ସ୍ମାର୍ଟଫୋନ୍ ସେନ୍ସର୍ କରିପାରେ ଏହି ବଡ ବଡ କାମ , ଆପଣ ବି ଆପଣାଇପାରିବେ ଏହି ସହଜ ଟ୍ରିକ୍…

ଆମର ପାଖରେ ସ୍ମାର୍ଟଫୋନ୍ ତ ଥାଏ କିନ୍ତୁ ଆମେ ସେଥିରୁ ଅଧିକା କାମରେ ନିଅନ୍ତି ନାହିଁ। କାରଣ କିଛି ଲୋକଙ୍କ ପାଖରେ ଅଧିକା ଖୁରାପାତି କାମ କରିବାର ସମୟ ନଥାଏ । ତେବେ କିଛି ଲୋକ ସ୍ମାର୍ଟ ଫୋନ୍ ଥିବା ସତ୍ତ୍ୱେ ଅଧିକା ଧାରଣା ନଥାଏ , ଆଜି ଯେବେ କି ଅଧିକାଂଶ କାମ ମୋବାଇଲ୍ ଦ୍ୱାରା ସଂମ୍ଭବ ହୋଇପାରୁଛି । ଏମିତିରେ ସ୍ମାର୍ଟଫୋନ୍ ର ଏହି ସୁବିଧାଗୁଡିକ ସମସ୍ତଙ୍କୁ ଜାଣିବା ଦରକାର । ଏଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ମୋବାଇଲ୍ ଫୋନ୍ ସେନସର୍ ବିଷୟରେ ଆପଣଙ୍କୁ ଫୋନ୍ ରେ କଥା କହୁଥିବା ସମୟରେ ବ୍ୟାଟେରି ବଞ୍ଚାଇବାର କାମରେ ଆସିଥାଏ , କାରଣ ସେଇ ସମୟରେ ସେ ଫୋନର ଲାଇଟ୍ କୁ ବନ୍ଦ କରିଦେଇଥାଏ , କିନ୍ତୁ କଣ ଆପଣ ଜାଣିଛନ୍ତି ମୋବାଇଲ୍ ସେନସରରୁ ଆପଣ ବହୁତ ସିକ୍ରେଟ୍ କାମ କରିପାରିବେ , ଯାହା ବିଷୟରେ ଆପଣଙ୍କୁ ଜଣାନଥିବ , ଏହାର ସାହାଯ୍ୟରେ ଆପଣଙ୍କ ଫୋନ୍ ବ୍ୟାଟେରି ଓ ଡାଟା ବଞ୍ଚାଇପାରିବେ ।
ହଁ ଆଜ୍ଞା ଏହି କଥା ଆପଣଙ୍କୁ ବୋଧେ ଜଣାନଥିବ । କିନ୍ତୁ ଏକ ଛୋଟ ଆପ୍ ଡାଉନଲୋଡ୍ କରି ଆପଣ ବହୁତ ଜିନିଷ ପାଇପାରିବେ , ଏଥିପାଇଁ ଆପଣଙ୍କୁ ୨୨ କେବିର ଏକ ଆପ୍ ଡାଉନଲୋଡ୍ କରିବାକୁ ହେବ ଏହାର ନାଁ Proxmity Service ଅଟେ , ଏହି ଆପ୍ ଫୋନ୍ ରେ ଇନଷ୍ଟାଲ୍ କରିବା ପରେ ଆପଣ ଫୋନ୍ ସେନ୍ସର୍ ରୁ ବହୁତ ସାରା କାମ କରିପାରିବେ । ସବୁଠାରୁ ପ୍ରଥମେ ଏହି ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋର୍ ରୁ ଡାଉନଲୋଡ୍ କରନ୍ତୁ , ଏହି ଆପ୍ ୟୁଜର୍ସ ୪।