ଆଜିର ମଜାଦାର ପ୍ରଶ୍ନ – ଚଲେଇଲେ ଚାଲେ କିନ୍ତୁ ଆଗକୁ ଯାଇ ପାରେନା ସେ କିଏ ? ୯୯ ପ୍ରତିଶତ ଲୋକ ଉତ୍ତର ଦେବାରେ ଫେଲ ହେଇଯିବେ…

ନମସ୍କାର ବନ୍ଧୁଗଣ ଆଜି ଆମେ କିଛି ଓଡ଼ିଆ ସାଧାରଣ ଜ୍ଞାନ ପ୍ରଶ୍ନ ବିଷୟରେ ଜାଣିବା ଯାହା ଦ୍ୱାରା ଆପଣଙ୍କ ବୁଦ୍ଧି ଓ ମସ୍ତିସ୍କ ଆଦିର ବିକାଶ ହେବା ଶହ ଆପଣ ଚାଲାଖ ମଧ୍ୟ ହୋଇଥାନ୍ତି ତାହେଲେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଏହାର ଉତ୍ତର ଗୁଡିକ| ତେବେ ଆପଣଙ୍କ ଏପରି ନୂଆ ଜିନିଷ ଶିଖିବାର ଇଚ୍ଛା ଅଛି ମାନେ ଆପଣ ନିଶ୍ଚୟ ଜଣେ ବୁଦ୍ଧିମାନ ମଣିଷ |ତେବେ ଆଜି ଆମେ ଦେଖିବା ଆପଣ ବୁଦ୍ଧିର ପ୍ରୟୋଗ କରି କେତେ ଉତ୍ତର ସଠିକ ଦେଇପାରୁଛନ୍ତି | ତେବେ ଚାଲନ୍ତୁ ଆରମ୍ଭ କରିବା
ପ୍ରଶ୍ନ ନମ୍ବର୍ ୧:-କାହାକୁ ଦାନ କଲେ ନିଜର ଵୃଦ୍ଧି ହୁଏ ଏବଂ ସାଇତି ରଖିଲେ କ୍ଷୟ ହୁଏ ?
ଉତ୍ତର:- ଜ୍ଞାନ କିମ୍ବା ବିଦ୍ୟା ।ଯଦି ଆପଣ ତାକୁ କାହା ସହ ବାଣ୍ଟୁଛନ୍ତି ତାହେଲେ ଆପଣଙ୍କ ଶହ ଆପଣ ଯାହାକୁ ବାଣ୍ଟୁ ଥିବେ ତାର ମଧ୍ୟ ଜ୍ଞାନ ବଢିବ।
ଏବେ ଆସନ୍ତୁ ଯିବା ଦ୍ୱିତୀୟ ପ୍ରଶ୍ନ ଆଡ଼କୁ:-ପ୍ରଶ୍ନ ନମ୍ବର୍ ୨:- ଖାଇଲେ କିଏ ମରେ ?
ଉତ୍ତର:- ଭୋକ। ଯଦି ଆପଣଙ୍କୁ ଭୋକ ଲାଗୁଥାଏ ଆପଣ ଖାଇ ଦେଲେ ଆପଣଙ୍କୁ ଆଉ ଭୋକ ଲାଗେନି ବା ଆପଣଙ୍କ ଭୋକ ମରିଯାଏ।
ଏବେ ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୩:-ପବନ ଖାଇଲେ କିଏ ମରିଯାଏ ?
ଉତ୍ତର:- ଝାଳ।କାରଣ,ଆପଣଙ୍କ ଦେହରୁ ଯଦି ଝାଳ ବାହାରୁ ଥାଏ ତାହେଲେ ଆପଣ ପବନରେ ବସିଲେ ଝାଳ ମରିଯାଏ।
ଏବେ ଆସନ୍ତୁ ଜାଣିବା ପରବର୍ତୀ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୪:- କାହାକୁ ଟାଣିଲେ ସେ ଛୋଟ ହୁଏ ?
