March 24, 2025

Odia Express

Leading Odia News Portal of Odisha

ଇଣ୍ଟରଭ୍ୟୁରେ ପଚାରାଯାଇଥିଲା ଏପରି ଅଜବ ପ୍ରଶ୍ନ, ଉତ୍ତର ଶୁଣିବା ପରେ ହେଇଗଲା ଚାକିରୀ – ଦେଖନ୍ତୁ କଣ ଉତ୍ତର ଦେଇଥିଲେ ସେ..

ସେମିତି ସବୁ ପରୀକ୍ଷା ନିଜ ମଧ୍ୟରେ ଏକ ବଡ ଚ୍ୟାଲେଞ୍ଜ ଅଟେ । କିନ୍ତୁ ଏହି ସବୁଥିରେ ଆଇଏଏସ୍ ଓ ପିସିଏସ୍ ନାମକ ଦୁଇଟି ଏପରି ପରୀକ୍ଷା ଅଛି ଯିଏ ଭଲ ଭଲ ଲୋକଙ୍କୁ ଦମ୍ ବାହାର କରିଦିଏ , ଏହି ଦୁଇ ପରୀକ୍ଷାରେ ମହଜୁଦ୍ ପ୍ରଶ୍ନ କେଉଁ ବ୍ୟକ୍ତିର ଆତ୍ମବିଶ୍ୱାସକୁ ତଳେ ପକାଇପାରେ , ଏହାକୁ କ୍ଲିଅର୍ କରି ପରବର୍ତ୍ତି ସମୟରେ ଇଣ୍ଟରଭ୍ୟୁରେ ଯିବା କେଉଁ ଛୁଆଖେଳ ନୁହେଁ , ଏହି ଟେଷ୍ଟର ପରେ ଇଣ୍ଟରଭ୍ୟୁରେ ଜେନେରାଲ୍ ନଲେଜ୍ ରୁ ଅଧିକା ମଣିଷର ବ୍ୟକ୍ତିତ୍ୱ ସହ ଜଡିତ ପ୍ରଶ୍ନ ପଚାରାଯାଇଥାଏ , ଯାହାର ଜବାବ୍ ଦେଇପାରିବା ଛୋଟ କଥା ନୁହେଁ , ଏହି ଇଣ୍ଟରଭ୍ୟୁରେ ଏମିତି ପ୍ରଶ୍ନ ପଚାରାଯାଇଥାଏ , ଯାହା ସମସ୍ତଙ୍କ ମୁଣ୍ତ ଘୁମାଇଦେଇଥାଏ । ଏବେ କିଛି ଦିନ ହେବ ୟୁପିର ଲୋକସେବା ଆୟୋଗ ତରଫରୁ ଆୟୋଜିତ ସିଭିଲ୍ ଜର୍ଜ ଏଣ୍ଟ୍ରାନ୍ସ ପରୀକ୍ଷାର ଫଳାଫଳ ଆସିଯାଇଛି ,କିନ୍ତୁ ଏହି ରାଉଣ୍ତକୁ ପ୍ରା କରି ପ୍ରତାପଗଡର ଲାଲଗଞ୍ଜରେ ରହୁଥିବା ବିନୋଦ ପାଣ୍ତେ ଏହି ପରୀକ୍ଷାକୁ କ୍ଲିଅର୍ କରିଛନ୍ତି

ଆପଣଙ୍କୁ ଜାଣିଲେ ଖୁସି ଲାଗିବ କି ବିନୋଦ ପାଣ୍ତେ ଏଥିରେ ତୃତୀୟ ରାଙ୍କ୍ ଆସିଥିଲା , ତେବେ ଆସନ୍ତୁ ନଜର ପକାଇବା ପୁରା ଖବର ଉପରେ । ତୃତୀୟ ରାଙ୍କ୍ ପାଇଥିବା ବିନୋଦ୍ କହିଲେ ଇ ଏହି ପରୀକ୍ଷାକୁ ନେଇ ଅଜବ ଧରଣର ପ୍ରଶ୍ନ ପଚାରାଯାଇଥାଏ , ଯାହାକି ସେ ନିଜେ ଜାଣିନଥାନ୍ତି , ସେ କହିଲେ କି ସେ ଏହି ପ୍ରଶ୍ନର ଉତ୍ତର ଦେଇକରି ପରିକ୍ଷାକୁ କ୍ରାକ୍ କରିଥିଲେ , ବିନୋଦ ଆଗକୁ କହିଲେ କି ସେ ମୁଳ ରୁପରେ ପ୍ରତାପଗଡର ଲାଲଗଞ୍ଜ ତହସିଲର ରାମଗଢ ରେଲା ଗାଁର ବାସିନ୍ଦା ଅଟନ୍ତି , ଓ ମୋ ବାପା ପୋଷ୍ଟ ଅଫିସ୍ ରେ ଏଜେଣ୍ଟ ଅଛନ୍ତି , ସୁଚନା ଅନୁସାରେ ବିନୋଦଙ୍କ ଛୁଆବେଳ ଦାରିଦ୍ରରେ କଟିଥିଲା , +୨ ପାସ୍ କରିବାପରେ ବିନୋଦ ଭାରତୀୟ ଏୟାରଫୋର୍ସରେ ଜଣେ ସୁଜେଣ୍ଟ୍ ରହିଥିଲେ , ବିନୋଦ କହିଲେ କି ସେ ଇଣ୍ଟରଭ୍ୟୁରେ ହାଇକୋର୍ଟ ଏକ ଜର୍ଜ ଓ ଦୁଇ ଅନ୍ୟ ବିଶେଷଜ୍ଞଙ୍କ ସାମ୍ନାରେ ଦେଇଥିଲେ,  ଯାହାକି ପ୍ରାୟ ୨୦ ମିନିଟ୍ ର ଥିଲା,  ଯେଉଁଥିରେ ତାଙ୍କୁ ଓଲଟା ପାଲଟା ପ୍ରଶ୍ନ ପଚାରାଯାଇଥିଲା , ତେବେ ଆସନ୍ତୁ ନଜର ପକାଇବା କେଉଁ ସବୁ ପ୍ରଶ୍ନ ତାଙ୍କୁ ଏହି ଇଣ୍ଟରଭ୍ୟୁରେ ପଚାରାଯାଇଥିଲା ।

