March 23, 2025

Odia Express

Leading Odia News Portal of Odisha

ଜୋକ୍ସ : ପହଲିବାନ ସହ ବିବାହ ଠିକ୍ ହେଲା ପରେ ଝିଅଟି ନିଜ ମାକୁ କହିଲା , ମା ମୁଁ ପହଲିବାନ ସହ ବିବାହ କରିବିନି କାରଣ ଜାଣିଲେ ହସି ହସି ଗଡିବେ ଆପଣ..

ଆଜି ଆମେ ଆପଣଙ୍କ ପାଖକୁ କିଛି ଭାଇରାଲ୍ ଜୋକ୍ସ ନେଇକରି ଆସିଛୁ , ଯାହା ଇଣ୍ଟରନେଟ୍ ରେ ବହୁତ ଭାଇରାଲ୍ ହେବାରେ ଲାଗିଛି , ଏହାକୁ ପଢିଲେ ଆପଣଙ୍କ ସବୁ ଟେନସନ୍ ଦୁରେଇ ଯିବ , ତେବେ ଆସନ୍ତୁ ଜାଣିବା ।ଦୁଇଟି ଝିଅ ସିନେମା ହଲ୍ ରୁ ଫିଲ୍ମ ଦେଖିକରି ଆସୁଥିଲେ , ପ୍ରଥମ ଝିଅ କହିଲା , ଆରେ ମୋର ପର୍ସ ଚୋରି ହୋଇଗଲା , ଦ୍ୱିତୀୟ ଝିଅ କହିଲା,  ତୁମେ ତୁମ ପର୍ସ ନିରାପଦ ଜାଗାରେ ରଖିଥିଲ ନା ? ପ୍ରଥମ ଝିଅ : ମୋତେ କଣ ଜଣା ଥିଲା କି ସେ ଚୋର ବୋଲି ଓ ଚୋରି କରୁଛି ।

ବସ୍ : ତୁମର ବିବାହ ହୋଇସାରିଲାଣି ?

ସନ୍ତା : ହଁ ସାର୍, ଗୋଟିଏ ଝିଅ ସହ ହେଲା। ବସ୍ : ବିବାହ ତ ଝିଅଙ୍କ ସହ ହୋଇଥାଏ , ସର୍ଦାର୍ : ନା ସାର୍ ମୋର ଭଉଣୀର ପୁଅ ସହ ହେଲା ।

ସ୍ତ୍ରୀ ନିଜ ବାପଘରୁ ଫେରି ଆସିଲା, ସ୍ୱାମୀ କବାଟ ଖୋଲିକରି ଜୋର୍ ଜୋର୍ ରେ ହସିବାକୁ ଲାଗିଲା, ସ୍ତ୍ରୀ : ଏମିତି କଣ ପାଇଁ ହସୁଛ ? ସ୍ୱାମୀ : ଗୁରୁଜୀ କହିଥିଲେ କି ଯେବେ କେଉଁ ବିପଦ ଆସିଲେ ତାହା ସାମ୍ନାକୁ ଆସିଲେ ହସିବ ,

ପପୁର ମା ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା,  ପପୁ ନିଜ ମାକୁ ହସପିଟାଲ୍ ନେଇକରି ଗଲା, ଡାକ୍ତର କହିଲେ ୨ଟି ଟେଷ୍ଟ ହେବ , ପପୁ ଜୋର୍ ରେ କାନ୍ଦିବାକୁ ଲାଗିଲା,  ହେ ଭଗବାନ ଏବେ କଣ ହେବ , ମୋର ମା ତ ଅଶିକ୍ଷିତ ଅଟନ୍ତି ।

ସ୍କୁଲ୍ ଟାଇମ୍ ରେ ଯଦି ଭୁଲ୍ ବଶତଃ ଅନ୍ୟ କ୍ଲାସ୍ ରେ ଚାଲିଯାଆନ୍ତି , ତେବେ ଏମିତି ଲାଗେ କି କେଉଁ ଅଲଗା ଗ୍ରହକୁ ଚାଲି ଆସିଛ , ଓ ସେହି କ୍ଲାସର ସବୁ ଛୁଆ ଦେଖନ୍ତି ଯେପରି ଆମେ ଏଲିଏନ୍ ଆସିଯାଇଛୁ ।

ଝିଅମାନେ ଲାଲି କଲରର ଲିପିଷ୍ଟିକ୍ ର ୨୦ ଟି ସେଡ୍ ରେ ବି ସହଜରେ ଅନ୍ତରରେ ବନାଇପାରିବେ , ଓ ପୁଅମାନେ ସ୍ୟାମ୍ପୁ ପରିବର୍ତ୍ତେ କଣ୍ତିସନର୍ ରେ ଗାଧୋଇପଡିବେ , ଓ ଗାଧୋଇକରି କହିବେ କିଏ ଆଣିଥିଲା ସ୍ୟାମ୍ପୁ , ଫେଣ ହେଉନି ।

ଗୋଟେ ବ୍ୟକ୍ତିର ପୁଅ ହେଲା , ୪ ମାସ ପରେ ତାର ପୁଅ ରୋଗାଗ୍ରସ୍ତ ହୋଇଗଲା, ତେବେ ସେହି ମେଡିକାଲ୍ ରେ ନେଇଗଲା ଯେଉଁଠି ସେ ଜନ୍ମ ନେଇଥିଲା,  ଡାକ୍ତରକୁ ଦେଖିବାପରେ ଡାକ୍ତର ତାହାର ଫିସ୍ ମାଗିଲା ତେବେ ସେ କହିଲା,  ବ୍ୟକ୍ତି : କେତେ ଫିସ୍ ? ଏବେ ତ ଏଠୁ ଯାଇଥିଲୁ , ଏବେ ତ ଚାରିମାସ ହୋଇଛି,  ଏବେ ୱାରେଣ୍ଟି ଅଛି , ସବୁ ଜିନିଷର ୧ ବର୍ଷର ୱାରେଣ୍ଟି ହୋଇଥାଏ , ଡାକ୍ତର ବେହୋସ୍ ।

