March 13, 2025

Odia Express

Leading Odia News Portal of Odisha

ଆଜିର ମଜାଦାର ୨୦ ହସକଥା – ରାଜୁ ସଞ୍ଜୁକୁ କହିଲା ତୋର ହେବାକୁ ଥିବା ସ୍ତ୍ରୀ ଶୋଇବା ବେଳେ ଧରା ପଡିଥିଲା , ତାପରେ ଯାହା ହେଲା ତାହା ଶୁଣିକି ହସି ହସି ଗଡ଼ିଯିବେ ଆପଣ..

ଆଜି କାଲି ସମସ୍ତେ ଟେନସନ୍ ରେ ଅଧିକା ରହିବାକୁ ଲାଗିଲେଣି , ଏହାର ବହୁତ ସାରା କାରଣ ଅଛି , କାହାକୁ ଚାକିରି ପାଇଁ ଚିନ୍ତା କାହାକୁ ବିବାହ କରିବାକୁ ନେଇ ଚିନ୍ତା ଓ କାହାକୁ ପ୍ରେମ କିମ୍ବା ପଇସା ପାଇଁ ଚିନ୍ତା, ଏଠାରେ ସମସ୍ତଙ୍କ ଅଲଗା ଅଲଗା କାରଣ ଅଛି , ତାପରେ ସୋସିଆଲ୍ ମିଡିଆରେ ଯେବେ ଲୋକେ ଅନ୍ୟ ଭଲ ଖବର ଓ ଭଲ ଫଟୋ ପୋଷ୍ଟ କରିବାର ଦେଖନ୍ତି ଓ କିଛି ଫଟୋକୁ ନେଇକରି ଟେନସନ୍ ହୋଇଯାଆନ୍ତି , ସେ ଏକ ଭଲ ଜୀବନ ପାଇଁ ନିଜ ଉପରେ ପ୍ରେସର୍ ପକାଇଥାନ୍ତି , ଏମିତିରେ ଏହି ସବୁ ଟେନସନ୍ ଦୁର ଭଗାଇବା ପାଇଁ ଜୋକ୍ସ ବହୁତ କାମକୁ ଆସେ , ଏହା ଆପଣଙ୍କ ମାଇଣ୍ତକୁ ରିଲାକ୍ସ କରିବାରେ କାମ କରେ , ତେବେ ଆସନ୍ତୁ ସେ ମଜାଳିଆ ଜୋକ୍ସ ବିଷୟରେ ଅଧିକା ଜାଣିବା ।

ଗୋଟେ ନିଗ୍ରୋ ବସ୍ ରେ ନିଜ ଛୁଆଙ୍କ ସହ ଯାଉଥିଲା,  କଣ୍ତକ୍ଟର ସେହି ଛୁଆକୁ ଦେଖିକହିଲା ଏତେ କଳା ଛୁଆ ମୁଁ ଆଜି ପର୍ଯ୍ୟନ୍ତ ଦେଖିନାହିଁ , ନିଗ୍ରୋକୁ ରାଗ ଆସିଲା କିନ୍ତୁ ସେ କିଛି କହିଲା ନାହିଁ , ଓ ସିଟ୍ ରେ ଆସିକରି ମୁହଁକୁ ଫୁଲାଇ ବସିଲା

ସନ୍ତା ତାଙ୍କୁ ପଚାରିଲା କଣ ହେଲା ଭାଇ ନିଗ୍ରୋ ସନ୍ତାକୁ କହିଲା ଆରେ ୟାର୍ ସେ କଣ୍ତକ୍ଟର୍ ମୋତେ ବେଇଜ୍ଜତ୍ କଲା ସନ୍ତା ଆର୍ ମାର ଶଳାକୁ ଏବେ ଏହି ଚିମ୍ପାଞ୍ଜି ଛୁଆ ମୋତେ ଧରେଇ ଦେ ଶଳା କାମୁଡିବନି ତ ?

ସ୍ତ୍ରୀ ଶୁଣ ଯେବେ ଆମର ନୁଆ ବାହାଘର ହୋଇଥିଲା ତେବେ ଯେବେ ମୁଁ ଖାଇବା ତିଆରି କରୁଥିଲି ତେବେ ତୁମେ ନିଜ କମ୍ ଖାଉଥିଲ , ମୋତେ ଅଧିକା ଖୁଆଉଥିଲ , ସାନ୍ତା : ତେବେ ସ୍ତ୍ରୀ : ତେବେ ଏବେ ସେମିତି ଆଉ କରୁନ , ସନ୍ତା ; କାରଣ ଏବେ ତୁମେ ଭଲ ଖାଦ୍ୟ ତିଆରି କରିବା ଶିଖିଗଲଣି ।

ସାନ୍ତାର ବିବାହ ଏକ ନର୍ସ ସହ ହୋଇଗଲା, ବାନ୍ତା : ଆରେ ସାନ୍ତା କେମିତି ସବୁ ଚାଲିଛି , ସନ୍ତା : ପଚାରେନି ସାଙ୍ଗ ଯେବେ ପର୍ଯ୍ୟନ୍ତ ସିଷ୍ଟର୍ ନ କହିବ ସେ କିଛି କହୁନି ,

