March 24, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଏପରି ଉପାୟ ଯାହାକୁ ମାତ୍ର ତିନିଥରର ବ୍ୟବହାର ଦ୍ୱାରା ଆପଣ ଙ୍କ ଶରୀରରେ ଥିବା ବିଭିନ୍ନ ପ୍ରକାରର ବିନ୍ଧା ବିନ୍ଧି ଦରଜ ଆଦି ଭଲ କରିଦେବ…

କେବଳ ୩ ଥର ରେ ଅଣ୍ଟା ଦରଜ, ଆଣ୍ଠୁ ଦରଜ, ହାତ ଦରଜ, ଗୋଇଠି ଦରଜ ଏବଂ ଗଣ୍ଠି ଦରଜ ଯେକୌଣସି ପ୍ରକାରର ଦୁର୍ବଳତା, କ୍ୟାଲସିୟମ ର ଅଭାବ, ରକ୍ତହୀନତା ଏସବୁକୁ ମୂଳରୁ ଭଲକରି ପାରିବ ଆମର ଏହି ଉପାୟ। ଆମର ବର୍ତ୍ତମାନର ଜୀବନଶୈଳୀ ଏପରି ହୋଇଯାଇଛି କି ନା ଆମେ ଠିକ୍ ସମୟରେ ଖାଦ୍ୟ ଖାଉଛନ୍ତି, ନା ଆମେ ଠିକ୍ ସମୟରେ ଶୋଉଛନ୍ତି ନା ଏମିତି କୈାଣସି ପ୍ରକାରର ଶାରୀରିକ ପରିଶ୍ରମ କରୁଛେ, ନା ଆମର ଦୈନିକ ଖାଦ୍ୟ ରେ କୈାଣସି ପ୍ରକାରର ପୃଷ୍ଟିସାର ଖାଦ୍ୟ ଖାଉଛେ କି ସେଥିରୁ ଆମ ଶରୀରକୁ ଶକ୍ତି ଅଥବା ହାଡ କୁ ସଠିକ୍ ପୋଷାକ ମିଳିପାରୁଛି।ଏହି ସବୁ କାରଣରୁ ଆମ ଶରୀର ଦୁର୍ବଳ ହୋଇଯାଏ, ପ୍ରାୟତଃ ପୁରୁଷ ମାନଙ୍କ ପକ୍ଷରେ ଅଧିକ ଦୁର୍ବଳତା ଦେଖାଯାଏ, ଯେତେ ଅଧିକ ବୟସ ବଢ଼େ ସେତେ ଅଧିକ ଶାରୀରିକ ଦୁର୍ବଳତା, ଆଣ୍ଠୁ ଦରଜ, ଅଣ୍ଟା ଦରଜ, ମାଂସପେଶୀ ରେ ଦୁର୍ବଳତା ଦେଖାଯାଏ, ଏମିତି କି ସଂପୂର୍ଣ୍ଣ ଶରୀରେ ଏତେ ପରିମାଣରେ ଦରଜ ଏବଂ ଦୁର୍ବଳତା ଅନୁଭବ ହୁଏ କି ଏହି କଷ୍ଟ ସହି ହୁଏନା।

ବନ୍ଧୁଗଣ ଯଦି ଆପଣଙ୍କଠାରେ ଏହି ସବୁ ସମସ୍ୟା ଅନୁଭୂତ ହେଉଥାଏ ତେବେ ଆମର ଏହି ତଥ୍ୟକୁ ସଂପୂର୍ଣ୍ଣ ଭାବେ ପଢ଼ନ୍ତୁ। ବନ୍ଧୁଗଣ ଆମେ ଆଜି ଆପଣମାନଙ୍କୁ ଏପରି ୩ ଟି ଜିନିଷ କହିବାକୁ ଯାଉଛୁ ଯେଉଁଥିରେ ଆପଣଙ୍କର ଭୟଙ୍କର ରୁ ଭୟଙ୍କର ଦରଜ ଦୂର ହୋଇଯିବ। ଆଉ ଏହି ସବୁ ଜିନିଷ ଆପଣଙ୍କୁ ସହଯ ରେ ଆପଣଙ୍କ ଘରେ ମିଳିଯିବ ଅଥବା ଗ୍ରୋସରି କିମ୍ବା ଆୟୁର୍ବେଦ ଦୋକାନ ରେ ମିଳିଯିବ। ଆଉ ଏହି ଉପାୟ କୁ ଆପଣ ଯଦି ୩ ଦିନ ଅବଲମ୍ବନ କରୁଛନ୍ତି ଏହା ଆପଣଙ୍କ ପାଇଁ ଏତେ ପରିମାଣରେ ଫଳପ୍ରଦ ହେବ କି ଆପଣଙ୍କର ସବୁ ଦରଜ ଭଲ ହୋଇଯିବ। କିନ୍ତୁ ଏହାକୁ ଖାଇବାର ସଠିକ୍ ଉପାୟ ଆପଣ ଜାଣିବା ଦରକାର ଯଦି ଆପଣ ଏହା ନ କରୁଛନ୍ତି ତାହାଲେ ସେତେ ଫଳପ୍ରଦ ହେବ ନାହିଁ, ତେଣୁ ଦୟାକରି ଭଲ ଭାବରେ ଏହି ତଥ୍ୟ କୁ ପଢ଼ନ୍ତୁ।

