ସ୍ୱପ୍ନରେ ଯଦି ଏହି ଜିନିଷ ଦେଖନ୍ତୁ ତେବେ ଜାଣିବେ ଭଗବାନ ଙ୍କ କୃପା ଆପଣଙ୍କ ଉପରେ ଅଛି – ଏବେ ଦେଖନ୍ତୁ କଣ ସେହି ଜିନିଷ…

ସାଙ୍ଗମାନେ ପୂଜା ପାଠ ଓ ପ୍ରାର୍ଥନା କରିବା ବହୁତ ଲାଭ ଦାୟକ ହୋଇଥାଏ।ଆଉଯେଉଁ ଲୋକ ନିସ୍ପାପ ହୃଦୟ ଓ ଭକ୍ତିର ଶହ ଭଗବାନଙ୍କୁ ମନ ପକାନ୍ତି ସେ ଲୋକଙ୍କ ଉପରେ ଭଗବାନଙ୍କ କୃପା ଦୃଷ୍ଟି ପଡ଼ିଥାଏ।ଦୈବିକ ଶକ୍ତିର ସାହାର୍ଯ୍ୟରେ ଲୋକମାନେ ସବୁ କାର୍ଯ୍ୟରେ ସଫଳ ହୋଇଥାଆନ୍ତି ଓ ଜାହା ଇଛା କରନ୍ତି ସେସବୁ ମିଳିଥାଏ।ଦୈବିକ ଶକ୍ତିକୁ ପୂଜା ପାଠ କରି ହାସିଲ କରିହେବ ପୂଜା ପାଠ କରିବା ପରେ ଆପଣଙ୍କ ଉପରେ ଭଗବାନଙ୍କ କୃପା ହୋଇଥାଏ କି ନାହିଁ ଆଉ ଆପଣଙ୍କ ସହିତ ଦୈବିକ ଶକ୍ତି ଅଛିକି ନାହିଁ ଏହା ସହଜରେ ଜଣା ପଡିଥାଏ ଯେଉଁ ଲୋକଙ୍କ ଉପରେ ଦୈବିକ ଶକ୍ତି ହୋଇଥାଏ ତାକୁ ଆମେ ଏଠି କହିବୁକି କିପରି ସଙ୍କେତ ଦ୍ୱାରା ଜଣା ପଡିଥାଏ କି ଆମେ ଆପଣଙ୍କୁ କହିବୁକି କିପରି ଆପଣ ଦୈବିକ ଶକ୍ତି ଆପଣଙ୍କ ସହିତ ଅଛି କି ନାହିଁ ସେ ବିଷୟରେ ଜାଣିବା।
ପ୍ରଥମ ହେଲା ଯେଉଁ ଲୋକଙ୍କ ଆଖି ସବୁଦିନ ସକାଳେ ୩-୫ ଭିତରେ ଆପଣଙ୍କ ଆଖି ଖୋଲି ଯାଇଥାଏ ଆପଣଙ୍କ ଶହ ଦୈବିକ ଶକ୍ତି ଥାଏ ଶାସ୍ତ୍ର ଅନୁସାରେ ଏ ସମୟରେ ଦେବତା ମାନେ ଉଠନ୍ତି ଯେଉଁମାନଙ୍କ ଆଖି ସକାଳ ୩-୫ ଭିତରେ ଖୋଲିଯାଏ ସେମାନଙ୍କ ଶହ ଦୈବିକ ଶକ୍ତିର ବାସ ଥାଏ ବୋଲି କୁହନ୍ତି।କୁହାଯାଏ କି ଏମିତି ଦୁନିଆରେ ମାତ୍ର ୧୩% ଲୋକ ସକାଳୁ ଉଠି ଥାନ୍ତି।ଦ୍ଵିତୀୟରେ ଯେଉଁ ମାନଙ୍କୁ ସବୁବେଳେ ନିଜ ସ୍ୱପ୍ନରେ ଭଗବାନଙ୍କ ଦର୍ଶନ ହୋଇଥାଏ ସେମାନଙ୍କ ଉପରେବି ଭଗବାନଙ୍କ କୃପା ରହିଥାଏ।
