March 25, 2025

Odia Express

Leading Odia News Portal of Odisha

ରାତିରେ ଏହାକୁ ଲଗେଇବା ଦ୍ବାରା ଆମ ଶରୀରରେ ଥିବା ଅବାଞ୍ଛିତ ଚୁଟି ଝଡେଇବାର ଉପାୟ…

ଯଦି ଆପଣ ଆପଙ୍କ ଅବାଞ୍ଛିତ ଚୁଟିକୁ ହଟେଇବାକୁ ଚାହୁଁଛନ୍ତି ତ ଆଜି ଆମେ ଏଠି ଆପଣଙ୍କ ଫାଇଦା ବିଷୟରେ କହିବାକୁ ଚାହୁଁଛୁ ଆପଣ ଯେତେ ଯାହାହେଲେବି ସୁନ୍ଦର ଓ ଚମକ ଦାର କାହିଁକି ନ ହେଇଥାଆନ୍ତୁ ଯଦି ଚେହେରା ଉପରେ ଅବାଞ୍ଛିତ ଚୁଟି ଥାଏ ତ ଆପଣଙ୍କ ଚେହେରାର ସୁନ୍ଦରତା ଖରାପ ହୋଇଯାଇଥାଏ।ଚେହେରାର ଚୁଟି ଆସିବା ଦ୍ୱାରା ଏହା କଳା,ଅସୁନ୍ଦର ଦେଖାଯାଏ ଚେହେରାରେ ଚୁଟିର ହେବା ସାମନ୍ୟ ପଣ ଅଟେ ବଜାରରେ ମିଳୁଥିବା କିଛି ଏମିତି ରାସାୟନିକ ପଦାର୍ଥ ଯାହାକୁ ବ୍ୟବହାର କରିବା ଦ୍ୱାରା ଏହା ଆମ ଚେହେରାରକୁ ହାନି ପହଁଚାଇ ଥାନ୍ତି।ସେଥିପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଘରୋଇଉପାୟ ଜାହାଫଳରେ ଆପଣଙ୍କର ଚେହେରାରେ ଆଉ କୌଣସି ପ୍ରକାର କ୍ଷ୍ୟତି କାରକ ପଦାର୍ଥ ଲଗାଇବାକୁ ପଡିବ ନାହିଁ।

ଆପଣ ଆପଣଙ୍କ ଅବାଞ୍ଛିତ ଚୁଟିକୁ ହଟେଇବା ପାଇଁ ଥ୍ରେଡିଙ୍ଗ୍,ୱ।କ୍ସିଙ୍ଗ,ପ୍ଲଗିଙ୍ଗ ଆଦିର ସହାର ନେଇଥାଏ ଏହା ଦ୍ୱାରା ଆପଣଙ୍କ ଚୁଟିତ ବାହାରି ଆସେ କିନ୍ତୁ ଏମିତି କରିବା ଦ୍ୱାରା ଆମର ଚୁଟି ଆହୁରି ଅଧିକ ମାତ୍ରାରେ ବଢି ବାକୁ ଲାଗେ ମାନେ ଚୁଟି ଆହୁରି ଜୋରରେ ବଢିବାକୁ ଲାଗେ ଆମେ ଆପଣଙ୍କ ପାଇଁ ଏମିତି କିଛି ଆଣିଛୁ ଯାହା ଆପଣଙ୍କ ଅବାଞ୍ଛିତ ଚୁଟିକୁ ସହଜରେ କାଢି ଦେବ କିନ୍ତୁ କୌଣସି ପ୍ରକାର ହାନି ପହଁଚାଇବ ନାହିଁ କିନ୍ତୁ ବହାରରରେ ଥିବା ଉପାୟ ଗୁଡିକ କରିବା ଦ୍ୱାରା ଆମ ଚେହେରାର ନାଲି ନାଲି ଫଳି ଯାଏ ଓ କୁଣ୍ଡେଆଇ ହୁଏ ଆଜି ଆମେ ଏହି ବିଷୟରେ କହିବାକୁ ଯାଉଛୁ ଯାହା ଦ୍ୱାରା ନା ଆପଣଙ୍କ କୌଣସି ପ୍ରକାର ତ୍ୱଚାର ଅସୁବିଧା ହେବ ନାହିଁ।