ସନ୍ତା ଏକ ଜଳଖିଆ ଦୋକାନକୁ ଗଲା, ଓ ସେଠାରେ ଅଧା କିଲୋ ଜିଲାପି ଖାଇଲା ଓ ବିନା ପଇସା ଦେଇ ପଳେଇ ଆସିବାକୁ ଲାଗିଲା,  ଦୋକାନୀ କହିଲା,  ଆରେ ଜିଲାପିର ପଇସା ଦିଅ , ସନ୍ତା କହିଲା ପଇସା ତ ନାହିଁ , ଏହାପରେ ଦୋକାନୀ ନିଜ ଚାକରକୁ ଡକାଇକରି ସନ୍ତାକୁ ବହୁତ ପିଟିଲା,  ପିଟିବାପରେ ସନ୍ତା ଉଠିଲା ଓ ହାତ ଝାଡିଲା ଓ ଆଉଥରେ କହିଲା ଆହୁରି ଏକ କିଲୋ ଆହୁରି ଓଜନ କରିଦେ ।

ସନ୍ତା : ତୁମେ ଅପରେସନ୍ ନକରି ମେଡିକାଲ୍ ରୁ କାହିଁକି ପଳେଇ ଆସିଲ,  ବନ୍ତା : ନର୍ସ ବାରମ୍ବାର କହୁଥିଲା କି ଡର ନାହିଁ , ସାହାସ ରଖ, କିଛି ହେବ ନାହିଁ , ଏହା ତ ଏକ ଛୋଟ ଅପରେସନ୍ ଅଟେ , ସନ୍ତା: ତେବେ ଏଥିରେ ଭୟଭୀତ ହେବାର କଣ ଅଛି , ଠିକ୍ ତ କହୁଥିଲା ନର୍ସ,  ବନ୍ତା ; ଶଳା ସେ ମୋତେ ନୁହେଁ ଡାକ୍ତରକୁ କହୁଥିଲା

ଗୋଟେ ସତ୍ ସଙ୍ଗ୍ ସମୟରେ ସନ୍ଥ ପ୍ରବଚନ କରୁଥିବା ବେଳେ ଯିଏ ଏହି ଜନ୍ମରେ ନର ଅଛି , ସେ ଆଗାମୀ ଜନ୍ମରେ ନର ହିଁ ହେବ , ଓ ଏହି ଜନ୍ମରେ ନାରି ଅଛି ସେ ଆଗାମି ଜନ୍ମରେ ନାରି ହେବ , ଏଥିରେ ଏକ ବୁଢି ଉଠିକରି ଚାଲିବାକୁ ଲାଗିଲା , ସନ୍ଥ କହିଲେ କୁଆଡେ ଯାଉଛ ଏଠାରୁ ବୁଢି କହିଲା ଯେବେ ଆଗାମୀ ଜନ୍ମରେ ରୁଟି ତିଆରି କରିବି,  ତେବେ ସତସଙ୍ଗ୍ ଶୁଣିକରି କଣ ଫାଇଦା ?

ଏକ ପ୍ରଶ୍ନ : ସ୍ତ୍ରୀ କଣ ଅଟେ , ଉତ୍ତର : ସ୍ତ୍ରୀ ସେହି ଶକ୍ତିର ନାଁ ଅଟେ ଯାହାକୁ ବୁଲି ଅନେଇ ଲେ ଭେଣ୍ତିର ପରିବାରେ ପନିର୍ ର ସ୍ୱାଦ ଲାଗିଥାଏ ,

ସଞ୍ଜୁ ଦେଖ୍ ଭାଇ ସେ ଝିଅ ଯାହାକୁ ମୋର ବିବାହ ହେବାର ଅଛି ,ରାଜୁ , ଆରେ ତାକୁ ତ ମୁଁ ଜାଣିଛି ସେ ଆଉ ମୁଁ ଗୋଟେ ଯାଗାରେ ଶୋଉଥିବାର ବେଳେ ଧରା ପଡିଥିଲୁ , ସଞ୍ଜୁ ଆଶ୍ଚର୍ଯ୍ୟ ହୋଇକଇର୍ କଣ କେବେ  ରାଜୁ ଆରେ ଗଣିତ କକ୍ଷାରେ ସେ ମୋର କ୍ଲାସରେ ପଢୁଥିଲା ।

ଶିକ୍ଷକ ଆରେ ମୁର୍ଖ କେବେ କେଉଁ ବହି ଖୋଲି ଦେଖିଛୁ ? ସଞ୍ଜୁ ; ହଁ ମୁଁ ସବୁଦିନ ଖୋଲୁଛି , ଶିକ୍ଷକ କେଉଁ ବହି ? ଛାତ୍ର  ଫେସବୁକ୍

ସ୍ୱାମୀ :ତୁମର ବିବାହ ପୁର୍ବରୁ କେତେ ଜଣ ବୟଫ୍ରେଣ୍ତ ଥିଲେ ? ସ୍ତ୍ରି ଚୁପ୍ ଚାପ୍ ରହିଲେ,  ସ୍ୱାମୀ ଚିଲ୍ଲାଇକରି ମୁଁ ଏହି ଚୁପ୍ ଚାପ୍ କୁ ଭାବିକରି କଣ ବୁଝିବି, ସ୍ତ୍ରୀ ହେ ଭଗବାନ୍ , ଗଣୁଛି , ଚିଲ୍ଲାଉଛ କଣ ପାଇଁ ??

Leave a Reply

Your email address will not be published. Required fields are marked *