March 12, 2025

Odia Express

Leading Odia News Portal of Odisha

ଖାଲି ପେଟରେ ମେଥି ପାଣି ପିଇବାର ଫାଇଦା ଆଉ କ୍ଷତି – ମୋଟାପଣ ଏପରି କମିବ ଯେ..

ଯଦି ଆମେ ଆପଣଙ୍କ ଏହା ପଚାରୁ କି ଆପଣ ସକାଳୁ ଉଥିବା କ୍ଷଣି ହି କଣ କରିଥାନ୍ତି ତ ଅଧିକତ୍ତର ଲୋକଙ୍କର ଏହା ହି ଉତ୍ତର ହେଇଥାଏ କି ଆମେ ସକାଳୁ ଉଠିକି ପ୍ରଥମେ ବ୍ରସ କରୁ ଆଉ ତା ପରେ ସ୍ନାନ କରୁ । ଆଉ କିଛି ଲୋକ ଏହା ଉତ୍ତର କରନ୍ତି କି ଆମେ ସକାଳୁ ଉଠିକି ଚା ଅଥବା କଫି ପିଉ ଆଉ ତା ପରେ ଗାଧାଉ। ମାତ୍ର ଏହି ଦୁଇଟି ଯାକ ହି ଭୁଲ ଅଟେ। କାରଣ ଦୁଇଟି ଯାକ ହି କରିବା ଦ୍ୱାରା ଆମ ପେଟରେ ଏସିଡିଟି ହୁଏ। ଏହାଦ୍ୱାରା ଆମକୁ ବହୁତ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଥାଏ। ତ ଆମ ପାଇଁ ସକାଳୁ ଉଥିବା କ୍ଷଣି ହି ସବୁଠୁ ମହତ୍ତ୍ୱପୂର୍ଣ ହେଇଥାଏ ଆମ ଖାଦ୍ୟ। ଆମେ ସକାଳୁ କଣ ଖାଇବୁ ତାହା ହିଁ ନିର୍ଭର କରେ କି ଆମ ଶରୀର କିପରି ରହିବ। ଆଜି ଆମେ ସେହି ବାବଦରେ କହିବାକୁ ଯାଉଛୁ। ତ ଆସନ୍ତୁ ଜାଣିବା

ଜଣେ ମନୁଷ୍ୟ କୋଟି କୋଟି ଟଙ୍କା କମେଇପାରେ ମାତ୍ର ଗୋଟେ ହି ରୋଗ ତାର ସମସ୍ତ ପଇସା ଖର୍ଚ୍ଚ କରିଦେଇପାରେ। ତ ଏହାଠାରୁ ଭଲ କଥା କି ଆମେ ଆମ ଶରୀର କୁ ରୋଗ ହି ହେବାକୁ ଦେବାନୀ। ତ ଆଜି ଆମେ ସେପରି ହି ଏକ ଉପାୟ ନେଇକି ଆସିଛୁ।
ଆପଣଙ୍କୁ ସକାଳୁ ଉଥିବା କ୍ଷଣି ହି ସବୁଠୁ ପ୍ରଥମେ ଯାହା ଖାଇବାର ଅଛି ତାହା ହେଉଛି ମେଥି ଦାନା। ଆପଣ ମେଥି ଦାନା ଖାଇକି ମେଥି ଦାନା ର ପାଣି ପିଇବା ଦ୍ୱାରା ଆପଣଙ୍କୁ ଅନେକ ଫାଇଦା ମିଳି ପାରିବ।

ଆପଣ ପାଣି ବନେଇବା ପାଇଁ ପ୍ରଥମେ ଏକ ଗ୍ଲାସ ପାଣି ରେ ଗୋଟେ ଚାମଚ ମେଥି ଦାନା ଭେଦାନ୍ତୁ। ତା ପରେ ଆପଣ ତାକୁ ଗୋଟେ ରାତି ଛାଡି ଦିଅନ୍ତୁ। ତା ପରେ ଆପଣ ସକାଳୁ ଉଥିବା ପରେ ସର୍ବ ପ୍ରଥମେ ସେହି ମେଥି ପାଣିକୁ ପିଅନ୍ତୁ ଆଉ ସେହି ଦାନା କୁ ଚୋବେଇ ଚୋବେଇ ଖାଆନ୍ତୁ। ଏହି ଗୋଟେ ହି ପଦକ୍ଷେପ ଆପଣଙ୍କ ସ୍ୱାସ୍ଥ୍ୟ ର ସୁରକ୍ଷା ଦିଗ ରେ ଅନେକ କିଛି ସହାୟକ ହେଇପାରିବ। ଆପଣ ବାସ ଏହା ଆରମ୍ଭ କରନ୍ତୁ।

ଏହାଦ୍ୱାରା ଆପଣଙ୍କୁ ଫାଇଦା ହେବ କି ଆପଣଙ୍କ ମୋଟାପା କମିଯିବ। ଆଜିକାଲି ମୋଟାପା ଏକ ବହୁତ ବଡ଼ ରୋଗ ଅଟେ। ଆପଣ ଏହି ମେଥି ଦାନା ଖାଇବା ଦ୍ୱାରା ଆପଣ ବସି ବସି ହି ନିଜର ଓଜନ କମେଇ ପାରିବେ।

ନ୍ଦ୍ୱିତୀୟ ଫାଇଦା ଯାହା ହେବ କି ଆପଣଙ୍କ ଡାଇବେଟିସ ନିୟନ୍ତ୍ରଣ ରେ ରହିବ। ଆଜିକାଲି ଲୋକ ଡାଇବେଟିସ ରୁ ବି ଚିନ୍ତିତ ଅଛନ୍ତି ଏହା ଦର୍ଶାଏ କି ଆପଣଙ୍କ ସୁଗାର ନିୟନ୍ତ୍ରଣ ରେ ରହୀନଥାଏ। ତେଣୁ ଆପଣ ମେଥି ଦାନା ଖାଇବା ଦ୍ୱାରା ତାହା ଆପଣଙ୍କର ସୁଗାର ସ୍ତର କୁ ନିୟନ୍ତ୍ରିତ କରାଏ। ଏହାଦ୍ୱାରା ଆପଣଙ୍କ ଡାଇବେଟିସ ବି ନିୟନ୍ତ୍ରିତ ରହେ।

Leave a Reply

Your email address will not be published. Required fields are marked *