ଆସନ୍ତୁ ସେ ଉପାୟକୁ ବନେଇବା ଶିଖିଯିବା ପ୍ରଥମେ ଆମେ ନେବା ଅଧା ଗିନା ବେସନ ଏହା ଆମ ତ୍ୱଚାକୁ ସୁନ୍ଦର କରିବାରେ ସାହାର୍ଯ୍ୟ କରେ ଓ ଅବାଞ୍ଛିତ ଚୁଟିକୁ କାଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ। ସାଧାରଣତଃ ଲୋକମାନେ ନିଜର ତ୍ୱଚାର ଗୋରାପଣ ବଢେଇବା ପାଇଁ କରିଥାନ୍ତି କିନ୍ତୁ ଆମେ ଆଜି ଚୁଟି ବାହାର କରିବା କାର୍ଯ୍ୟରେ ବ୍ୟବହାର କରିବଦ୍ୱିତୀୟ ଜିନିଷ ନେବା ହଳଦୀ ଗୁଣ୍ଡ ଏହି ଗୁଣ୍ଡ ଯେତେବେଳେ ବେସନ ସହ ମିଶିଯାଏ ଏହା ଚୁଟିକୁ ହଟେଇବାରେ ସାହାର୍ଯ୍ୟ କରିଥାଏ ଆଉ ଆମ ତ୍ୱଚାକୁ ଉଜ୍ଜ୍ବଳ ଓ ନରମ କରାଇଥାଏ ତୃତୀୟ ଜିନିଷ ଯାହାର ବ୍ୟବହାର ଦ୍ୱାରା ଆପଣଙ୍କ କୁଣ୍ଡେଇ କାଣ୍ଡେଇ ହବନି ତାହା ହେଉଛି କୋଲଗେଟ ଏହାର ବ୍ୟବହାର ଦ୍ୱାରା ଏଥିପାଇଁ କିଛି ହୋଇନଥାଏ କାରଣ କୋଲଗେଟରେ ମିଣ୍ଟ ଥାଏ।

ସେଥିପାଇଁ ସେ ମିଣ୍ଟ ଆମ ଶରୀରକୁ ଥଣ୍ଡା ପଣ ଦେଇଥାଏ।ଚାଲନ୍ତି ଦେଖିବା ଏ ଘରୋଇ ଉପାୟକୁ କିପରି ବନେଇବା ସେଥିପାଇଁ ଗୋଟେ ସଫା ଗିନା ଭିତରେ ଗୋଟେ ବଡ଼ ଚାମୁଚ ବେସନ ପକାଇବେ ଓ ଅଧା ଚାମୁଚ ହଳଦୀ ପକେଇବେ ତୃତୀୟ ସବୁଠୁ ମେନ ଜିନିଷ ପକେଇବେ ସେହଉଛି କୋଲଗେଟ ମାତ୍ର ସକାଳେ ଯେତିକି ବ୍ୟବହାର କରନ୍ତି ଦାନ୍ତ ସଫା ପାଇଁ ତାଠାରୁ ବେସି ନୁହେଁ ମାତ୍ର ଟିକେ କମ ନେବା ଓ ସବୁତକ ଭଲ ଭାବରେ ଗୋଳେଇବା ଟିକେ ପାଣି ମିସେଇବା ଓ ଗୋଟେ ଗାଢ଼ା ପେଷ୍ଟ ବନେଇବା।ଚେହେରାର ଯେକୌଣସି ଜାଗାରେ ଚୁଟି ଉପରର ଆପଣ ୧୦ ମିନିଟ ଲଗେଇ ରଖିଦେବେ ଓ ତାପରେ ହାଲକା ହାତରେ ମାଲିସ କରିବେ ଓ ତାକୁ କାଢି ଦେବେ ଆପଣ ଦେଖିବେ ସେ ଚୁଟି ମଧ୍ୟ ଝଡିଯିବ।ଏହି ପରି ଆମେ ଅବାଞ୍ଛିତ ଚୁଟିକୁ ହଟେଇ ପାରିବା।

Leave a Reply

Your email address will not be published. Required fields are marked *