March 14, 2025

Odia Express

Leading Odia News Portal of Odisha

ଯଦି ବିରାଟଙ୍କ ମା ମାନିଯାଇଥାନ୍ତେ ତେବେ ଅନୁଷ୍କାଙ୍କ ଠାରୁ ସୁନ୍ଦର ଝିଅଏହି କ୍ରୀକେଟିୟର ବିରାଟଙ୍କ ସ୍ତ୍ରୀ ହୋଇଥାନ୍ତେ..

ଟିମ୍ ଇଣ୍ତିଆର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଙ୍କ ବିବାହର ଖବର ଆଜି ଦେଶ ସାରା ଚର୍ଚ୍ଚାର ବିଷୟ ହୋଇଛି , ସୋମବାର ରାତିରେ ଯେବେ ବିରାଟ କୋହଲି ନିଜ ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ତେଲ୍ ରେ ଏହାର ଓପୋଚାରିକ ପୃଷ୍ଟି କରିଥିଲେ ସବୁଆଡୁ ଶୁଭକାମନା ଓ ଅଭିନନ୍ଦନର ସୁଅ ଆସିଲା , ବଲିଉଡ୍ ଓ କ୍ରିକେଟ୍ ଜଗତରୁ ନେଇକରି ଦେଶର ବହୁତ୍ ଲୋକପ୍ରିୟ ଦିଗଜ୍ ଏହି ନବଦମ୍ପତିଙ୍କୁ ଶୁଭକାମନା ଦେଲେ,  ସୋସିଆଲ୍ ମିଡିଆରେ ବିରୁଷ୍କାଙ୍କ ବିବାହକୁ ନେଇ ୟୁଟ୍ୟୁବ୍ ରେ ବହୁତ ଭାଇରାଲ୍ ହୋଇଥିଲା,  ବିରାଟ ଅନୁଷ୍କାଙ୍କ ଫ୍ୟାନ୍ସ୍ ବହୁତ ଖୁସି ଅଛନ୍ତି ଏବେ । କିନ୍ତୁ ଏହି ମଧ୍ୟରେ ଏକ ଖବର ଏମିତି ଆସିଛି କି ଆଜି ବିରାଟଙ୍କ ବାହାଘରକୁ ନେଇ ତାଙ୍କ ମା ରାଜି ହୋଇଯାଇଛନ୍ତି କିନ୍ତୁ କିଛି ସମୟ ପୁର୍ବରୁ ଏକ ସୁନ୍ଦର ଝିଅ ଥିଲେ ବିରାଟଙ୍କ ଜୀବନରେ ଯିଏକି ଅନୁଷ୍କାଙ୍କ ଠାରୁ ସୁନ୍ଦର ଥିଲେ,  ଯାହାକି ଆପଣ କେହି ବି ଜାଣିନଥିବେ , ଆସନ୍ତୁ ସେହି ବିଷୟରେ ନଜର ପକାଇବା ।

ଆମେ ଯେଉଁ ସୁନ୍ଦର ଝିଅ ବିଷୟରେ କହୁଛୁ ସେ ଆଉ କେହି ନୁହେଁ ଇଂଲଣ୍ତର ମହିଳା କ୍ରିକେଟ୍ ଟୀମ୍ ର ଖେଳାଳୀ ସାରା ଟ୍ରେଲର୍ ଅଟନ୍ତି , ସୁତ୍ରରୁ ଜଣାଯାଏ କି ସାରା ବିରାଟଙ୍କ ସ୍ତ୍ରୀ ହେବା ପୂର୍ବରୁ ଅଟକିଗଲେ , ସେମିତି ଆପଣଙ୍କୁ କହିଦେବୁ କି ସାରା ଟ୍ରେଲର ବହୁତ ସୁନ୍ଦର ଅଟନ୍ତି , ତାଙ୍କ ଫଟୋ ଦେଖିକରି ଆପଣ ବି ଏହା କି ସେ ଅନୁଷ୍କାଙ୍କ ଠାରୁ ବି ବହୁତ ସୁନ୍ଦର ବୋଲି ।

ଆସନ୍ତୁ ଜାଣିବା ସାରା ଓ ବିରାଟଙ୍କ ସଂମ୍ପର୍କକୁ ନେଇ ଖବର , ଏହି କଥା ୨୬ ବର୍ଷର ସାରା ଟ୍ରେଲର୍ ନିଜେ ଟ୍ୱିଟର୍ ହ୍ୟାଣ୍ତ୍ୱ୍ଲ୍ ରେ ବିରାଟ କୋହଲିଙ୍କୁ ପ୍ରପୋଜ କରିଥିଲେ , ସାରା ବିରାଟଙ୍କା ଫ୍ୟାନ୍ସଙ୍କୁ କହିଥିଲେ କି ସେ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି , କିନ୍ତୁ ସାରାଙ୍କ ଟ୍ୱିଟ୍ ର ଜବାବ ଯେବେ ବିରାଟ ଦେଇଥାନ୍ତେ ବିରାଟଙ୍କ ମା ସରୋଜ ସିଧା ମନା କରିଦେଲେ କି ସେ ଏହି ବିବାହ ପାଇଁ ପ୍ରସ୍ତୁତ ନାହାନ୍ତି ବୋଲି , ବିରାଟଙ୍କୁ ଏବେ ତାଙ୍କ ଖେଳ ଉପରେ ଧ୍ୟାନ ଦେବାର ଅଛି , ଏହି ପରି ବିରାଟ ଓ ସାରାଙ୍କ ଯୋଡି ହେବା ଆଗରୁ ଭାଙ୍ଗିଗଲା , ତେବେ ଆମେ ଏହା କହିବା କି ଯଦି ବିରାଟଙ୍କ ମା ରାଜି ହୋଇଥାନ୍ତେ ତେବେ ଅନୁଷ୍କାଙ୍କ ପରିବର୍ତ୍ତେ ବିରାଟଙ୍କ ସ୍ତ୍ରୀ ସାରା ହୋଇଥାନ୍ତେ ।

ସେମିତି ଆପଣଙ୍କୁ କହିଦେବୁ କି ଯେମିତି ବିରାଟ ଅନୁଷ୍କାଙ୍କ ସହ ବିବାହର ଫଟୋ ଦେଲେ ସାରା ଟ୍ରେଲର ବି ଅଭିନନ୍ଦନ ଦେବା ଭୁଲି ନଥିଲେ,  ସାରା ବିରାଟଙ୍କ ଟ୍ୱିଟ୍ ଉପରେ ବଧାଇର ସନ୍ଦେଶ ଦେଇଥିଲେ , ଜାହିର୍ କଥା ଅଟେ, ସାରାଙ୍କ ହୃଦୟରେ ଏବେ ବି ବିରାଟଙ୍କ ପାଇଁ ଭଲ ପାଇବା ଅଛି , ସେଥିପାଇଁ ସେ ବିରାଟଙ୍କ ଟ୍ୱିଟ୍ ର ଜବାବ୍ ଦେଇଥିଲେ ।

Leave a Reply

Your email address will not be published. Required fields are marked *