ଫିଲ୍ମ “କରନ୍ ଅର୍ଜୁନ୍” ରେ ମା ଭୁମିକାରେ ଅଭିନୟ କରିଥିବା ଏହି ଅଭିନେତ୍ରୀ, ଏବେ ଅବସ୍ଥା ଦେଖିକରି ଆପଣ ହୋଇଯିବେ ଦୁଃଖୀ,,

ବଲିଉଡ୍ ଇଣ୍ତଷ୍ଟ୍ରିରେ ବହୁତ ଏମିତି ଫିଲ୍ମ ଅଛି ଯାହାକୁ ଦେଖିବାକୁ ଆଜି ଲୋକେ ବହୁତ ପସନ୍ଦ କରନ୍ତି , ବଲିଉଡ୍ ଇତିହାସରେ ଏମିତି ବହୁତ ଫିଲ୍ମ ତିଆରି ହୋଇଛି , ଯାହାର କାହାଣୀ ଲୋକଙ୍କୁ ବହୁତ ଭଲ ଲାଗିଛି , ଏହି ଫିଲ୍ମ ମଧ୍ୟରୁ କରନ୍ ଅର୍ଜୁନ୍ ଫିଲ୍ମ ଥିଲା ଯାହା ଲୋକେ ବହୁତ ମନେ ପକାଇଛନ୍ତି , ଏହି ଫିଲ୍ମର କାହାଣୀ ବିଷୟରେ ଲୋକେ ଭଲ ଭାବେ ଜାଣିଥିବେ , ଏହି ଫିଲ୍ମରେ ସଲମାନ ଖାନ୍ , ସାହାରୁଖ ଖାନ୍ ନଜର ଆସିଥିଲେ, ଆଜି ଏହି ଲେଖ ମାଧ୍ୟମରେ ଆମେ ସେହି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯାହାଙ୍କ ବିନା ଫିଲ୍ମ ପୁରା ଅଧୁରା ଥିଲା, ଏବେ ଆପଣ ବୁଝିପାରିଥିବେ ଆମେ କେଉଁ ଅଭିନେତ୍ରୀଙ୍କ ବିଷୟରେ କଥା ହେଉଛୁ , ଏହି ଅଭିନେତ୍ରୀ ଫିଲ୍ମ କରନ୍ ଅର୍ଜୁନରେ ସାହାରୁଖ୍ ଓ ସଲମାନଙ୍କ ମାଙ୍କ ଭୁମିକାରେ ଅଭିନୟ କରିଥିଲେ ।
ଏହି ଫିଲ୍ମ ୧୩ ଜାନୁୟାରୀ ୧୯୯୫ କୁ ରିଲିଜ୍ ହୋଇଥିଲା, ଯାହାକି ବଲିଉଡ୍ ରେ ସଫଳ ହୋଇଥିଲା, ଏଥିରେ ପ୍ରସିଦ୍ଧ ନିର୍ଦ୍ଧେଶକ ରାକେଶ ରୋଶନ୍ ନିର୍ଦ୍ଧେଶନା କରିଥିଲେ, ଏହି ଫିଲ୍ମ କେବଳ ୬ କୋଟି ବଜେଟ୍ ରେ ତିଆରି କରାଯାଇଥିଲା, ଏହି ଫିଲ୍ମରେ ୫୦ କୋଟିରୁ ଅଧିକା କମାଇନେଇଥିଲା ଏହା ବର୍ଷ ୧୯୯୫ ରେ ସବୁଠାରୁ ଅଧିକା ଆୟ କରିଥିବା ଫିଲ୍ମର ସୁଚୀରେ ଆସିଥିଲା, ଏହି ଫିଲ୍ମରେ ଏକ ଅଭିନେତ୍ରୀ ଥିଲେ ଯାହାଙ୍କୁ କେହି ବି ଭୁଲି ପାରିବେ ନାହିଁ କିନ୍ତୁ ଏହି ଅଭିନେତ୍ରୀ ଏବେ ଅସଲ ଦୁନିଆଁରେ ବହୁତ ବଦଳିସାରିଛନ୍ତି , ତାଙ୍କୁ ଚିହ୍ନି ପାରିବା ଏବେ ବହୁତ କଷ୍ଟକର, ଆମେ କଥା ହେଉଛୁ ରାକ୍ଷୀ ମଜମୁଦାରଙ୍କ ବିଷୟରେ ।