ଉତ୍ତର:- ବିଡ଼ି କିମ୍ବା ସିଗାରେଟ। ଆପଣ ଏ ଦୁଇଟି ଜିନିଷକୁ ଟାଣିବା ଦ୍ୱାରା ଛୋଟ ହୋଇଥାଏ।
ଏବେ ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୫:-ମୁଁ ସବୁଠାରେ କିନ୍ତୁ ମତେ କେହି ଧରି ପାରନ୍ତି ନାହିଁ ?
ଉତ୍ତର:- ପବନ।ପବନ ଅତ୍ର,ତତ୍ର,ସର୍ବତ୍ର ଥାଏ କିନ୍ତୁ ତାକୁ କେହି ଧରି ପାରନ୍ତି ନାହିଁ କିନ୍ତୁ ଏହାକୁ ଅନୁଭବ କରିପାରିବେ।
ଏବେ ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୬:- ପଥର ହେଲେବି ପାଣି,ତାହା କଣ ?
ଉତ୍ତର:- ବରଫ ଓ କୁଆପଥର।ପାଣିକୁ ଅତ୍ୟଧିକ ଥଣ୍ଡା କଲେ ତାହା ବରଫ ରେ ପରିଣତ ହୁଏ ଏହା ପଥର ସଦୃଶ ଟାଣ କିନ୍ତୁ ପ୍ରକୃତରେ ଏହା ପାଣି।
ଏବେ ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୭:- କାହାର ଦାନ୍ତ ଅଛି କିନ୍ତୁ ସେ କାମୁଡି ପାରେନା ?
ଉତ୍ତର:- ପାନିଆ।ଆପଣ ଶୁଣିଥିବେ କିହନ୍ତି ଦାନ୍ତ ପାଣିଆ ତାର ଦାନ୍ତ ଅଛି କିନ୍ତୁ ସେ କାମୁଡି ପାରେନି।
ଏବେ ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୮:-କାହାର ଆଖି ଅଛି କିନ୍ତୁ ସେ ଦେଖି ପାରେନାହିଁ ?
ଉତ୍ତର:- ନଡ଼ିଆ।ନଡ଼ିଆ ଉପରେ ୩ଟି ଆଖି ଥାଏ କିନ୍ତୁ ସେ ଦେଖୀ ପାରେ ନାହିଁ।
ଏବେ ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୯:-କିଏ ସବୁବେଳେ ଉଡୁଥାଏ କିନ୍ତୁ ଜାଗା ଛାଡି କୁଆଡେ ଯାଇ ନଥାଏ ?
ଉତ୍ତର:-ପତାକା।ଆପଣ ମାନେ ଦେଖୀଥିବେ କି ଯାହା ଗୋଟେ ଜାଗାରେ ଗୋଟେ ଖୁଣ୍ଟି ସାହାର୍ଯ୍ୟରେ ବନ୍ଧା ହୋଇଥାଏ କିନ୍ତୁ ସେ ପବନ ସାହାର୍ଯ୍ୟରେ ଉଡୁଥାଏ।
ଏବେ ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୦:-ଚଲେଇଲେ ଚାଲେ କିନ୍ତୁ ଆଗକୁ ଯାଇ ପାରେନା ସେ କିଏ ?
ଉତ୍ତର:- ପଙ୍ଖା।ଆପଣ ଯଦି ପଙ୍ଖାକୁ ବିଦ୍ୟୁତ ଶହ ସଂଯୋଗ କରିବେ ତାହା ଚାଲିବ କିନ୍ତୁ ଆଗକୁ ଜୀଵ ନାହିଁ।
ଏବେ ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୧:-ମୂର୍ତ୍ୟୁ ପରେବି ଠିଆ ହୋଇପାରେ,ସେ କିଏ ?
ଉତ୍ତର:- ଗଛ।ଆଜ୍ଞା ହଁ ଗଛ ସୁଖିକି ମରିଗଲା ପରେବି ସେ ଠିଆ ହୋଇ କିଛି ଦିନ ପର୍ଯ୍ୟନ୍ତ ସେମିତି ରହିଥାଏ।
ଏବେ ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୨:-ଭଙ୍ଗା ହେଲେବି ସେ ଗୋଟିଏ ତାହା କଣ ?