ପ୍ରଶ୍ନ-୧ : ଯେବେ ଆପଣଙ୍କୁ ଜଣା ପଡେ କି ଆପଣଙ୍କ ସ୍ତ୍ରୀ କେଉଁ ଅନ୍ୟ ପୁରୁଷଙ୍କ ସହ ଅନୈତିକ  ସଂମ୍ପର୍କ ରଖିଛନ୍ତି ତେବେ ଆପଣ କଣ କରିବେ ?

ଉତ୍ତର : ଏମିତି ସ୍ଥିତିରେ ଆଇନଗତ କାର୍ଯ୍ୟନୁଷ୍ଠାନ ନେବି ୪୯୭ ଧାରା ଦ୍ୱାରା ସେହି ତୃତୀୟ ବ୍ୟକ୍ତି ଉପରେ କେସ୍ ଦର୍ଜ କରିବେ ।

ପ୍ରଶ୍ନ -୨ : କଣ ଏହି ଅଜବ ସ୍ଥିତିରେ ଆପଣ ନିଜ ସ୍ତ୍ରୀ ବିପକ୍ଷରେ କେଉଁ ପ୍ରକାରର ଆକ୍ସନ୍ ନେବେ କି ?

ଉତ୍ତର : ବିନୋଦ ବହୁତ ବୁଝିବାପରେ ଏହି ପ୍ରଶ୍ନର ଉତ୍ତର ଦେଲେ କି ଏହି ସ୍ଥିତିରେ ସେ ସ୍ତ୍ରୀକୁ ଦୋଷୀ ଭାବିବେ ନାହିଁ ଓ ସେ ତାଙ୍କ ବିପକ୍ଷରେ କିଛି ବି କାର୍ଯ୍ୟନୁଷ୍ଠାନ ନେବେ ନାହିଁ ।

ପ୍ରଶ୍ନ -୩ : ଆପଣ ଏପର୍ଯ୍ୟନ୍ତ କେଉଁ କେଉଁ ଲେଖକଙ୍କ ପୁସ୍ତକ ମାନ ଅଧ୍ୟୟନ କରିଛନ୍ତି ?

ଉତ୍ତର : ଏହାର ଉତ୍ତରରେ ବିନୋଦ କହିଲେ କି ସେ ସ୍ୱାମୀ ବିବେକାନନ୍ଦ, ଏପିଜେ ଏବଦୁଲ୍ କଲାମ୍ ଙ୍କ ବହି ସବୁବେଳେ ପଢିବାକୁ ରୁଚି ରଖନ୍ତି ।

ପ୍ରଶ୍ନ ୪ :ଯଦି ଆପଣ ଡାକ୍ତର କଲାମଙ୍କ ବହି ପଢିଛନ୍ତି ତେବେ ଆପଣଙ୍କୁ କଣ ଶିକ୍ଷା ମିଳିଛି ?

