୁ ଉଠି ମୁହଁରେ ଥଣ୍ଡା ପାଣି ଭର୍ତି କରି ମୁହଁରେ ଛିଟା ମାରିବା ଦ୍ୱାରା ବହୁତ ଫାଇଦା ହୋଇଥାଏ।ସବୁଦିନ ପନିପରିବାର ସେବନ ଦ୍ବାରା ଆଖିର ଶକ୍ତି ବଢିଥାଏ।

ସକାଳୁ ଶୀଘ୍ର ଉଠି ପାର୍କରେ ଥିବା ଘାସରେ ଖାଲି ପାଦରେ ଚାଲିବା ଦ୍ୱାରା ଦୁର୍ବଳ ଆଖି ପ୍ରଖର ହୋଇଥାଏ।ସବୁଦିନ ଯଦି ଆପଣ ଗାଜରର ରସ ପିଇବା ଦ୍ୱାର ଆଖିର ଦୃଷ୍ଟି ଶକ୍ତି ବଢେ।ଗାଧେଇବା ଆଗରୁ ପାଦର ଆଙ୍ଗୁଠିରେ ସୋରିଷ ତେଲ ଲଗେଇ ଗାଧେଇବା ଦ୍ୱାରା ଆଖିର ଦୃଷ୍ଟି ଶକ୍ତି ବଢି ଥାଏ।ଆଖିର କସରତ କରିବା ଦ୍ୱାରା ଆଖିର ଦୃଷ୍ଟି ଶକ୍ତି ବଢି ଥାଏ।

Leave a Reply

Your email address will not be published. Required fields are marked *