June 27, 2025

Odia Express

Leading Odia News Portal of Odisha

ମାତ୍ର ୭ ଗ୍ରାମ ସେବନ ଦ୍ୱାରା ହୃଦ୍ଘାତ ଭଳି ଗମ୍ଭୀର ସମସ୍ୟାରୁ ନିଜକୁ ରକ୍ଷା କରି ପାରିବେ – ନିଶ୍ଚୟ ଜାଣି ରଖନ୍ତୁ..

ନମସ୍କାର,ଆମେ ଆପଣ ମାନଙ୍କର ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ।ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଚମତ୍କାରି ଔଷଧି ନେଇ ଆସିଅଛୁ ଯାହାକୁ ଆପଣ ସେବନ କରିବା ଦ୍ୱାରା ଆପଣଙ୍କ ଗୋଇଠିରୁ ଚୁଟି ପର୍ଯ୍ୟନ୍ତ ସମସ୍ତ ବନ୍ଦ ଥିବା ସିରା ପ୍ରସିରାକୁ ଖୋଲି ଦେଵ।ସେ ହୃଦୟ କୁ ରକ୍ତ ଯାଉଥିବା ଧମନି ନଳୀରେ ଜାମ ହେଉନା କାହିଁକି ଏହାର ଅଳ୍ପ ଦିନର ବ୍ୟବହାର ପରେ ସମ୍ପୂର୍ଣ୍ଣ ରୂପରେ ଆପଣ ଭଲ ହୋଇଯିବେ।ଆଜି ଆମେ ଆଣିଥିବା ଏହି ଉପାୟ ଅତ୍ୟନ୍ତ ଚମତ୍କାରକ ଅଟେ।ଆପଣଙ୍କ ହୃଦୟରେ ଥିବା ଜାମକୁ ନିଶ୍ଚିନ୍ତ ଖୋଲିବ।

ଆମ ଶରୀରରେ ଯେତେବେଳେ ରକ୍ତ ପ୍ରବାହ ଭଲ ଭାବରେ ହୋଇନଥାଏ ସେତେବେଳେ ଆମକୁ ବିଭିନ୍ନ ପ୍ରକାରର ରୋଗର ସମ୍ମୁଖୀନ ହେବାକୁ ପଡେ।ଆଉ ମୂଖ୍ୟତଃ ଶରୀରରେ ବହୁତ ସିରା ପ୍ରଶିରା ଦ୍ୱାରା ହୃଦୟକୁ ରକ୍ତ ଯାଇଥାଏ।ଯେତେବେଳେ କୌଣସି କାରଣରୁ ଏହି ରକ୍ତ ପ୍ରବାହ ବନ୍ଦ ହୋଇଥାଏ ତାହେଲେ ଆମକୁ ହୃଦ୍ଘାତ ହେବାର ସମ୍ଭାବନା ଥାଏ।ଏହି ଉପାୟକୁ ବ୍ୟବହାର କରିବା ଦ୍ୱାରା ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଆପଣଙ୍କ ଶରୀର ନିଶ୍ଚିନ୍ତ ଭାବରେ ନିରୋଗୀ ହୋଇଯିବ।ଆଉ ଏହାକୁ ପ୍ରସ୍ତୁତ କରିବା ପାଇଁ ଖୋଜା ଯାଉଥିବା ଜରୁରୀ ଜିନିଷ ଆମକୁ ସହଜରେ ମିଳିଯିବ।ତେବେ ଆସନ୍ତୁ ଏହି ଔଷଧିକୁ ବନେଇବାର ଉପାୟ ବିଷୟରେ ଜାଣିବା।