ଉତ୍ତର:- ଖିଲି ପାନ।ଆପଣ ଦେଖିଥିବେ ଦୋକାନରେ ଗୋଟା ପାନକୁ ଭାଙ୍ଗି ଏମିତି ଖିଲି ପାନ ବନାନ୍ତି ତଥାପି ଏହା ଗୋଟେ ପାନ ଅଟେ।
ଏବେ ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୩:-ମନା କଲେବି ସାଙ୍ଗ ଛାଡ଼େନା ସେ କିଏ ?
ଉତ୍ତର :- ଆମ ଛାଇ।ଆପଣ ଯେତେ ମନା କଲେବି ଆଲୁଅ ହେଲେ ସେ ଆପଣଙ୍କ ପାଖକୁ ଆସିଯାଇ ଥାଏ।
ଏବେ ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୪:-ଉତ୍ତାପ ନ ପାଇବି ସେ ଗରମ ହୁଏ ସେ କଣ ?
ଉତ୍ତର:- ମୁଣ୍ଡ।ମୁଣ୍ଡ ଗୋଟେ ଏମିତି ଜିନିଷ ଯାହା ଉତ୍ତାପ ନ ପାଇ ମଧ୍ୟ ଗରମ ହୁଏ।
ଏବେ ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୫:- ଆଖି ଥିଲେବି ସେ ଅନ୍ଧ ତାହା କଣ ?
ଉତ୍ତର:- ମୁର୍ଖ ଲୋକ।ସେମାନଙ୍କ ଆଖି ଥାଏ କିନ୍ତୁ ସେମାନଙ୍କୁ ଯଦି ଗୋଟେ ବିଷୟରେ ବୁଝାଇବେ ସେ ସେ ବିଷୟରେ ଅନ୍ଧ ହୋଇ ରହିବେ।
ଏବେ ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୬:-ପୋଡେ କିନ୍ତୁ ନିଆଁ ନୁହେଁ,ତାହା କଣ ?
ଉତ୍ତର:- ଲଙ୍କା।କାରଣ ଆପଣ ଲଙ୍କା ଖାଇଲେ ଆପଣଙ୍କ ପାଟି ଭିତର ପୋଡି ଥାଏ କିନ୍ତୁ ତାହା ନିଆଁ ନୁହେଁ।
ଏବେ ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୭:-ଦିନରେ କାମ ନକରି କିଏ ମଜୁରୀ ପାଏ ?
ଉତ୍ତର:- ରାତ୍ର ଜଗୁଆଳି।ରାତ୍ର ଜଗୁଆଳି ଦିନ ସାରା ଶୁଏ ଓ ରାତିରେ କାମ କରେ ବା ଜଗିଥାଏ ସେଥିପାଇଁ ସେ ଦିନରେ କାମ ନକରି ପଇସା ପାଏ।
ଏବେ ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୮:-‘ନ’ ରୁ ଆରମ୍ଭ ‘ନ’ ରେ ଶେଷ,ଯିଏ ଦେଖେ ସାରା ଦୁନିଆ ଦୃଶ୍ୟ,କୁହନ୍ତୁ ତାର ନାମଟି କଣ ?
ଉତ୍ତର:-ନୟନ।ନ ରୁ ଆରମ୍ଭ ବି ନ ରେ ଶେଷ ବି ଯାହା ସାରା ଦୁନିଆର ଦୃଶ୍ୟ ଦେଖିଥାଏ।
ଏବେ ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୯:- କେଉଁଠିକୁ ଶହେ ଲୋକ ଗଲେ ଅନ୍ୱେଷତ ଫେରନ୍ତି ?
ଉତ୍ତର:- ମଶାଣି।ସେଠାକୁ ଯେତେ ଲୋକ ଗଲେ ଜଣେ କମ ଆସେ ତେଣୁ କୁହା ଯାଇଛିକି ୧୦୦ ଗଲେ ୯୯ ଆସନ୍ତି କଣ ପାଇଁ ନା ଜଣେ ଦେହ ତ୍ୟାଗ କରିଥାନ୍ତି ସେଥିପାଇଁ।ଏ ଥିଲା ଆମର କିଛି ସାଧାରଣଜ୍ଞାନ ପ୍ରଶ୍ନ ଉତ୍ତର।