ଅଭିନେତ୍ରୀ ରାକ୍ଷୀ ୧୫ ଅଗଷ୍ଟ ୧୯୪୭ କୁ ଜନ୍ମ ଗ୍ରହଣ କରିଥିଲେ, ସେ ନିଜ କ୍ୟାରିୟରରେ ପ୍ରାୟ ୨୦୦ ରୁ ଅଧିକା ଫିଲ୍ମରେ କାମ କରିଛନ୍ତି , ସେ ମାତ୍ର ୨୦ ବର୍ଷ ବୟସରେ ବଲିଉଡ୍ ଇଣ୍ତଷ୍ଟ୍ରିରେ ନିଜ କ୍ୟାରିୟରର ଆରମ୍ଭ କରିଥିଲେ, ସେ ୨୦ ବର୍ଷ ବୟସରେ ବଙ୍ଗାଳୀ ଫିଲ୍ମ ବଧୁ ବରନ୍ କରିଥିଲେ, ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ ଜୀବନ ମୃତ୍ୟୁ ଥିଲା , ଯାହାକି ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ରଙ୍କ ସହ କାମ କରିବାର ସୁଯୋଗ ସେ ପାଇଥିଲେ, ସେ ତାପରେ ବଲିଉଡ୍ ରେ ବହୁତ ସାରା ଫିଲ୍ମରେ କାମ କଲେ , ଶେଷ ବର୍ଷ ୨୦୦୯ ରେ ବଲିଉଡ୍ ଫିଲ୍ମ କ୍ୟାଲ୍ସମେଟ୍ ରେ ସେ ନଜର ଆସିଥିଲେ, ଏହାପରେ ସେ ବଲିଉଡ୍ ଇଣ୍ତଷ୍ଟ୍ରିରେ କିଛି ବି ଫିଲ୍ମ କରିନାହାନ୍ତି ।
ଅଭିନେତ୍ରି ରାକ୍ଷୀ ଏବେ ଫିଲ୍ମ ଦୁନିଆଁରୁ ପୁରା ଦୁରେଇ ଯାଇଛନ୍ତି , କିନ୍ତୁ ଏବେ ଆବାର୍ଡ ଫଙ୍କସନ୍ ଓ ଫିଲ୍ମ ଇଭେଣ୍ଟରେ ନଜର ଆସନ୍ତି , ଯାହା ଦ୍ୱାରା ଏହା ଜଣାଯାଏ କି ଅଭିନେତ୍ରୀ ରାକ୍ଷୀ କେଉଁଠି ଫିଲ୍ମ ଦୁନିଆଁରୁ ଦୁରେଇଯାଈ ଏବେ ନିଜର ପର୍ସନାଲ୍ ଜୀବନରେ ବିଜି ହୋଇଗଲେଣି , ଓ ଏହା ବହୁତ କମ୍ ଲୋକଙ୍କୁ ନଜର ଆଏଏ , ସେମିତି ଦେଖାଯାଏ କି କରନ୍ ଅର୍ଜୁନ୍ ରେ ତାଙ୍କ ଦ୍ୱାରା ଅଭିନିତ ଭୁମିକା ଲୋକଙ୍କୁ ବହୁତ ପସନ୍ଦ କରାଯାଇଛି , କିନ୍ତୁ ସେ ବର୍ତ୍ତମାନ ସମୟରେ ବହୁତ ବଦଳି ଯାଇଛନ୍ତି , ଏବେ ଆପଣ ଉପରେ ତାଙ୍କର ଫଟୋ ଦେଖାଯାଇଛି , ଦେଖନ୍ତୁ କେତେ ପରିବର୍ତ୍ତନ ଦେଖାଯାଉଛି ।