୫ ରେଟିଙ୍ଗ୍ ଦେଇଛନ୍ତି , ଏହି ଆପ୍ ଆଣ୍ତୋରେଡ୍ ୪ କିମ୍ବା ତା ଠାରୁ ଉର୍ଦ୍ଧ୍ୱରେ କାମ କରିଥାଏ , ସେନସର୍ ୱାନା ଫୋନ୍ ର ସ୍କିନ୍ ଉପରେ ଛୋଟ ଛୋଟ ଗୋଲାକାର ଆକାରର ହୋଇଥାଏ , ଯେଉଁଠି ଏହି ସେନସର୍ ଲାଗିଥାଏ, ଆପ୍ କୁ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିବାପରେ ଆପଣ ଓପନ୍ କରି ଆକ୍ଟିଭ୍ କରିନେବେ ।
ଯେପରି ଯଦି ଆପଣ ୟୁଟ୍ୟୁବ୍ ରୁ ଗୀତ ଶୁଣନ୍ତି , କିନ୍ତୁ କେବଳ ଗୀତ ଶୁଣିବାକୁ ଚାହୁଁଛନ୍ତି କିନ୍ତୁ ସାଧାରଣ ଆପଣଙ୍କ ସ୍କିନ୍ ବନ୍ଦ ହୋଇନଥିବ, ତାହାର ସ୍କିନ୍ ଜଳୁଥାଏ, ଯାହାଦ୍ୱାରା ବ୍ୟାଟେରି ଓ ଡାଟା ଦୁହେଁ ଖର୍ଚ୍ଚ ହୋଇଥାଏ , ଏମିତିରେ କେବଳ ଅଡିଓ ଶୁଣିବାକୁ ମିଳୁ ଓ ଭିଡିଓ ଅଫ୍ ହୋଇଯାଉ ତେବେ କଣ ଦରକାର କିନ୍ତୁ ଏହି ଆପ୍ ହେବା ଦ୍ୱାରା ଆପଣଙ୍କ ଫୋନ୍ ସେନ୍ସର୍ ରେ ହାତ ରଖିଦେଲେ କେବଳ ଅଡିଓ ଶୁଣିବାକୁ ପାଇବେ , ସ୍କିନ୍ ଅଫ୍ ହୋଇଯିବ, ଆପଣ ଚାହିଁଲେ କିଛି କାଗଜ ଖଣ୍ତ ରଖିପାରିବେ ।
ଏହା ଛଡା ବହୁତ ଥର ଦେଖାଯାଇଛି କି ଫୋନ୍ ରେ କଥା କହୁଥିବା ସମୟରେ ଫୋନ୍ ର ସ୍କିନ୍ କୁ ଅଫ୍ ନ କରି ପକେଟ୍ ରେ ପକାଇଦିଅନ୍ତି , ଯାହା ପରେ ଫୋନ୍ ସ୍କିନ୍ ଅନ୍ ହୋଇରହିଥାଏ , ଯାହାଦ୍ୱାରା ଯେ କୌଣସି ଆପ୍ ଓପନ୍ ହୋଇଯାଏ , ବହୁତଥର ଭିଡିଓ କଲିଙ୍ଗ୍ ବି ହୋଇଯାଏ , ଯାହା ଦ୍ୱାରା ବହୁତ ବଡ ସମସ୍ୟା ଉତ୍ପନ୍ନ ହୋଇଯାଏ , ତାହା ସହ ଏହା ଡାଟା ଓ ବ୍ୟାଟେରି ଶେଷ କରିଦିଏ , ଓ ଆପଣଙ୍କୁ ଏହା ବିଷୟରେ ଜଣାପଡେ ନାହିଁ , କିନ୍ତୁ ଏହି ଆପ୍ ର ଏହା ବୈଶିଷ୍ଟତା ଅଛି କି ଏହାକୁ ଡାଉନଲୋଡ୍ କରିବାପରେ ଯେପରି ଫୋନ୍ ପକେଟ୍ ରେ ରଖିବେ ତେବେ ଫୋନର ସ୍କିନ୍ ଅଫ୍ ହୋଇଯିବ , କାରଣ ଏଥିରେ ଥିବା ସେନସର୍ ଯୋଗୁଁ କେଉଁ ବସ୍ତୁ କିମ୍ବା ଦୁହେଁଙ୍କ ମଧ୍ୟରେ ଆସିଯାଏ , ଓ ସ୍କିନ୍ ଅଫ୍ ହୋଇଯାଏ ।