February 14, 2026

Odia Express

Leading Odia News Portal of Odisha

କୋଟିଏ ରେ ଗୋଟିଏ ହୋଇଥାନ୍ତି ଏହି 6 ଟି ନାମ ର ଝିଅ -ଭାଗ୍ୟବାନ ଲୋକ ଙ୍କୁ ହିଁ ମିଳନ୍ତି ଏଭଳି ଝିଅ…

ଝିଅ ଙ୍କ ମନ ଯେପରି କୋମଳ ହୋଇଥାଏ। ସେହିପରି ତାଙ୍କ ସ୍ଵଭାଵ ମଧ୍ୟ ଅତି କୋମଳ ସ୍ଵଭାଵ ର ହୋଇଥାନ୍ତି। ତେବେ ଏଭଳି କିଛି ଝିଅ ଥାନ୍ତି ଯେଉଁ ମାନଙ୍କ ସ୍ଵଭାଵ ବହୁତ ଦୁର୍ଲଭ ହୋଇଥାଏ। ଏହି ଝିଅ ମାନେ ନିଜ ସ୍ୱାମୀ ଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ସମ୍ମାନ କରିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବୁ ଏଭଳି କିଛି 6 ଟି ନାମର ଝିଅ ଙ୍କ ବିଷୟରେ ଯେଉଁମାନେ କୋଟିଏ ରେ ଗୋଟିଏ ହୋଇଥାନ୍ତି। କେବଳ ଭାଗ୍ୟବାନ ପୁଅ ମାନଙ୍କୁ ମିଳନ୍ତି ଏପରି ଝିଅ। ତେବେ ଏହି ଆର୍ଟିକଲେ ଟିକୁ ସମ୍ପୁର୍ଣ୍ଣ ପଢ଼ନ୍ତୁ।

A ନାମର ଝିଅ; ଏହି ଝିଅ ମାନେ ବହୁତ ଶାନ୍ତ ସରଳ ସ୍ଵଭାଵ ର ହୋଇଥାନ୍ତି। ଏମାନେ ନିଜ ସ୍ୱାମୀ ଙ୍କ ସମ୍ପୂର୍ଣ୍ଣ କଥା ଶୁଣିଥାନ୍ତି। ଶାଶୁ ଶଶୁର ଙ୍କ ସେବା ମଧ୍ୟ କରିଥାନ୍ତି। ଏହି ଝିଅ ମାନେ ବହୁୟ ଭାଗ୍ୟବାନ ପୁଅ ଙ୍କୁ ହି ମିଳିଥାନ୍ତି।

D ନାମ ର ଝିଅ ମାନେ ;  ଏହି ନାମ ର ଝିଅ ମାନେ ସାଧାରଣତଃ ଟିକେ ଲାଜ କୁଳି ହୋଇଥାନ୍ତି। ଏମାନେ ନିଜ ସ୍ୱାମୀ ଙ୍କ ବହୁତ ସେବା କରନ୍ତି। ଘର ଗୃହସ୍ତି ସମସ୍ତ କାର୍ଯ୍ୟ ରେ ଏମାନେ ନିପୁଣ ଅଟନ୍ତି।

L ନାମ ର ଝିଅ ମାନେ ; ଏହି ନାମର ଝିଅ ମାନେ ବହୁତ କୋମଳ ହୃଦୟ ର ହୋଇଥାନ୍ତି। ଏହି ଝିଅ ମାନେ ଘର ର ସମସ୍ତ କଥା ବୁଝି ଥାନ୍ତି। ଦୁଃଖ ସମୟରେ ସ୍ୱାମୀ ର ହାତ ଛାଡ଼ନ୍ତି ନାହିଁ। ନିଜ ସ୍ୱାମୀ ଙ୍କ ସମସ୍ତ ଆଦେଶ ର ପାଳନ କରିଥାନ୍ତି।ଏହି ନାମ ର ଝିଅ କେବଳ ଭାଗ୍ୟବାନ ସ୍ୱାମୀ ଙ୍କ ଭାଗ୍ୟରେ ଥାଆନ୍ତି।

M ନାମର ଝିଅ; ଏହି ଝିଅ ମାନଙ୍କ ର ପ୍ରକୃତି ବହୁତ ଭଲ ହୋଇଥାଏ। ଏହି ଝିଅ ମାନେ ଯାହାକୁ ଭଲ ପାଆନ୍ତି ତାଙ୍କୁ ହିଁ ବିବାହ କରିଥାନ୍ତି। ଏମାନେ ନିଜ ଜୀବନ ସାଥି ଙ୍କ ପାଇଁ କିଛି ମଧ୍ୟ କହିଥାନ୍ତି। ଏମାନେ ପ୍ରେମ ରେ ଟିକେ ନସମଜ ଅଟନ୍ତି।

P ନାମର ଝିଅ;  ଏହି ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି। ଏମାନେ ବହୁତ ସହଜ ରେ ସବୁ କଥା ବିଶ୍ୱାସ କରି ନିଅନ୍ତି। ଏମାନେ ଯାହାକୁ ଭଲ ପାଆନ୍ତି ତାଙ୍କ ପାଇଁ ନିଜର ସବୁ କିଛି ତ୍ୟାଗ କରିଦେଇ ପାରନ୍ତି। ଏହି ଝିଅ ମାନେ ଘର ଲୋକ ଙ୍କ ତଥା ପିଲା ଙ୍କ ଯତ୍ନ ନେଇଥାନ୍ତି।

R ନାମ ର ଝିଅ; ଏହି ଝିଅ ମାନେ ବହୁତ ଚାଲାକ ଅଟନ୍ତି। ନିଜ ପ୍ରେମ କୁ ପାଇବା ପାଇଁ
ଏମାନେ ସବୁ କିଛି କରି ପାରନ୍ତି। ଏମାନେ ନିଜ ଜୀବନ ସାଥି ଙ୍କୁ ଥରେ ପ୍ରେମ କରିଲେ ତାଙ୍କର ଯତ୍ନ ସବୁ ଦିନ ପାଇଁ ନିଅନ୍ତି ଏବଂ ତାଙ୍କ ସହ ରୁହନ୍ତି। ଏପରି ଝିଅ ସ୍ୱାମୀ ଙ୍କ ପାଇଁ ବହୁତ ଭଲ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *