March 24, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ପାଦର ଶିର ଫୁଲିଲେ କଣ କରିବା ? ନିଶ୍ଚୟ ଏହାର ଉପଚାର ଜାଣିରଖନ୍ତୁ…

ନମସ୍କାର ବନ୍ଧୁଗଣ,ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ ବ୍ୟସ୍ତ ଜୀବନ ଶୈଳୀକୁ ନେଇ ସମସ୍ତେ ଭେରୀକୁଜ ଭେନ୍ସର ସମସ୍ୟାରେ ଘାଣ୍ଟି ହେଉଛନ୍ତି।ବେଶିରୁ ବେଶି ସମସ୍ୟା ଲୋକଙ୍କର ୩୫-୪୦ ବର୍ଷରେ ଦେଖାଯାଏ।ସେହିଠାରେ ଯୁବକମାନେ ମଧ୍ୟ ସେହି ସମସ୍ୟାରେ ଘାଣ୍ଟି ହୁଅନ୍ତି।ଆଜିକାଲି ଯୁବକ ମାନଙ୍କ ପାଦର ଶିର ଫୁଲି ଯାଏ।ଯେଉଁ କାରଣରୁ ଏମାନଙ୍କୁ ଚାଲିବା ପର୍ଯ୍ୟନ୍ତ ଅସୁବିଧା ହୋଇଯାଇ,ଯେତେବେଳେ ଶରିରରେ ଭଲ ଭାବରେ ରକ୍ତ ପ୍ରବାହ ହୋଇ ପାରିନଥାଏ ସେତେବେଳେ ଏମିତି ହୋଇଥାଏ।

ଫୁଲିଥିବା ଓ ମୋଡିଥିବା ଶିରକୁ ସ୍ପାଇରାଲ ବେଣ୍ଡ ମଧ୍ୟ କୁହାଯାଏ।ମହିଳା ମାନଙ୍କ ଭିତରେ ଏହି ରୋଗର କ୍ଷତରା ଚାରି ଗୁଣ ବେଶି ହୋଇଥାଏ।ଏହା ଏଥିପାଇଁ କାରଣ ମହିଳାମାନେ ଗୋଟେ ଜାଗାରେ ବସି ରହିଥାନ୍ତି।ଏହି ରୋଗ ହବାର କାରଣ ହେଉଛି ତଳପଟରୁ ରକ୍ତ ଯେତେବେଳେ ଶିରା ପ୍ରଶିରା ଦେଇ ହୃଦୟକୁ ଯାଇ ପାରେ ନାହିଁ।ଯାହା କାରଣରୁ ଦରଜ,ବିନ୍ଧା,କୁଣ୍ଡେଇ ଓ ରକ୍ତର ଦାଗ ହେଵା ଆରମ୍ଭ ହୋଇଥାଏ।

ଆରମ୍ଭରୁ ଅଳ୍ପ କିଛି ହେଇଥିବା କାରଣରୁ ଲୋକମାନେ ଏହାକୁ ଅଣଦେଖା କରିଦିଅନ୍ତି।ଧୀରେ ଧୀରେ ଏହି ରୋଗ ଗମ୍ଭୀର ରୂପ ଧାରଣ କରିଥାଏ।ଓଜନ ବଢିବା,ବେଶି ସମୟ ପର୍ଯ୍ୟନ୍ତ ଗୋଟେ ଜାଗାରେ ବସି ରହିବା,ଗର୍ଭବତୀ ଥିବା ସମୟରେ ହରମୋନ ପରିଵର୍ତ୍ତନ ହେବାର କାରଣ ହୋଇଥାଏ।ଶୀରର ବାଇଗଣୀ ବା ନିଳ ହେବା।ରସି ଭଳିଆ ବଙ୍କେଇ ଯିବା।ପାଦରେ ଭାରି ପଣ ଅନୁଭବ ହେବା,ପୋଡା ଜଳା,କଷ୍ଟ ଅନୁଭବ ହେବା।

ସମୟ ଅନୁସାରେ ଏ ରୋଗର ଉପଚାର ନହେଲେ ଏହା ଅଲସର, ଏକ୍ସିମା,ଉଚ୍ଚରକ୍ତଚାପର କାରଣ ହୋଇପାରେ।ଆପଣ ଏହି ରୋଗ ଦେଖୁ ଦେଖୁ ଆପଣ ରୋଗର ଉପଚାର ପାଇଁ ପ୍ରୟାସ ଆରମ୍ଭ କରିଦେବା।ଆପଣ ଏ ସବୁରୁ ରକ୍ଷା ପାଇଁ ସବୁଦିନ କୁସ୍ତି କସରତ କରିବା ଆଵଶ୍ୟକ।ଖାଦ୍ୟ ଗ୍ରହଣ ପରେ ୧୦-୧୫ ବୁଲାବୁଲି କରିବେ ଓ ନିଜ ଖାଦ୍ୟ ପେୟ ଉପରେ ନିୟନ୍ତ୍ରଣ ରଖିବେ।ଆସନ୍ତୁ ଜାଣିବା କିପରି ସଠିକ ଖାଦ୍ୟ ପେୟ ଓ ଘରୋଇ ଉପାୟ ଦ୍ୱାରା ଆମେ ଠିକ ହୋଇ ପାରିବା।

