March 24, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଚୁଟି ବଢେଇବା,ଲମ୍ବା କରିବା,ମୋଟା କରିବାର ଘରୋଇ ଉପାୟ…

ନମସ୍କାର ବନ୍ଧୁଗଣ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ ଆପଣଙ୍କୁ ଆମେ ଏମିଟି ଗୋଟେ ତେଲ ବନେଇବା ଶିଖେଇବୁ ଯାହାକୁ ସପ୍ତାହରେ ଦୁଇଥର ବ୍ୟବହାର କଲେ ଆପଣଙ୍କ ଚୁଟି ଟାଣ ଓ ଶକ୍ତିଶାଳି,ମୋଟା ଲମ୍ବା,ଗହଳିଆ ହେବ।ଆପଣଙ୍କ ଚୁଟି ଯାହାକି ଶୁଖିଲା ଓ ନିର୍ଜିବ ହୋଇଥାଏ ସେ ସମ୍ପୂର୍ଣ୍ଣ ଭାବେ ସୁନ୍ଦର କ ଚମକ ଦାର ହୋଇଯିବ।ବୟସ ପୂର୍ବରୁ ଆପଣଙ୍କ ଚୁଟି ଧଳା ହେବାର ଲାଗିଛି ଏହା ତାକୁବି କଳା କରିଦେବ ଓ ସବୁଠୁ ବଡ଼ ଚିନ୍ତା ରୂପି ଭଲ ହୋଇଯିବ।

ଏ ଉପାୟ ସମସ୍ତ ଯେମିତିକି ଆବାଳବୃଦ୍ଧବନିତା ନଙ୍କ ଉପରେ କାର୍ଯ୍ୟକାରୀ ହେବ।ଆସନ୍ତୁ ଜାଣିବା ଏ ତେଲକୁ ବନେଇବା କେମିତି ଲଗେଇବା କେମିତି ଆସନ୍ତୁ ଜାଣିବା।ଆପଣ ଏ ତେଲକୁ ବନେଇବା ପାଇଁ ସବୁଠୁ ପ୍ରଥମେ କଣ କରିବେନା ଆପଣଙ୍କୁ ନବାର ଅଛି ପିଆଜ ଆଉ ଧ୍ୟାନ ରଖିବେ ସେ ପିଆଜ ସମ୍ପୂର୍ଣ୍ଣ ଭାବେ ନାଲି ହୋଇଥିବା ଆଵଶ୍ୟକ,ଏହା ନାଲି ହେବାର ମୁଖ୍ୟ କାରଣ ହୋଇଥାଏ ସଲଫର ପାଇଁ ଓ ଆପଣଙ୍କୁ ମନକରି ଦୁଇଟି ପିଆଜ ନବାର ଅଛି।

ଏହାପରେ କଣ କରିବାନା ପିଆଜକୁ ଛଡେଇ ଦେବା ଭଲକରି ଓ ତାକୁ ଭଲ ଭାବରେ କାଟିଦେବା ପୁରା ଛୋଟ ଛୋଟ କରି କାଟିଦେବା ଦୁଇଟି ଜାଙ୍କ ପିଆଜକୁ ଭଲ ଭାବରେ ପୁରା ଛୋଟ ଛୋଟ କରି କାଟିଦେବା।ଏହା ଦ୍ୱାରା ଗୋଟେ ଛଣା ଦ୍ୱାରା ସେ ପିଆଜକୁ ଭଲ ଭାବରେ ଦାବିକି ସେଥିରୁ ଯୁସ କାଢିଦେବା।ଆପଣ ଏ ତେଲକୁ ଲଗେଇବା ପରେ ଆପଣଙ୍କ ଚୁଟିରୁ ଅଳ୍ପ ମାତ୍ରାରେ ବାସ୍ନା ଆସିବ।ଯଦି ଆପଣ ଭାବିବେ କି ଅନ୍ୟମାନେ କଣ ଭାବିବେ ଏ ବାସ୍ନା ସୁଙ୍ଗିଲା ପରେ ଆପଣଙ୍କ ଚୁଟି ଦିନକୁ ଦିନ ଝଡ଼ିବ କାରଣ ଉପଚାର କରିବେନିତ ଆପଣ ହିଁ ଅସୁବିଧାରେ ପଡିବେ।ଚୁଟିରେ ରକ୍ତ ପ୍ରବାହ ବନେଇଥାଏ ଓବଜାରରେ ମିଳୁଥିବା ପିଆଜ ତେଲ ସେଥିରେ ପିଆଜର ଉପାଦାନ ବହୁତ କମ ମିସିଥାଏ।