ମଦ ପିଇକରି ବର୍ବାଦ ହେବା ପରେ ମଦୁଆ ଜଣଙ୍କ କେବେ ମଦ ନ ପିଇବାର ପ୍ରତିଜ୍ଞା କଲେ ଓ ଘରୁ ମଦର ଖାଲି ବୋତଲ ଫିଙ୍ଗିବାକୁ ଲାଗିଲା , ପ୍ରଥମ ବୋତଲ ଫିଙ୍ଗିକରି କହିଲା , ତୋର କାରଣରୁ ମୋର ଚାକିରି ଗଲା , ଦ୍ୱିତିୟ ବୋତଲ ଫିଙ୍ଗିକରି କହିଲା , ତୋର କାରଣରୁ ମୋର ଘର ବିକ୍ରି ହୋଇଗଲା, ତୃତୀୟ ବୋତଲ ଫିଙ୍ଗିକରି କହିଲା, ତୋର କାରଣରୁ ମୋର ସ୍ତ୍ରୀ ମୋତେ ଛାଡିକରି ଚାଲିଗଲା, ଚତୁର୍ଥ ବୋତଲ ଉଠାଇଲା ତ ତାହା ଫୁଲ୍ ମଦ ବୋତଲ ଥିଲା, ମଦୁଆ : ତୁ ସାଇଡ୍ ରେ ଯା ତୁ ନିର୍ଦ୍ଧୋଷ ଅଟୁ

ଝିଅ ପୁଅକୁ ସତ କହିକରି କହିଲା , ତୁମ ପୁର୍ବରୁ ମୋର ଗୋଟିଏ ବୟଫ୍ରେଣ୍ତ ଥିଲା,  ପୁଅ : କିଛି କଥା ନୁହେଁ ମୁଁ ତିନି ଭାଇଙ୍କ ମଧ୍ୟରୁ ଛୋଟ ଭାଇ ଅଟେ,   ଝିଅ କହିଲା ତେବେ କଣ ହେଲା,  ପୁଅ : ସେକେଣ୍ତ ହ୍ୟାଣ୍ତ ଜିନିଷର ଅଭ୍ୟାସ ଅଛି ମୋର

ପ୍ଲେନ୍ ରେ ୪ ରୁ ୫ ଡ୍ରିଙ୍କ୍ସ ନେବାପରେ ବ୍ରିଟିଶ୍ ଏବେ ମୁଁ ଶୋଇବାକୁ ଚାହୁଁଛି , ଆମେରିକାନ୍ ମୁଁ ଏବେ ଇଣ୍ଟରନେଟ୍ ରେ ନିଜ କାମ କରିବି , ଜର୍ମାନ୍ : ମୁଁ ଫିଲ୍ମ ଦେଖିବି , ଚିନ୍ : ମୁଁ ଗୀତ ଶୁଣିବି, ଭାରତୀୟ ଏବେ ତୁମର ଭାଇ ପ୍ଲେନ୍ ଚଲାଇବ

ଝିଅ : ମୁଁ ପହଲିବାନ୍ କୁ ବାହା ହେବିନାହିଁ , ମୋତେ ଡର ଲାଗୁଛି,  ମା – ଡର ନାହିଁ ଝିଅ ଆମେ ତାକୁ ୨୧ ଇଞ୍ଚର ଟିଭି ଦେବୁ , ସେଥିରେ ସେ ବିଜି ରହିବ , ତୁମକୁ ଖାଇବା ବନାଇବାକୁ ଦରକାର ପଡିବ ନାହିଁ ।

ଗୋଟେ ମହିଳା ରାଗରେ ଆଶାରାମ୍ ବାପୁଙ୍କ ପାଖକୁ ଗଲା ଓ କହିଲା ବାବା ମୋର ୧୦୦୦ ଟଙ୍କା ଫେରାଅ, ବାବା କହିଲେ କଣ ପାଇଁ ? ମହିଳା ତୁମେ କହିଥିଲ କି ଶନିଙ୍କ ଦୋଷ ଅଛି , ଏଥିପାଇଁ ମୋର ପୁଅ ସବୁବେଳେ ଫେଲ୍ ହେଉଛି , ବାବା ହଁ ଝିଅ ମୁଁ ସଠିକ୍ କହିଥିଲି,  ମହିଳା : ମୁଁ ଶନିବାର କୁ ବ୍ରତ ରଖିଥିଲି, ତେଲ ଚଢାଇଥିଲି, ତାପରେ ବି ମୋର ପୁଅ ଫେଲ୍ ହୋଇଗଲା,  ବାବା ଝିଅ ମୁଁ କହିଥିଲି କି ସନି ଙ୍କ ଦୋଷ ଅଛି

ଜଣେ କଞ୍ଜୁସ୍ ନିଜ ଘରର ଛାତରୁ ତଳେ ପଡିଗଲା,  ପଡିବା ବେଳେ ଦ୍ୱିତୀୟ ମହଲା ଝରକାରୁ ଦେଖିଲା କି ତାର ସ୍ତ୍ରୀ ଖାଇବା ତିଆରି କରୁଛି , ସେ ଚିତ୍କାର କରି କହିଲା,  ମୋର ଖାଇବା ଖାଇବ ନାହିଁ ।

Leave a Reply

Your email address will not be published. Required fields are marked *