ଏବେ ଆସନ୍ତୁ ଜାଣିବା କେଉଁ ଉପାୟରେ ଏହାକୁ ଆପଣ ବ୍ୟବହାର କରିବେ। ଏଣୁ ପ୍ରଥମେ ଆପଣ କାଶ୍ମୀର ବାଦାମ (ପେସ୍ତା ବାଦାମ) ନିଅନ୍ତୁ ଯେଉଁଥିରେ ଅଧିକ ପରିମାଣରେ ତେଲ ଥାଏ, ଏହା ଆମ ହାଡ ଏବଂ ମାଂସପେଶୀ ପାଇଁ ଲାଭଦାୟକ ଅଟେ। ଏହାପରେ ଆପଣ ଗୁଡ ନିଅନ୍ତୁ ଯେଉଁଟା ତମ୍ବା ରଙ୍ଗର ହୋଇଥାଏ। ଏହାପରେ ଆପଣ ଗୁନ୍ଥା ହୋଇଥିବା ମିଶ୍ରି ନିଅନ୍ତୁ। ଏବେ ଆସନ୍ତୁ ଜାଣିବା ଏହାକୁ ଆପଣ କିପରି ପ୍ରସ୍ତୁତ କରିବେ ଆଉ ଏହାକୁ କିପରି ସେବନ କରିବେ କାରଣ ଏହା ବହୁତ ଗରମ ଅଟେ, ଆପଣ ଯଦି ଏହାକୁ ସଠିକ ଭାବରେ ସେବନ ନ କରୁଛନ୍ତି ତେବେ ଆପଣଙ୍କ ଶରୀର ଅତ୍ୟଧିକ ଗରମ ହୋଇଯିବ।

ପ୍ରଥମେ ଯେଉଁମାନଙ୍କର ଶରୀରର ଗରମ୍ ପ୍ରକୃତିର ସେମାନେ ରାତି ରେ ୫-୬ ଟି ବାଦାମ କୁ ପାଣିରେ ବତୁରାଇ ଦେବେ ଏବଂ ସକାଳୁ ସକାଳୁ ଖାଲି ପେଟରେ ବାଦାମ ର ଚୋପା ଛଡ଼ାଇ ଏହାକୁ ସେବନ କରିବେ। ଠିକ୍ ଏହା ପରେ ୧ ଗ୍ଲାସ୍ ନିର୍ମଳ ପାଣିରେ ୧ ଗ୍ରାମ ଗୁଡ ଏବଂ ୧ ଗ୍ରାମ ମିଶ୍ରି କୁ ସଂପୂର୍ଣ୍ଣ ଭାବେ ମିଶାଇ ସେବନ କରିବେ।

ଦ୍ଵିତୀୟ ଯେଉଁମାନଙ୍କର ଶରୀରରେ ଅଧିକ ଥଣ୍ଡା ଅଂଶ ରୁହେ ସେମାନେ ଖାଲି ପେଟରେ ସକାଳୁ ସକାଳୁ ବାଦାମ ର ଚୋପା ଛଡ଼ାଇ ତାକୁ ଗ୍ରାଇଣ୍ଡର ରେ ଭଲ ଭାବରେ ପେଶି ସେବନ କରିବା ସହ ୧ ଗ୍ଲାସ୍ ପାଣିରେ ୧ ଗ୍ରାମ ଗୁଡ ଏବଂ ୧ ଗ୍ରାମ ମିଶ୍ରି କୁ ସଂପୂର୍ଣ୍ଣ ଭାବେ ମିଶାଇ ସେବନ କରିବେ।ଏହା ସହ ଆପଣମାନେ ତ୍ରିକୋଣ ଆସନ ଏବଂ କିଛି ଯୋଗ, ବ୍ୟାୟାମ କରନ୍ତୁ ଯାହା ଆପଣଙ୍କ ପାଇଁ ଆହୁରି ଅଧିକ ଫଳପ୍ରଦ ହେବ।

Leave a Reply

Your email address will not be published. Required fields are marked *