March 24, 2025

Odia Express

Leading Odia News Portal of Odisha

ଯଦି ଆପଣଙ୍କ ଘରେ ପିମ୍ପୁଡି ଅଛନ୍ତି ତ ଆପଣ ବୁଝି ଯାଆନ୍ତୁ କି କିଛି ଏପରି ହେବାକୁ ଯାଉଛି…

ଆମେ ଆମ ଘରେ ପିମ୍ପୁଡି ମାନଙ୍କୁ ଦେଖିବା କ୍ଷଣି ହି ତାଙ୍କୁ ଆମେ କ୍ଷତିକାରକ ଭାବିଥାଉ ଆଉ ତାଙ୍କୁ ଆମେ ଆମ ଗୋଡ଼ ତଳେ ଚାପିକି ମାରି ଦେଇଥାଉ। ଏହାକୁ ଆମେ ଏକ କ୍ଷତି କାରକ ପ୍ରାଣୀ ଭାବେ ମାନି ଥାଉ। ଆଉ କିଛି ଲୋକ ଏହାକୁ ଅଣଦେଖା ହି କରି ଦିଅନ୍ତି। ମାତ୍ର କଣ ଆପଣ କେବେ ଭାବିଛନ୍ତି କି ପିମ୍ପୁଡି କେତେ ପରିଶ୍ରମୀ ପ୍ରାଣୀ ହେଇଥାନ୍ତି ଆଉ ସେମାନେ କେତେ ଏକତା ର ସହ ରହିବାକୁ ପସନ୍ଦ କରନ୍ତି। ଆମେ ଯେତେବେଳେ ବି ମନୋବଳ ଦୁର୍ବଳ ଅନୁଭବ କରୁ ତ ଲୋକ ଆମକୁ ପିମ୍ପୁଡି ମାନଙ୍କର ଉଦାହରଣ ଦେଇକି ଆମର ମନୋବଳ ବୃଦ୍ଧି କରିବାକୁ ଚେଷ୍ଟା କରନ୍ତି। କାରଣ ସେମାନଙ୍କ ଦେଖିବା ପରେ ହି ଆମେ ଜ୍ଞାନ ପାଇଥାଉ କି ଦୁନିଆ ରେ କିପରି ଏକତା ର ସହ ରହି ହେବ।

ସେମାନେ ତାଙ୍କ କାମ ନ କରିସାରି କେବେ ହାର ମାନନ୍ତି ନାହିଁ । ସେମାନେ କେବେ ବି ଆରାମ କରନ୍ତି ନାହିଁ। ତ ଏପରି ହି ଜୀଵ ବାବଦରେ ଆଜି ଆମେ କହିବାକୁ ଯାଉଛୁ। ଆମେ ଆଜି କହିବାକୁ ଯାଉଛୁ ଆମ ମହାନ ସନାତନ ଧର୍ମ ଅନୁସାରେ କି ପିମ୍ପୁଡି ଙ୍କର ଘରେ ଦେଖାଯିବା ଶୁଭ ହେଇଥାଏ କି ଅଶୁଭ ହେଇଥାଏ।ସାଧାରଣତଃ ଘରେ ଆମର ଦୁଇ ପ୍ରକାର ର ପିମ୍ପୁଡି ଦେଖା ଯାଇଥାଏ। ଲାଲ ପିମ୍ପୁଡି ଆଉ କଳା ପିମ୍ପୁଡି ଭାବେ ଦୁଇ ପ୍ରକାର ପିମ୍ପୁଡି ଦେଖା ଯାଇଥାଏ।

ଆପଣ ଜାଣନ୍ତି କି ସାରା ଦୁନିଆ ରେ ଶହ ଶହ କୋଟି କଳା ପିମ୍ପୁଡି ଅଛନ୍ତି ଆଉ ସେହି ସମସ୍ତ ପିମ୍ପୁଡି ମାନଙ୍କରେ ଭଗବାନ ବିଷ୍ଣୁ ଙ୍କର ବାସ ଥାଏ। ତ ଯଦି ଆପଣଙ୍କ ଘରେ ବି କଳା ପିମ୍ପୁଡି ଦେଖା ଯାଉଛି ତ ଆପଣ ବିଲକୁଲ ବି ଚିନ୍ତିତ ହୁଅନ୍ତୁ ନାହିଁ କାରଣ ଭଗବାନ ବିଷ୍ଣୁ ସେମାନଙ୍କ ଭିତରେ ବାସ କରନ୍ତି। ଆପଣ ଆହୁରି ନଡିଆ ର ଶୁଖିଲା ଗୁଣ୍ଡ ରେ ଚିନି ର ଦାନା ମିସେଇକି ତାଙ୍କୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ସେମାନଙ୍କ କୃପା ଆପଣଙ୍କ ଉପରେ ପଡିବ। ଯଦି କାହାର ଦେହ ଅଚାନକ ଖରାପ ହେଉଛି ତ ତାହା ଭଲ ହେଇଯିବ ତଥା ଯଦି ଆପଣଙ୍କ ଚାକିରୀ ମିଳୁନାହିଁ ତ ଆପଣଙ୍କୁ ଜଲଦି ଚାକିରୀ ମିଳିଯିବ।

ଏବେ ଆମେ ଦେଖିବା କି ଲାଲ ପିମ୍ପୁଡି ଯଦି ଘରେ ଦେଖା ଯାଏ ତ କଣ କରାଯିବ। ଯଦି ଆପଣଙ୍କ ଘରେ ଲାଲ ପିମ୍ପୁଡି ଦେଖା ଯାଉଛି ଆଉ ସେ ନିଜ ମୁହଁ ରେ ଅଣ୍ଡା ନେଇକି ଯାଉଛି ତ ଏହା ଆପଣଙ୍କ ଘର ତଥା ଦୋକାନ କୁ ରୋଗ ତଥା ବ୍ୟାଧି ଆସିବାର ସଂକେତ ଅଟେ। ଏହା ଭଲ ହେଇନଥାଏ। ଆପଣଙ୍କୁ ସେହି ପିମ୍ପୁଡି ମାନଙ୍କୁ ବାସ ଗହମ ରେ ଚିନି ମିସେଇକି ଖାଇବାକୁ ଦେବାର ଅଛି ଆଉ ସେମାନେ ହଟିଯିବା ପରେ କାମ ଆରମ୍ଭ କରିବାର ଅଛି।

ବେଳେବେଳେ ଆପଣଙ୍କ ସ୍ବପ୍ନ ଇ ପିମ୍ପୁଡି ଦେଖା ଯାଆନ୍ତି। ଏହା ଭିତରେ ଯଦି ଆପଣଙ୍କ କଳା ପିମ୍ପୁଡି ଦେଖା ଯାଆନ୍ତି ତ ତାହା ବହୁତ ଶୁଭ ହେଇଥାଏ ଆଉ ଯଦି ଲାଲ ପିମ୍ପୁଡି ଦେଖା ଯାଆନ୍ତି ତ ତାହା ଅଶୁଭ ହେଇ ଥାଏ। ତେଣୁ ଏହା ଥିଲା ପିମ୍ପୁଡି ମାନଙ୍କ ବାବଦରେ ଏକ ଛୋଟ ଖବର।

Leave a Reply

Your email address will not be published. Required fields are marked *