ଏମିତି ଖାଦ୍ୟ ଖାଆନ୍ତୁ ଯାହା ଭିତରେ ଜୀବନ ଥିବ,ନିଜ ଖାଦ୍ୟରେ ଫଳ,ମୂଳ,ଗଜା ଜିନିଷ ଆଦି ବ୍ୟବହାର କରନ୍ତୁ।ରୋଷେଇର ୩ ଘଣ୍ଟା ଭିତରେ ଖାଦ୍ୟ ଗ୍ରହଣ କରିଦେବା ଉଚିତ ଓ ଡ଼ବା,ପ୍ୟାକେଟ ଆଦି ଖାଦ୍ୟ ଖାଇବା ଉଚିତ ନୁହେଁ।ସେ ସମୟରେ ଧଳା ବଦଳରେ ମାଟିଆ ଚାଉଳ ଖାଆନ୍ତୁ।ଚିନି ବଦଳରେ ଖଜୁରି,ଗୁଡ଼ ଖାଇବା ଦରକାର,କଞ୍ଚା ନଡ଼ିଆ ଖାଆନ୍ତୁ,ଅଟାକୁ ଚୋକଡ଼ ସହ ଖାଆନ୍ତୁ।ଶୁଦ୍ଧ ସାକାହାରି ଭୋଜନ ଖାଆନ୍ତୁ।ପାଣିରେ ପରିପୂର୍ଣ୍ଣ ଖାଦ୍ୟ ଗ୍ରହଣ କରନ୍ତୁ।

ଆପଣଙ୍କ ୭୦% ଖାଦ୍ୟ କେବଳ ପାଣି ଓ ସବୁଜ ତଟକା ପନିପରିବା ହେବା ଆଵଶ୍ୟକ,ଆପଣ ଯେତେ ପାରିବେ ସେତେ ସାଲାଡ଼ ଖାଆନ୍ତୁ।୧୦୦ ଗ୍ରାମ ଅଲିଭ ଅଏଲ ରେ ଲେମ୍ବୁକୁ ଭଲ ଭାବରେ ଛେଲିକି ଖରାରେ ରଖି ୩୦ ଏମ.ଲ ତେଲ ମିଶେଇ ନିଜ ଗୋଡ଼ରେ ମାଲିସ କରିବା ଉଚିତ ଓ ତାପରେ କପଡା ଦ୍ୱାରା ଘୋଡେଇ ଦେବେ।ରାତିରେ ଶୋଇବା ବେଳେ କଳା ଖିସମିଶ ପାଣିରେ ଭିଜେଇ ସକାଳୁ ଖାଲି ପେଟରେ ଖାଇବା ଓ ପାଣିକୁବି ପିନେବେ।

ଖ୍ରାବେଳେ ଖାଦ୍ୟ ଗ୍ରହଣର ଗୋଟେ ଘଣ୍ଟା ପରେ,ଗୋଟେ ଚାମୁଚ ଅଳସୀ ର ସେବନ କରିବା ଆଵଶ୍ୟକ।ଚିଆ ମଞ୍ଜିକୁ ଖାଇବାର ଅଧଃଘଂଟା କିମ୍ବା ଘଣ୍ଟାଏ ଆଗରୁ ଖାଇବା ଆଵଶ୍ୟକ।ହାଲ୍କା ଗରମ ପାଣିରେ ଅଧାଚାମୁଚ ଲଙ୍କା ଗୁଣ୍ଡ,ଗୋଟେ ଚାମୁଚ ଆପେଲ ସାଡ଼ର ଭିନେଗାର ଓ ଗୋଟେ ଚାମୁଚ ମହୁକୁ ମିସେଇବ ଓ ଏହାକୁ ଭୋଜନର ଅଧଃଘଣ୍ଟା ପରେ ପିଇବେ।ଏହା ଦ୍ୱାରା ଆପଣଙ୍କ ଭେରୀକୁଜ ଭେନ୍ସ ଭଲ ହୋଇଥାଏ।

Leave a Reply

Your email address will not be published. Required fields are marked *