ସକାଳୁ ପେଟ ସଫା ହେଉନାହିଁ ତ କରନ୍ତୁ ଏହି ଉପାୟ ? ପେଟ ଏକଦମ ସଫା ହେଇଯିବ ଆପଣଙ୍କର …

ସାଙ୍ଗମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ବି ଆମେ ଆପଣଙ୍କ ପାଇଁ ଏକ ଲେଖା ନେଇକି ଆସିଛି ଏହାକୁ ଭଲ ଭାବରେ ପଢନ୍ତୁ।ସାଙ୍ଗମାନେ ଯଦି ଆପଣଙ୍କ ପେଟ ସକାଳୁ ସଫ ହେଉନାହିଁ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପାୟ କହିବୁ ଯାହା ଦ୍ବାରା ନିଜ ପେଟ ଭଲସେ ସଫା କରିପାରିବେ।ସାଙ୍ଗ ମାନେ ପେଟ ସଫାନ ହେବାର କାରଣ ସମୟ ସହିତ ବା ବେସ୍ତତା ଭରା ଜୀବନରେ ଆମେ ମାନେ ନିଜ ଖାଇବା ଉପରେ ଧ୍ୟାନ ରଖି ପାରୁନୁ ଯାହା ପାଇଁ ଏହି ସମସ୍ୟା ହେଉଛି।ଆମ ପେଟ ଭଲସେ ସଫା ନହେଲେ ଏହାର ପ୍ରଭାବ ଆମ ଶରୀର ଉପରେ ପଡିଥାଏ।ଆଜି ଆମେ ଆପଣଙ୍କୁ ଏଭଳି ଘର ଉପଚାର କହିବୁ ଯାହା ଦ୍ଵାରା ଆପଣ ନିଜ ପେଟ ଭଲ ଭାବେ ସଫା କରିପାରିବେ।ଏଥିପାଇଁ ଆବଶ୍ୟକ ଆମଲା ପାଉଡର।ଏହି ପାଉଡର ଖାଇବା ଦ୍ଵାରା ପେଟ ସଫା ସମସ୍ୟା ଦୂର ହୋଇଥାଏ।ପ୍ରତି ଦିନ ରାତିରେ ଶୋଇବା ପୂର୍ବରୁ ଏହି ପାଉଡର ଖାଇବା ଆପଣଙ୍କ ପାଇଁ ଅନେକ ଲାଭଦାୟକ ହୋଇଥାଏ।
ଏହା ପରେ ଜିରା ଏହାକୁ ଖାଇବା ଦ୍ବାରା ପେଟରେ ଗ୍ୟାସ ଆଦି ସମସ୍ୟା ଦୁର ହୋଇଥାଏ।ସେଥିପାଇଁ ସବୁବେଳେ ଖାଇବା ପରେ ଜିରା ଅବଶ୍ୟ ଖାଆନ୍ତୁ।ଦହି ଏହା ମଧ୍ୟ ପେଟ ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ।ଏହାକୁ ଖାଇବା ପରେ ଏକ ଗ୍ଲାସ ଖାଇଲେ ପେଟର ସବୁ ସମସ୍ୟା ଦୂର ହୋଇଥାଏ।
ଗୁଜୁରାତି ଏହା ମଧ୍ୟ ଆବଶ୍ୟକ। କାରଣ ବେଳେ ବେଳେ ଆମେ ଅଧିକ ଖାଇଦେଇଥାଉ ଏହି ସମୟର ଏକ ଗୁଜୁରାତି ଖାଇବା ଦ୍ବାରା ଏହା ଭଲସେ ହଜମ କରିଥାଏ।କାରଣ ଏହା ମଧ୍ୟରେ ପାଚନ ଶକ୍ତି ବଢ଼ାଇବା କ୍ଷମତା ଅଛି।କିନ୍ତୁ ଧ୍ୟାନ ରଖିବେ ଗର୍ଭବତୀ ମହିଳା ଏହାର ସେବନ କରିବେନି କାରଣ ଏହା ଦ୍ବାରା ଗର୍ଭନଷ୍ଟ ହେବାର ଆଶଙ୍କା ଥାଏ।
ହିଂଙ୍ଗ ଏହା କେବଳ ଦୁଇ ଚୁଟିକି ଖାଇବା ଦ୍ଵାରା ଏହା ପେଟ ସଫା କରିବାରେ ସାହାଯ୍ୟ କରିଥାଏ।ଏହା ପେଟ ସବୁ ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ।ସେଥିପାଇଁ ଜେବେ ଖାଦ୍ୟ ରାନ୍ଦୁଛନ୍ତି ସେଥିରେ ହିଂଙ୍ଗର ବ୍ୟବହାର କରନ୍ତୁ।ସାଙ୍ଗ ମାନେ ଯଦି ଏହି ଛୋଟ ଛୋଟ କଥାର ଧ୍ୟାନ ରଖିବା ପେଟ ସମସ୍ୟାରୁ ମୁକ୍ତି ପାଇପାରିବା ଓ ସ୍ୱାସ୍ଥ୍ୟ ଜୀବନ ବିତାଇ ପାରିବା।ଅଳ୍ପ ସାଵଧାନରେ ଆମେ ଅନେକ ବଡ଼ ବଡ଼ ରୋଗରୁ ବଞ୍ଚିପାରିବେ ଏଥିପାଇଁ ଧ୍ୟାନ ରଖି ନିଜ ଜୀବନକୁ ଖୁସିରେ ବିତାନ୍ତୁ।ଯଦି ଆମ ଲେଖା ଭଲ ଲାଗିଛି ଲାଇକ ଓ ସେୟାର କରନ୍ତୁ,ଧନ୍ୟବାଦ