ତେଣୁ ଭଲ ହେବକି ନିଜେ ବନେଇବା ଦରକାର ଜାହାଫଳରେ ଏହା ବହୁତ ଉପଯୋଗୀ ହୋଇଥାଏ ଓ ଆପଣଙ୍କ ପଇସା ବଞ୍ଚେଇଥାଏ ତାସହିତ ପ୍ରଭାବ ଓ ଗୁଣ ଭଲ ଭାବରେ ହୋଇଥାଏ।ତାପରେ ସେଥିରେ ମିଶେଇବାର ଅଛି ଗୋଲମରିଚ ଗୁଣ୍ଡ ଗୋଟେ ଛୋଟ ଚାମୁଚ ମିସେଇବାର ଅଛି।ଆପଣଙ୍କ ରୂପି ସମସ୍ୟା ଠିକ କରିବ ଓ ଚୁଟିକୁ ମଜବୁତ କରିବ।

ଆମ ଚୁଟିର ଲମ୍ବା ପଣ ଅନୁସାରେ ସେଥିରେ ନଡ଼ିଆ ତେଲ ମିସେଇବା ଯଦି ଆପଣ ଚାହିଁବେ ସୋରିଷ ତେଲ ମିଶେଇ ପାରିବେ।ତାପରେ ଆପଣ ସେଥିରେ ବ୍ୟବହାର କରିପାରିବେ କ୍ୟାଷ୍ଟ୍ର ଅଏଲ ବହୁତ ମୁଖ୍ୟ ଜିନିଷ ଅଟେ।ଏହା ଆପଣଙ୍କ ଚୁଟି ଝଡ଼ିବାକୁ ବନ୍ଦ କରିଥାଏ।ଚୁଟିର ମୋଟା ପଣକୁ ବଢ଼ାଇଥାଏ।ଆପଣ ଗୋଟେ ଚାମୁଚ ତେଲ ମିଶାଇବେ,ତାପରେ ତାପରେ ଏଥିରେ ମିସେଇବା ଗୋଟେ ଚାମୁଚ ଅଁଳା ପାଉଡର,ଏହି ପାଉଡର ଆପଣଙ୍କ ଚୁଟିକୁ କଳା କରିବ।

ଏବେ ଆସନ୍ତୁ ଜାଣିବା ଏହାକୁ ଲଗେଇବା କେମିତି ଆପଣ ଏଥିରେ ଗୋଟେ ତୁଳାକୁ ଭଲ ଭାବରେ ବୁଡ଼େଇବେ ଓ ନିଜ ଚୁଟିରେ ଲଗେଇବେ।ଭଲଭାବରେ ନିଜଚୁଟିର ମୂଳ ପର୍ଯ୍ୟନ୍ତ ଭିତରକୁ ଭିତରକୁ ପ୍ରବେଶ କରେଇବେ।ଯାହାଫଳରେ ଆମ ଚୁଟି ଭିତରକୁ ମୂଳ ଦ୍ୱାରା ପ୍ରବେଶ କରିବ ଓ ନିଜ ହାତରେ ଭଲ ଭାବରେ ମସାଜ କରିବେ କାହିଁକି ନା ସେ ତେଲ ଯେପରି ଭଲ ଭାବରେ ଚୁଟି ମୂଳକୁ ପ୍ରବେଶ କରିବ।ଆପଣ ଚୁଟିର ଆଗରେ ଲଗେଇବେ,ତାପରେ ଆପଣ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ସେମିତି ଛାଡ଼ିଦେବେ ଓ ତାପରେ ସାମ୍ପୁ ସାହାର୍ଯ୍ୟରେ ଭଲ ଭାବରେ ଧୋଇଦେବେ।ଏହାପରେ ଆପଣ ଦେଖିବେ ଆପଣଙ୍କ ଚୁଟିରେ ବହୁତ ପରିବର୍ତ୍ତନ ଆସିବ।

Leave a Reply

Your email address will not be published. Required fields are marked *