ଉତ୍ତର : ସେ କହିଲେ କି ସେଥିରୁ ମୋତେ ଏହା ଶିକ୍ଷା ମିଳିଛି କି ଲକ୍ଷ୍ୟକୁ ସବୁବେଳେ ବଡ ବନାଇବା ଉଚିତ୍ , ଛୋଟ ଲକ୍ଷ୍ୟ ଏକ ଅପରାଧ ସମାନ ଅଟେ , ଏହା ଛଡା ସ୍ୱପ୍ନ ତାହା ନୁହେଁ ଯାହା ଶୋଇବାପରେ ଆସେ ଅସଲ ସ୍ୱପ୍ନ ତାହା ଯାହା ଶୋଇବାକୁ ଦିଏ ନାହିଁ , ଏଇ ଦୁଇ ପଂକ୍ତି ତାଙ୍କୁ ବହୁତ ପ୍ରେରିତ କରିଛି ।

ପ୍ରଶ୍ନ ୫ : ଏବେ ଆପଣ କେଉଁ ଚଳଚିତ୍ର ଦେଖିଛନ୍ତି ? ଓ ସେଥିରୁ ଆପଣଙ୍କୁ କଣ ପ୍ରେରଣା ମିଳିଛି ?

ଉତ୍ତର : ଏବେ ମୁଁ ଦଙ୍ଗଲ୍ ଫିଲ୍ମ ଦେଖିଥିଲି ଯେଉଁଥିରେ ମୋତେ ବୁଝାପଡିଲା କି ପୁଅ ସବୁକିଛି ନୁହେଁ , ଝିଅ ବି କାହାଠାରୁ କମ୍ ନୁହନ୍ତି , ଶିକ୍ଷା ଛଡା ଝିଅଙ୍କୁ ସବୁ ଜିନିଷରେ ସମାନ ଅଧିକାର ଅଛି ।

ପ୍ରଶ୍ନ ୬ : ଆପଣ ନିଜେ ତ ଜଣେ ପୁଅ ଅଟନ୍ତି । କିନ୍ତୁ ଆପଣଙ୍କ ଦୁଇଟି ଝିଅ ଅଛନ୍ତି , ଆପଣ କେବେ ପୁଅ ପାଇଁ ପ୍ରୟାସ କରିନାହାନ୍ତି କି ?

ଉତ୍ତର : ମୋର ଦୁହେଁ ଝିଅ କେଉଁ ପୁଅଙ୍କ ଠାରୁ କମ୍ ନୁହନ୍ତି । ବରଂ ସେ ଗୋଟେ ପୁଅ ରୁ ବହୁତ ଅଧିକା ଅଟନ୍ତି ସେମାନେ ମୋର ଦାୟିତ୍ୱ ନିଅନ୍ତି ଓ ପରିସ୍ଥିତିକୁ ବୁଝନ୍ତି ।

ପ୍ରଶ୍ନ ୭ : କଣ ଆପଣଙ୍କ ପରିବାର ଲୋକେ ଗୋଟେ ପୁଅ ପାଇଁ କେବେ ଆପଣଙ୍କୁ ବାଧ୍ୟ କରିନାହାନ୍ତି କି ?

ଉତ୍ତର : ପରିବାରରେ ସବୁ ପ୍ରକାରର ଚେଷ୍ଟା କରିଥିଲେ କିନ୍ତୁ ମୋର ସ୍ତ୍ରୀ ଓ ମୁଁ ଫଇସଲା ନେଲୁ କି ଆମେ ଝିଅଙ୍କୁ ପୁଅ ପରି ଲାଳନପାଳନ କରି ପାଳିବୁ ।

ପ୍ରଶ୍ନ ୮ : କିଛି ବି ଏମିତି ଘଟଣା କହନ୍ତୁ ଯେଉଁଥିରେ ଦୁଃଖ ଓ ସୁଖ ମିଳିବ ?

ଉତ୍ତର : ଖୁସି ଏହା କି ଏୟାରଫୋର୍ସ ଜବ୍ ମିଳିବାପରେ ଖୁସି ଥିଲି, ଯେବେ କି ଦୁଃଖର ସେମିତି କିଛି ଘଟଣା ନାହିଁ ।

ପ୍ରଶ୍ନ ୯ : କେଉଁ ବି କେସ୍ ରେ ଲିଭ୍ ପିଟିସନ୍ କେବେ ଫାଇଲ୍ ହୋଇଥାଏ ?

ଉତ୍ତର : ଯେବେ ଆପଣଙ୍କ ପାଇଁ ଅପିଲ୍ କରିବାର ସବୁ ରାସ୍ତା ଶେଷ ହୋଇଯାଏ , ଲିଭ୍ ପିଟିସନ୍ କୁ ଗ୍ରହଣ କରିବାର ଅଧିକାର ସୁପ୍ରିମ କୋର୍ଟ ପାଖରେ ଅଛି ।

ପ୍ରଶ୍ନ ୧୦ : ଜର୍ଜର ନିଯୁକ୍ତି କିପରି ହୋଇଥାଏ ?

ଉତ୍ତର : ଭାରତୀୟ ସଂବିଧାନ ଧାରା ୧୨୪(୨) ଅନୁସାରେ ଜର୍ଜଙ୍କ ନିଯୁକ୍ତି ହୋଇଥାଏ ।

Leave a Reply

Your email address will not be published. Required fields are marked *