ସେ ସବୁ ଜିନିଷ ଗୁଡିକ ହେଉଛି ପ୍ରଥମେ ଆସିବ ୧ ଗ୍ରାମ ଡାଲଚିନ।ଦ୍ଵିତୀୟରେ ଆସିବ ୧୦ ଗ୍ରାମ ଗୋଟା କଳା ଗୋଲମରିଚ।୧୦ ଗ୍ରାମ କଖାରୁ ମଞ୍ଜି,୧୦ ଗ୍ରାମ ତେଜପତ୍ର,୧୦ ଗ୍ରାମ ମଗଜ,୧୦ ଗ୍ରାମ ଗୋଟା ମିଶ୍ରି,୧୦ ଗ୍ରାମ ଅଖରୋଟର ବାଦାମ,୧୦ ଗ୍ରାମ ଅଳସୀ।ଏହି ସବୁ ସାମଗ୍ରୀ ଆପଣଙ୍କୁ ଆପଣଙ୍କ ଘରେ ବହୁତ ସହଜରେ ମିଳିଯିବ।ଏସବୁ ସାମଗ୍ରୀ ଏବେ ମିଶି ୭୧ ଗ୍ରାମ ହୋଇଗଲା।ଏ ସବୁ ଜିନିଷକୁ ନେବେ ଭଲ ଭାବରେ ଗୋଟେ ଗ୍ରାଇଣ୍ଡରରେ ଏହାକୁ ଭଲ ଭାବରେ ଗୁଣ୍ଡ କରି ନେବେ।

ଏହି ଗୁଣ୍ଡକୁ ନବେ ଓ ଅତି ସହଜରେ ୭ ଗ୍ରାମର ୧୦ ଟି ପୁଡ଼ିଆ ଵନେଇ ନେବେ କାରଣ ଏ ସବୁ ଜିନିଷ ଥିଲା ୭୧ ଗ୍ରାମର ତେଣୁ ଅତି ସହଜରେ ୭ ଗ୍ରାମର ୧୦ ଟି ପୁଡ଼ିଆ ବନେଇ ନେବେ।ତାପରେ ଆମେ ଜାଣିବା ଏହାକୁ ସେବନ କରିବାର ବିଦ୍ଧି ବା ଉପାୟ।ଆପଣଙ୍କୁ ସବୁ ଦିନ ଗୋଟେ ପୁଡ଼ିଆ ନେବାର ଅଛି ସକାଳୁ ନିଜ ନିତ୍ୟ କର୍ମ ସାରି ଖାଲି ପେଟରେ ଏହାକୁ ଗରମ ବା ଉଷୁମ ପାଣି ସହିତ ସେବନ କରିବାର ଅଛି।ଆଉ ଏହି ଔଷଧି ସେବନର ଗୋଟେ ଘଣ୍ଟା ପର୍ଯ୍ୟନ୍ତ ଆମକୁ କୌଣସି ଜିନିଷର ଖାଇବା ପିବା ଉଚିତ ନୁହେଁ।

ଏହା ସହିତ ତାପରେ ଆପଣ ଠିକ ଗୋଟେ ଘଣ୍ଟା ପରେ,ମାନେ କହିବାକୁ ଗଲେ ସେ ଔଷଧି ଗ୍ରହଣର ଠିକ ଗୋଟେ ଘଣ୍ଟା ପର ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ଜିନିଷର ଖାଇବା ପିବା ଉଚିତ ନୁହେଁ,ଠିକ ତାର ଗୋଟେ ଘଣ୍ଟା ପରେ ଲେମ୍ବୁ ପାଣି ସହିତ ମିଠା ସୋଢ଼ା ମିଶେଇବେ ତାସହିତ ଦିନରେ ୨ ଟି କମଳା ଲେମ୍ବୁ ଖାଇବାର ଅଛି।ଆଉ ଗୋଟେ ଦିନରେ ୧୫-୨୦ ଗ୍ରାମ ଅଁଳା ଗୁଣ୍ଡ ଖାଇବାର ଅଛି।ଏହି ଉପାୟକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଶରୀରରେ ଥିବା ବନ୍ଦ ସିରା ସବୁ ଖୋଲିଯିବ,ପାରାଲିସିସ ଥିଲେ ଭଲ ହୋଇଯିବ।ହୃଦୟ ରୋଗୀ ଆପଣ ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଆପଣଙ୍କୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ।

Leave a Reply

Your email address will not be published. Required fields are marked *