ଜାଣନ୍ତୁ ମଧୁମେହ,କର୍କଟ,ମୋଟାପଣ ଭଳି ଆସାଧ୍ୟ ରୋଗକୁ କିପରି ଭଲ କରିବା…

ସାଙ୍ଗମାନେ ବଜାରରେ ଆଜିକାଲି ବହୁତ ଫାର୍ମାସିଷ୍ଟକାଲ କମ୍ପାନୀ ଖୋଲି ଗଲାଣି ବହୁତ ମେଡିସିନ ଆସିଗଲାଣି କିନ୍ତୁ ପ୍ରକୃତି ଗୋଟେ ସୁନ୍ଦର ଔଷଧିୟ କେନ୍ଦ୍ର ଆମ ଭିତରେ ଖୋଲିଛି।ଆମେ ତାକୁ ବୁଝିନଥାଏ ଓ ଆମେ ଓଲଟା ତାକୁ ଖରାପ କରିଥାଉ ବାହାର ମେଡ଼ିସିନ ଖାଇ ଆସନ୍ତୁ ଜାଣିବା କେମିତି ଆମ ଶରୀରରେ ଯେତେବେଳେ ଥଣ୍ଡା ହୋଇଥାଏ ଆପଣ ନିଜେ ଔଷଧ ଖାଆନ୍ତି ନହେଲେ ଡାକ୍ତରଙ୍କର ପାଖକୁ ଯାଆନ୍ତି ଓ ସେ ଔଷଧ ଦିଏ ଯାହା ଫଳରେ ଆପଣ ଠିକ ହୋଇଥାନ୍ତି ତାପରେ ଆପଣଙ୍କ ମୁହଁରୁ ଓ ପାଟିରୁ କଫ ବାହାରିଥାଏ ଏଗୁଡିକ ବାହାରିବା ଫଳରେ ଆମ ଶରୀରରେ ଥିବା ଡକ୍ଟର ଏଗୁଡ଼ିକୁ ବାହାର କରି ଆମ ଶରୀରକୁ ସୁସ୍ଥ କରିଥାଏ କିନ୍ତୁ ଆମେ ଔଷଧ ଆଦି ଖାଇ ତାକୁ ବନ୍ଦ କରାଇଥାଉ ଓ ତାପରେ ଆମର କାଶ ହୋଇଥାଏ ଯାହାଫଳରେ ସେଗୁଡିକ ବହାରିବା ଅତ୍ୟନ୍ତ ଦରକାରୀ ହୋଇଥାଏ ଶରିର ଆପଣଙ୍କୁ ଦେଉଥିବା ସଙ୍କେତକୁ ଆପଣ ବୁଝିବା ଦରକାର।
ତାପରେ ଆସନ୍ତୁ ଜାଣିବା ଚୁଟି କାଇଁ ଝଡିଥାଏ ଏହା ଗୋଟେ ରୋଗ ନୁହେଁ ଚୁଟି ଝଡ଼ିବାର କାରଣ କିଛି ଅଲଗା ଅଟେ ଯଦି ଆପଣଙ୍କ ରକ୍ତ ଠିକ ଭାବେ ପ୍ରବାହିତ ହୋଇ ନଥାଏ କିମ୍ବା ଆପଣଙ୍କ ରକ୍ତ ମୋଟା ହୋଇଗଲାଣି ଆମେ କଣ କରୁ ନା ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ଲଗେଇ ଥାଆନ୍ତି ଏହାର କୌଣସି ଲାଭ ହୋଇନଥାଏ ଯେମିତିକି କହିବାର ତାତ୍ପର୍ଯ୍ୟ ଏହାକି ଗୋଟେ ଗଛ ମୂଳରେ ଯାଇଁ କିଛି ପାଣି କିମ୍ବା ଦେଲେ ସେ ଗ୍ରହଣ କରିଥାଏ ସେମିତି ଆମ ଚୁଟି ମୂଳରେ କିଛି ଦେଲେ ସେ ଗ୍ରହଣ କରିବ।
ଏମିତି ଉପରୁ ଛିଞ୍ଚନ କରିବା ଦ୍ୱାରା ସେ ଗ୍ରହଣ କରିନଥାଏ।ଆଜି ଆସନ୍ତୁ ଆମେ ଜାଣିବା କି କଣ କରିବା ଆପଣଙ୍କ ଚୁଟି ରୋଗ ସହ ଆପଣଙ୍କ,ମଧୁମେହ,କର୍କଟ,ମେଦବୃଦ୍ଧି ଆଦି ଲକ୍ଷଣ ଦେଖା ଯାଇଥାଏ।ଯେଉଁ ଔଷଧି ବା ଯେଉଁ ଗଛ ବିଷୟରେ ଆମେ କହିବାକୁ ଯାଉଛୁ ପ୍ରାୟ ସେ ଆପଣଙ୍କ ଘର ପାଖରେ ମିଳିଯିବ ସେ ହଉଛି ସଦାବାହାର ଗଛ ଆୟୁର୍ବେଦିକ ରେ ସଦାବାହାର ଗଛକୁ ଗୋଟେ ପ୍ରକାର ଔଷଧି ବୋଲି କୁହା ଯାଇଛି।ଚୁଟି ଝଡ଼ିବାରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ସଦାବାହାର ଗଛର ପତ୍ରର ବ୍ୟବହାର କରିବା ଉଚିତ।
ସକାଳୁ ଉଠୁ ଉଠୁ ଆପଣଙ୍କୁ ସେ ପତ୍ରରୁ ୨-୩ ଖାଇବାର ଅଛି ଓ ଯଦି ବେସି ଝଡେ ତାହେଲେ ତାର ପତ୍ରକୁ ବାଟୀ ଏହାର ରସ ଚୁଟିରେ ଲଗାଇବା ଉଚିତ ସେ ସଦାବାହାର ଗଛ ଆପଣଙ୍କ ବ୍ରଣକୁ ମଧ୍ୟ ଠିକ କରିଥାଏ କେହି କୁହନ୍ତି ନାହିଁ କି କଣ ପାଇଁ ବ୍ରଣ ହୋଇଥାଏ ଜାଣିଥିବେ ଯାହାର ବ୍ରଣ ହେଉଥିବ ତାର କୋଷ୍ଟକାଠିନ୍ୟ ଥିବ,ଦ୍ୱିତୀୟ କାରଣ ହରମୋନାଲ ଡିଜ ଅଡର ହୋଇଥାଏ ଓ ଅନ୍ୟ କାରଣ ଅଟେ ରକ୍ତ ଅସୁଦ୍ଧ ହେବା ଆପଣ ଏ ଦୁଇଟି ଜିନିଶକୁ ଆପଣ ଠିକ କଲେ ଆପଣଙ୍କ ବ୍ରଣ ଭଲ ହୋଇଯିବ।କଣ କରିବେ ନା ସଦାବାହାର ପତ୍ରକୁ ଖାଇବେ ଓ ସଦାବାହାର ପତ୍ରକୁ ବାଟୀ ମୁହଁରେ ଲଗାଇଥିବେ।ମଧୁମେହ କ୍ଷେତ୍ରରେବି ସଦାବାହାରର ପତ୍ର ବହୁତ ଲାଭ ଦାୟକ ହୋଇଥାଏ।
କର୍କଟ କଣ ଅଟେ? ଏହା ହେଉଛି ଆପଣଙ୍କ ଶରୀରରେ ମୃତ ଟିସୁ ଶରୀରରେ ଯଦି କୌଣସି ପ୍ରକାର ମୃତ ଟିସୁ ବାହାରକୁ ନ ବାହାରି ଶରିର ଭିତରେ ରହି ନିଜ ଭଳି ଅନ୍ୟ ଟିସୁ ବନାଇ ତାକୁ କର୍କଟ କହନ୍ତି।ଆପଣ ସକାଳୁ ଉଠି ୨-୩ଟି ସଦାବିହାରି ପତ୍ର ଖାଇବା ଦ୍ୱାରା ଆପଣଙ୍କୁ କର୍କଟ ରୁ ରକ୍ଷା ମିଳିଥାଏ।ହଳଦୀ ମିସା କ୍ଷୀର ପିବା ଦରକାର।ସଦାବିହାରି ପତ୍ରକୁ ପୁରା ଗୋଟେ ମାସ ଆପଣ ଖାଇବା ଦ୍ୱାରା ୧୫-୨୦ କିଲୋ ସହଜରେ କମିଯିବ।
ମଧୁମେହ ଗୋଟେ ଏମିତି ରୋଗ ଯାହା ଲୋକ ମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ ଓ ସେମାନେ ଭାଵନ୍ତି ଆମେ ଏହାକୁ ଭଲହିଁ କରିପାରିବେ ନାହିଁ ଜୀବନଶୈଳୀ କୁ ଠିକ କରିବା ଦ୍ୱାରା ଏହା ଆମକୁ ଲାଭଦାଇ ହୋଇଥାଏ।ଆସନ୍ତୁ ଜାଣିବା କି କିପରି ମଧୁମେହ କୁ ଭଲ କରିପାରିବେ ସକାଳୁ ଖାଲି ପେଟରେ ସଦାବାହାରର ପତ୍ର ୨-୩ ଖାଇବା ଦ୍ୱାରା ଏମିତି କରିବା ଫଳରେ ଆପଣଙ୍କ ଡାଇବେଟିସ ୨-୩ ମାସରେ ଭଲ ହୋଇଯିବ।ଆପଣଙ୍କୁ ପୁରା ଦିନରେ ୫୦% ଖାଦ୍ୟ କଞ୍ଚା ଖାଇବା ଦରକାର।ତୃତୀୟରେ ଆସିବ ମେଥିଦାନ କୁ ଭିଜେଇ ରଖିବେ ଓ ସକାଳୁ ସେ ମେଥିଦାନ ଓ ପାଣିର ସେବନ କରିବେ।
ଇନ୍ସୁଲୀନର ଭଲ ଭାବରେ ତିଆରି ନହେଲେ ମଧୁମେହ ରୋଗ ହୋଇଥାଏ ପାନକ୍ରିଆରେ ଆସୁଥିବା ଅସୁବିଧା ପାଇଁ ଆମ ଶରୀର ଭଲଭାବରେ ଇନ୍ସୁଲୀନର ସୃଷ୍ଟି ହୋଇପାରେ ନାହିଁ।ଥାଇରଏଡ଼ କ୍ଷେତ୍ରରେ ମଧ୍ୟ ହରମୋନ ପାଇଁ ଏପରି ହୋଇଥାଏ ସେହି ସମ୍ମାନ ଉପାୟ ଦିନରେ ମାତ୍ର ୫୦% ହିଁ କଞ୍ଚା ଖାଇବା ଖାଇବେ।