ଯଦି ଆପଣଙ୍କ ସ୍ୱପ୍ନରେ ମନ୍ଦିର କିମ୍ବା ଦେବସ୍ଥାନ ଦେଖନ୍ତି ତାହେଲେ ଆପଣ ଜାଣିବେକି ଆପଣଙ୍କ ଉପରେ ଦୈବିକ ଶକ୍ତି ବହୁତ ପ୍ରସନ୍ନ ଅଛନ୍ତି ବୋଲି ଜାଣିବ।ଯେଉଁ ଲୋକଙ୍କୁ ଆକାଶରେ ଉଡିବାର ସ୍ୱପ୍ନ ଆସେ ସେମାନଙ୍କ ଉପରେ ଭଗବାନଙ୍କ କୃପା ହୋଇଥାଏ,ସ୍ୱପ୍ନରେ ଆକାଶରେ ଉଡିବାର ଅର୍ଥ ହେଲା କି ଆପଣ ଦୈବିକ ଶକ୍ତିଙ୍କର ଛାୟରେ ଅଛ ଯେଉଁମାନେ ଆପଣଙ୍କ ରକ୍ଷା କରନ୍ତି।
ଚତୁର୍ଥ କଥାବାର୍ତା ହେବା ସ୍ୱପ୍ନରେ ଦେବୀ ଦେବତାଙ୍କ ସହ ବାର୍ତ୍ତାଳାପ କରିବା ଶୁଭ ହୋଇଥାଏ ଓ ତାଙ୍କ ଶହ ଦୈବିକ ଶକ୍ତି ଥାଏ।ପଞ୍ଚମରେ ମନରୁ ସବୁବେଳେ ଖୁସିରେ ଥାଆନ୍ତି ଆପଣ ଯଦି ସବୁ ବେଳେ ମନରୁ ଖୁସିରେ ଥାଆନ୍ତି ତାହେଲେ ଆପଣଙ୍କ ଶହ ଦୈବିକ ଶକ୍ତି ଅଛନ୍ତି।ଏ ଶକ୍ତି ଆପଣଙ୍କ ଜୀବନରେ କୌଣସି ପ୍ରକାର କଷ୍ଟ ଆସିବାକୁ ଦିଏ ନାହିଁ ଯେଉଁଥି ପାଇଁ ଆପଣ ସବୁବେଳେ ଖୁସିରେ ରହିଥାନ୍ତି।
ଛଅରେ ଲାଭ ମିଳିବା ହଠାତ ଲାଭ ମିଳିବା ଯେଉଁ କାର୍ଯ୍ୟକୁ କରିବେ ସେଥିରେ ସଫଳତା ମିଳିଯିବା ବି ସେ ଦିଗରେ ସଙ୍କେତ ଦେଉଛି କି ଦେବୀ ଦେବତା ଆପଣଙ୍କ ସାଥିରେ ଅଛନ୍ତି ବୋଲି ଓ ଦୈବିକ ଶକ୍ତି ଆପଣଙ୍କ ସବୁ କାର୍ଯ୍ୟକୁ ସଫଳ କରିବାରେ ଆପଣଙ୍କ ସାହାଯ୍ୟ କରେ ସେହିଭଳି ହଠାତ ଆପଣଙ୍କୁ ଟଙ୍କା ମିଳିବା ବି ଦୈବିକ ଶକ୍ତିଙ୍କର ସଙ୍କେତ ବୋଲି ମାନି ନେବା।
ସପ୍ତମରେ ଶୋଇବା ବେଳେ ଶୁଣା ଯାଉଥିବା ଶବ୍ଦ ଯଦି ଆପଣଙ୍କୁ ଶୋଇବା ବେଳେ କୌଣସି ଶବ୍ଦ ଶୁଣା ଯାଏ ଓ ଆଖି ଖୋଲିଲା ପରେ ଶବ୍ଦ ଆସିବା ବନ୍ଦ ହୋଇଯାଏ ତ ଏହାର ଅର୍ଥବି ଏହା ମାନିଥାଉ କି ଦୈବିକ ଶକ୍ତି ଆପଣଙ୍କ ସହିତ ଅଛି।
ଅଷ୍ଟମ ପରିବାର ଠାରୁ ସ୍ନେହ ମିଳିବା ଦୈବିକ ଶକ୍ତି ଯଦି ଆପଣଙ୍କ ସହିତ ଅଛନ୍ତି ତାହେଲେ ଆପଣଙ୍କୁ ପରିବାରର ସୁଖ ମିଳିଥାଏ ଓ ଜୀବନରେ ଆପଣଙ୍କୁ ଭଲପାଉଥିବା ଲୋକ ମିଳିଥାନ୍ତି।ତାସହିତ ଯେଉଁମାନଙ୍କୁ ସଚ୍ଚୋଟ ଜୀବନ ସାଥି ମିଳିଥାଏ ତାଙ୍କ ଉପରେ ବି ଦୈବିକ ଶକ୍ତିଙ୍କର ହାତ ଥାଏ ବୋଲି କହନ୍ତି।